ଗୁଜୁରାଟ ଗସ୍ତରେ ମୋଦି: ରାସ୍ତା ପାଲଟିଲା ଜନସମୁଦ୍ର

ନୂଆଦିଲ୍ଲୀ,୨୬।୫: ଲୋକ ସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ପ୍ରଥମଥର ପାଇଁ ଗୁଜୁରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମଦାବାଦ୍‌ରେ ପହଞ୍ଚିବା ପରେ…

କାଠ ଗଣ୍ଡିକୁ ନେଇ ମାରପିଟ୍‌:୨ ଆହତ, ୩ କୋର୍ଟ ଚାଲାଣ

କୋରେଇ,୨୬ା୫(ସ୍ବ.ପ୍ର.)- କାଠ ଗଣ୍ଡିକୁ ନେଇ ମାରପିଟ୍‌ ମାମଲାରେ ପାଣିକୋଇଲି ପୋଲିସ ରବିବାର ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏହି ଥାନା ଅନ୍ତର୍ଗତ ବଡବିରୁହଁା ପଞ୍ଚାୟତ ଆମ୍ବତୋଳା…

ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ୧୮ ଆହତ

ସୋନପୁର/ମନମୁଣ୍ଡା,୨୬।୫(ନି.ପ୍ର./ଡି.ଏନ.ଏ.):ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଜିଲା ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ସୁଜନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ରବିବାର ଦୁର୍ଘଟଣାଗ୍ରସ୍ତ…

ଡ୍ୟୁକର ନୂଆ ସମର ୨୦୧୯ କଲେକ୍ସନ

ଭୁବନେଶ୍ୱର,୨୬-୫ : ଡ୍ୟୁକ ଫ୍ୟାସନ୍ସ ଲିମିଟେଡ ପକ୍ଷରୁ ନୂଆ ସମର କଲେକ୍ସନ ୨୦୧୯ ଶୁଭାରମ୍ଭ ହୋଇଛି। ବିଭିନ୍ନ ଷ୍ଟାଇଲ ଏବଂ ରଙ୍ଗରେ ଏହି କଲେକ୍ସନଗୁଡିକ ବଜାରରେ ଉପଲବ୍ଧ।…

ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ସତର୍କତା ଅଧିକାରୀଙ୍କ ସମ୍ବଲପୁର ଗସ୍ତ

ଭୁବନେଶ୍ୱର,୨୬-୫: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ ସତର୍କତା ଅଧିକାରୀ ପର୍ଶୁରାମ ପଣ୍ଡା ପ୍ରଥମଥର ଲାଗି ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ…

ଜୁନ ୨୩ରେ ଫିଟ୍‌ଜୀର ଏକ୍ସଟ୍ରା ରେ ଏଜ୍‌ ପରୀକ୍ଷା

ଭୁବନେଶ୍ୱର,୨୬-୫: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ପକ୍ଷରୁ ଏକ୍ସଟ୍ରା ରେ ଏଜ ପରୀକ୍ଷା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଜୁନ ୨୩ରେ ଅନୁଷ୍ଠିତ ହେବ। ଦ୍ୱାଦଶ ଶ୍ରେଣୀ…

୧୨ ଫୁଟର ଅଜଗର ଉଦ୍ଧାର

ଭଦ୍ରକ ଅଫିସ, ୨୬।୫ - ଭଦ୍ରକ ସହର ଉପକଣ୍ଠ ରାନ୍ଦିଆ ପୋଲ ତଳୁ ରବିବାର ସକାଳେ ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ରାନ୍ଦିଆ ଗ୍ରାମର…

ଚାକିରି କରାଇଦେବା ନଁାରେ ଟଙ୍କା ଆଦାୟ ଅଭିଯୋଗ: ୨ ଯୁବକ ଗିରଫ

ତିହିଡ଼ି, ୨୬।୫ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ କେତେକ ଅଞ୍ଚଳର ଯୁବତୀ ଏବଂ ମହିଳାଙ୍କୁ ପଞ୍ଚାୟତସ୍ତରରେ ଚାକିରି କରାଇଦେବା ନଁାରେ ଟଙ୍କା ଆଦାୟ…

ଧଣ୍ଡାତୋପାରେ କୋଡ଼ା ସମାଜର ବାର୍ଷିକ ମହାସଭା

ବଇଣ୍ଡା,୨୬।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ପରିସରରେ ତଳପଦା କୋଡ଼ା ସମାଜର ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ତ୍ରିନାଥ ଚରଣ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ମହାସଭାରେ ଅତିଥି…

ବାର୍ଷିକ ସାହିତ୍ୟ ଆସର:ଅବକ୍ଷୟମୁଖୀ ସଂସ୍କୃତିର ସୁରକ୍ଷା ପାଇଁ ଆହ୍ବାନ

ସାତମାଇଲ, ୨୬।୫(ଡି.ଏନ.ଏ.)-ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମହାନ୍‌। ହେଲେ ଆଜିକାର ଦିନରେ ଯୁବପିଢ଼ି ସାହିତ୍ୟ, ସଂସ୍କୃତିରୁ ବିମୁଖ ହେଉଛନ୍ତି। ଫଳରେ ଓଡ଼ିଆ ଜାତିର ମହାନ ପରମ୍ପରା…