ସ୍ନାନ ପୂର୍ଣ୍ଣିମା, ରଥଯାତ୍ରାରେ ଯୋଗଦେବେ ସୋରଡ଼ା ରାଜା

ସୋରଡ଼ା,୧୭ା୬(ଡି.ଏନ୍‌.ଏ.)-ସୋରଡ଼ାର ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ସୋମବାର ପାଳନ କରାଯିବ। ଏଥିରେ ସୋରଡ଼ା ରାଜା ଡ.ଦେବଦତ୍ତ ସିଂହ ଦେଓ ଯୋଗଦେବେ। ସ୍ଥାନୀୟ ରାଜବଂଶର ରାଜା ଜଗନ୍ନାଥ ସିଂହ ଦେଓ…

ଗୋଟିଏ ଦେଶ, ଏକ ନିର୍ବାଚନ ପାଇଁ ମୋଦିଙ୍କ ଆହ୍ବାନ: ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୭ା୬(ପି.ଟି./ଆଇଏଏନ୍‌ଏସ୍‌): ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସପ୍ତଦଶ ଲୋକ ସଭା ବଜେଟ ଅଧିବେଶନର ଅବ୍ୟବହିତ ପୂର୍ବରୁ…

ଗଞ୍ଜାମର ୫ ସରକାରୀ ଗୋଦାମରେ ଚାଉଳ ଅସୁରକ୍ଷିତ

ଛତ୍ରପୁର,୧୭ା୬(ଡି.ଏନ.ଏ.)-ଗଞ୍ଜାମ ଜିଲାର ୫ ସରକାରୀ ଗୋଦାମରେ ଚାଉଳ ଅସୁରକ୍ଷିତ ଭାବେ ରଖାଯାଉଛି। ସେଗୁଡିକ ମଧ୍ୟରେ ହିଞ୍ଜିିଳି ଚାଉଳ ରିସିଭିଂ ସେଣ୍ଟର ଗୋଦାମ, ଜଗନ୍ନାଥପୁରସ୍ଥିତ ଯୋଗାଣ ନିଗମ ଗୋଦାମ,…

ଗୃହୀତ ପ୍ରସ୍ତାବ ପୂରଣ କରିନାହାନ୍ତି ସରକାର

ବ୍ରହ୍ମପୁର ଅଫିସ,୧୭ା୬-ବୃହତ୍ତମ ଜିଲା ଗଞ୍ଜାମରେ ଅନେକ ସମସ୍ୟା ରହିଛି। ସମାଧାନ ହେଉ ନ ଥିବାରୁ ଏହା ବଢ଼ି ଚାଲିଛି। ବିଭିନ୍ନ ସମୟରେ ବିରୋଧୀ ଦଳ ଦାବିକୁ ସରକାର…

ଦାରୁଦିଅଁଙ୍କ ପ୍ରତ୍ୟକ୍ଷ ସ୍ନାନ: ଅପେକ୍ଷାରେ ସ୍ନାନବେଦି

ପୁରୀ ଅଫିସ, ୧୭ା୬:ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ଏଥିପାଇଁ ଦାରୁଦିଅଁଙ୍କୁ ଅପେକ୍ଷା…

ଚିଲିକା ଡଙ୍ଗାବୁଡ଼ି ଘଟଣାକୁ ବର୍ଷେ ପୂରିଲା : ବିପଜ୍ଜନକ ନୌଯାତ୍ରାରେ ଲାଗିଲାନି ଲଗାମ

ଖୋର୍ଦ୍ଧା ଅଫିସ,୧୭ା୬ : ଚିଲିକା ଡଙ୍ଗାବୁଡି ଘଟଣାକୁ ଇତିମଧ୍ୟରେ ବର୍ଷେ ବିତିଯାଇଛି। ହେଲେ ବିପଜ୍ଜନକ ନୌଯାତ୍ରାରେ ଲାଗି ପାରିଲାନି ଲଗାମ। ସ୍ଥିତିରେ କିଛିଟା ସୁଧାର ଆସିଥିଲେ ହେଁ…

ସୀତା ଠାକୁରାଣୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଢେଙ୍କିକୋଟ, ୧୭।୬(ଡି.ଏନ୍‌.ଏ.)- ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜଠାରେ ଶନିବାରଠାରୁ ଆରମ୍ଭ ହୋଇଛି ୩ ଦିନିଆ ରଜମେଳା। ପ୍ରତିବର୍ଷ ପରି ରଜମେଳାର ପ୍ରଥମ ଦିନରେ ମା’ ସୀତା ଠାକୁରାଣୀଙ୍କ…

ନଦୀକୁ ବିଷାକ୍ତ କରୁଛି ସହରାଞ୍ଚଳ ଓ ଶିଳ୍ପାଞ୍ଚଳର ଦୂଷିତ ଜଳ : ରିପୋର୍ଟ ମାଗିଲେ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ

କଟକ ସଦର,୧୭ା୬(ଡି.ଏନ୍‌.ଏ.) : ସହରାଞ୍ଚଳ ଓ ଶିଳ୍ପାଞ୍ଚଳରୁ ନିର୍ଗତ ଦୂଷିତ ଜଳ ଦ୍ୱାରା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକୁ ବିଷାକ୍ତ କରୁଛିିି। ବିଶେଷକରି ମହାନଦୀ ଓ ତା’ର ଶାଖା…

ବିଭିନ୍ନ ସମସ୍ୟାରେ ଚମ୍ପୁଆ ଉପଡାକଘର: ବଢ଼ୁଛି ଅସନ୍ତୋଷ

ଚମ୍ପୁଆ, ୧୭।୬(ଡି.ଏନ୍‌.ଏ.)- ଚମ୍ପୁଆ ସଦର ମହକୁମାରେ ଥିବା ଉପଡାକଘରେ ଦୀର୍ଘଦିନ ଧରି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ନୂତନ ପାସ୍‌ବହି ଖୋଲା ନ ଯାଇ ପଡିରହିଥିବା ଦେଖିବାକୁ ମିଳିଛି।…

ଡାକ୍ତର ଅଭାବ, ହେଉନି ଭିତ୍ତିଭୂମି ବିକାଶ

କେନ୍ଦୁଝର,୧୭।୬(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଆଦିବାସୀବହୁଳ ବାଂଶପାଳ ବ୍ଲକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ସରକାର ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ବ୍ଲକରେ ସେ…