ବକେୟା ଦରମା ଦାବିରେ ଛଟେଇ ଶ୍ରମିକଙ୍କ ଧାରଣା

କାଳିଆପାଣି,୮ା୬(ଡି.ଏନ୍‌.ଏ.): ଇଡ଼କଲ ତୈଳଙ୍ଗୀ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବେକୟାଦରମା ପ୍ରଦାନ ଦାବିରେ ଛଟେଇ ଶ୍ରମିକମାନେ ଧାରଣା ଦେଇଛନ୍ତି। ଦୀର୍ଘ ସମୟଧରି ଧାରଣା ଜାରି ରହିଥିଲେ ମଧ୍ୟ…

ଫଳକରେ ସୀମିତ ଶୂଳିଆ ନାଳ ପୋଲ

ନୂଆଗାଁ,୮।୬(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ବନମାଳୀପୁର ହରିଜନସାହି ଲୋକଙ୍କ ଯାତାୟାତରେ ବାଧକ ସାଜିଛି ଶୂଳିଆ ନାଳ। ଏହି ନାଳ ଉପରେ ପୋଲ ନିର୍ମାଣ…

ନର୍ସିଂହୋମ୍‌ରେ ଅବ୍ୟବସ୍ଥା, ତାଗିଦ କରି ଛାଡ଼ିଲା ପ୍ରଶାସନ

ବ୍ରହ୍ମପୁର ଅଫିସ୍‌,୮ା୬- ବ୍ରହ୍ମପୁର ସହରରେ ହୁ ହୁ ହୋଇ ବଢ଼ୁଛି ଘରୋଇ ନର୍ସିଂହୋମ୍‌। ସହରର ଗଳି କନ୍ଦି, ସବୁଆଡ଼େ ଏବେ ନର୍ସିଂହୋମ୍‌ ଦେଖିବାକୁ ମିଳୁଛି। ଏସବୁରେ ବେପାରକୁ…

ବ୍ଲେଡରେ ଦାଦା ଗଳା କାଟିଲା ପୁତୁରା

ବ୍ରହ୍ମପୁର ଅଫିସ,୮ା୬- ପୋଲସରା ଥାନା ଚିରିକିପଡ଼ାଶାସନ ପଞ୍ଚାୟତ ବିରିପୁର ଗ୍ରାମରେ ଶୁକ୍ରବାର ରାତିରେ ପୁତୁରା ଆକ୍ରମଣରେ ଦାଦା ଗୁରୁତର ହୋଇଛନ୍ତି। ଆହତ ଜଣକ ହେଲେ ବିରିପୁର ଗ୍ରାମର…

ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ତିହିଡ଼ି, ୮।୬ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ପାଳିଆବିନ୍ଧା ଅଞ୍ଚଳର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ପାଳିଆ…

ଫନୀକୁ ମାସେ ବିତିଲା: ଖୋଲା ଆକାଶ ତଳେ ବିତୁଛି ବିପନ୍ନଙ୍କ ଜୀବନ

କୃଷ୍ଣପ୍ରସାଦ,୮ା୬(ଡି.ଏନ୍‌.ଏ.): ଫନୀ ବାତ୍ୟାକୁ ଦୀର୍ଘ ୧ ମାସ ବିତିଯାଇଛି। ତଥାପି ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାର ଅନ୍ତଃ ଘଟୁ ନାହିଁ। ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁରୀ…

ମନ ମୋହିଲା ଲୌକିକ ପରମ୍ପରା: ବୈଦିକ ରୀତିରେ ସରିଲା ଦେବଦମ୍ପତିଙ୍କ ବିବାହ

ଆରଡ଼ି, ୮।୬ (ଡି.ଏନ.ଏ.) - ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ଶୁକ୍ରବାର ପବିତ୍ର ଶୀତଳଷଷ୍ଠୀ ପର୍ବରେ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ…

ନାବାଳିକା ମା’ ହେବା ଘଟଣା: ନ୍ୟାୟ ପାଇଁ ପ୍ରେମିକଙ୍କ ମା’ଙ୍କୁ ବାନ୍ଧିଲା ମହିଳା ସଂଘ

ଖଲ୍ଲିକୋଟ,୮ା୬(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକା ମା’ ହେବା ଘଟଣାରେ ନ୍ୟାୟ ପାଇଁ ମହିଳା ସଂଘ ଅଣ୍ଟା ଭିଡିଛନ୍ତି। ନାବଳିକା ମା’ ହେବା…

ଲୋହୁରା, କାମ୍ବାଗୁଡା ସାହିକୁ ନଦୀଜଳ ଭରସା

ଫିରିଙ୍ଗିଆ, ୮ା୬ - କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଲୋହୁରା ସାହି, କାମ୍ବାଗୁଡା ସାହିର ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ସେଠାରେ…

କୃଷକ ସଭାର ଗଣଧାରଣା

ଛତ୍ରପୁର,୮ା୬(ଡି.ଏନ୍‌.ଏ.)- ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର ଛତ୍ରପୁର ସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦିଆଯାଇଥିଲା।…