କେନ୍ଦ୍ରୀୟ ମନ୍ତ୍ରୀଙ୍କ ପୁଅ ଓ ପୁତୁରା ପୋଲିସ କର୍ମଚାରୀଙ୍କୁ କଲେ ଗୁଳି

ଭୋପାଳ,୧୮।୬: ମଧ୍ୟପ୍ରଦେଶ ନରସିଂହପୁର ଜିଲା ଗୋଟେଗାଓ୍ବଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ…

୨୨ ମିଲିୟନ୍‌ ଫଲୋୟର୍ସ ହେବାରୁ କ୍ରିତି ଶେୟାର କଲେ ଏମିତି ଫଟୋ

ମୁମ୍ବାଇ: ହଟ୍‌ ଓ କ୍ୟୁଟ ଆକ୍ଟ୍ରେସ୍‌ କ୍ରିତି ସାନନ୍‌ ଏବେ ଖୁବ୍‌ ଖୁସି ଅଛନ୍ତି। କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀଙ୍କ ଫଲୋୟର୍ସଙ୍କ ସଂଖ୍ୟା…

କଂଗ୍ରେସର ନୂଆ ରଣନୀତି: ଅଧିର ରଞ୍ଜନ ଚୌଧୁରୀ ଲୋକ ସଭା ନେତା ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ପକ୍ଷରୁ ଲୋକ ସଭାରେ ନେତା ପାଇଁ ପଶ୍ଚିମବଙ୍ଗର ଅଧିର ରଞ୍ଜନ ଚୌଧୁରୀଙ୍କ ନାମକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଏହି…

ଶବାନାଙ୍କ ଚରିତ୍ରରେ ନଜର ଆସିବେ ସ୍ବରା

ମୁମ୍ବାଇ: ୧୯୮୨ରେ ପରଦାକୁ ଆସିଥିବା ମହେଶ ଭଟ୍ଟଙ୍କ ଫିଲ୍ମ ‘ଅର୍ଥ’ର ରିମେକ୍‌ ହେବାକୁ ଯାଉଛି। ପୂର୍ବ ଫିଲ୍ମରେ ଶବାନା ଆଜମୀ, ସ୍ମିତା ପାଟିଲ, ରାଜ କିରଣ ଓ…

ମସ୍ତିଷ୍କ ଜ୍ୱର ୮ ବର୍ଷରେ ନେଇଛି ଦେଶର ୧୧ ହଜାର ଶିଶୁଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୧୮।୬: ମସ୍ତିଷ୍କ ଜ୍ୱରରେ ପୃଥିବୀର ୨୪ଟି ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏସବୁ ଦେଶର ୩ ଶହ କୋଟି ଲୋକ ଏହି ଜ୍ୱରରେ ସଂକ୍ରମିତ ହେବାର ଆଶଙ୍କ…

ବସ୍‌ ଛାତରୁ ଭିଡ ରାସ୍ତାରେ ଗଳି ପଡିଲେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର

ନୂଆଦିଲ୍ଲୀ,୧୮।୬: ଚେନ୍ନାଇରେ ବସ୍‌ ଡେ’ ପାଳନ ଅବସରରେ ଘଟିଛି ଏକ ଦୁର୍ଘଟଣା। ସୋମବାର ଏହି ଦିବସ ପାଳନ ଅବସରରେ କେତେଜଣ ଛାତ୍ର ଚଳନ୍ତା ବସ୍‌ ଛାତ ଉପରେ…

ସପ୍ତାହରେ ଦାନରେ ମିଳୁଛି ୧୪ ଲକ୍ଷ ଟଙ୍କା କଏନ୍‌: ଚିନ୍ତାରେ ଶିରିଡ଼ି ସାଇ ଟ୍ରଷ୍ଟ୍‌

ଶିରିଡ଼ି,୧୮।୬: ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ୍‌ ଏବେ ଚିନ୍ତାରେ ପଡ଼ିଛନ୍ତି। ମନ୍ଦିର ଦାନ ପେଟିରୁ ପ୍ରତି ସପ୍ତାହରେ ୧୪ ଲକ୍ଷ ଟଙ୍କାର କଏନ୍‌ ମିଳୁଛି। ତେବେ…

୧୫୦ ବର୍ଷର ପୁରୁଣା ସ୍କୁଲରେ ଟ୍ରେନ୍‌ ବଗିରେ ପାଠପଢ଼ିବେ ପିଲା

ମଦୁରାଇ,୧୮।୬: ୟୁକେର ଶିକ୍ଷା ବ୍ୟବସ୍ଥାର ଶୈଳୀ ଭଳି ଭାରତରେ ମଧ୍ୟ ପାଠପଢ଼ାକୁ ମଜାଳିଆ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଟ୍ରେନ୍‌ର ଖେଳନା ହେଉ କି ସତରେ…

ପ୍ରଶଂସକଙ୍କୁ ଅମିର, ମଲିକଙ୍କ ନିବେଦନ

ମାଞ୍ଚେଷ୍ଟର,୧୮।୬(ପିଟି)- ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଦଳର ପ୍ରଶଂସକମାନେ ନିଜ ଦଳକୁ ସମାଲୋଚନା କରିବା ସହ ଖେଳାଳିଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଖରାପ ଭାଷାରେ ଗାଳି…

କର୍ନାଟକର କୃଷକ ତିଆରି କଲେ ଗଛରେ ଚଢି ପାରୁଥିବା ବାଇକ୍‌

ବେଙ୍ଗାଲୁର,୧୮।୬: ନଡ଼ିଆ ଓ ଗୁଆ ଗଛରେ ଚଢି ଫଳ ତୋଳିବା ବଡ କଷ୍ଟକର ବ୍ୟାପାର ହୋଇଥାଏ। ଏଥିପାଇଁ ଅନେକ ଲୋକ ଏହି ଫସଲ କରିବାକୁ ପଛଘୁଞ୍ଚା ଦେଇଥାଆନ୍ତି।…