ସୁରକ୍ଷା ପ୍ରତିଶ୍ରୁତି ଦେଲେ ମମତା: ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଡାକ୍ତର ରାଜି

କୋଲକାତା,୧୭ା୬(ପି.ଟି.) ପଶ୍ଚିମବଙ୍ଗରେ ୨ ଜଣ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ସପ୍ତାହେ ହେଲା ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ପାଇଁ ନୂଆ…

ଟିଏମ୍‌ସିକୁ ପୁଣି ଲାଗିଲା ଧକ୍କା ୧୨ କାଉନ୍‌ସିଲରଙ୍କ ସହ ଜଣେ ବିଧାୟକ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧୭।୬: ପଶ୍ଚିମବଙ୍ଗରେ ଗତ ଲୋକ ସଭା ନିର୍ବାଚନ ବେଳରୁ ଭାଜପା ଓ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ ତୁତୁମେମେ ଲାଗି ରହିଛି। ଇତି ମଧ୍ୟରେ କେତେଜଣ ଟିଏମ୍‌ସି…

ଆସନ୍ତା ୨୪ରେ ବିହାର ବନ୍ଦ ଡାକରା ଦେଲା ଆର୍‌ଜେଡି

ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଶହେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହେଲାଣି। ଏହା ନୀତୀଶ ସରକାରଙ୍କ ଅପାରଗତା ଦର୍ଶାଇ ବିରୋଧୀ ରାଷ୍ଟ୍ରୀୟ ଜନତା…

ଖବରଦାତା ସମ୍ମିଳନୀରେ ଶୋଇଲେ ନେତା: କହିଲେ ମୁଁ ମନନ ଚିନ୍ତନ କରୁଥିଲି

ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପଖି ଶହେ ଶିଶୁଙ୍କ ମୃତ୍ୟୁ ହେବା ଚିନ୍ତାର କାରଣ ପାଲଟିଛି। ଏହାର ମୁକାବିଲା କରିବାକୁ ନେଇ ଏକ ଖବରଦାତା ସମ୍ମିଳନୀର…

ମିଳିଲା ସର୍ଫରାଜଙ୍କ ଅଳସୁଆମିର କାରଣ

ମାଞ୍ଚେଷ୍ଟର,୧୭।୬(ଏଏଫ୍‌ପି)- ଭାରତୀୟ ଦଳ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ…

ବିହାରରେ ଅସମ୍ଭାଳ ତାତି: ୨୨ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଗୟାରେ ୧୪୪ ଧାରା ଜାରି

ପାଟନା, ୧୭।୬: ବିହାରରେ ଅସମ୍ଭାଳ ତାତି ଲାଗିରହିଛି। ଏପର୍ଯ୍ୟନ୍ତ ଅଂଶୁଘାତରେ ୧୭୩ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ ବିଭିନ୍ନ…

ଗ୍ରୀଷ୍ମରୁ ରକ୍ଷା ପାଇବାକୁ ବସ୍‌ ଛାତରେ ବଗିଚା କଲେ ଡ୍ରାଇଭର

ଦିନକୁ ଦିନ ବିଶ୍ୱ ତାପମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି। ଗ୍ରୀଷ୍ମର ପ୍ରବାହ ଏତେ ବଢି ଯାଇଛି ଯେ ଅନେକ ସହରରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ…

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ ଫିଲ୍ମ…

ରାଶିଫଳ: ମଙ୍ଗଳବାର, ଜୁନ ୧୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରର ପ୍ରତ୍ୟେକ ପରିସ୍ଥିତିକୁ କୌଶଳରେ ସଜାଡ଼ିନେବେ। କିନ୍ତୁ କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରିପାଇବା କମ୍‌ ସମ୍ଭାବନାକୁ ଦେଖି ମାନସିକ ଚିନ୍ତା ବଢ଼ିଯିବ।…

ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରେ ପିତାଙ୍କ ସହ ତାଳ ଦେବେ ଆର୍ୟନ

ମୁମ୍ବାଇ: ବଡ଼ ପରଦାରେ ବାପା ଶାହରୁଖ ଖାଁଙ୍କ ସହ ନିଜର ପ୍ରଚ୍ଛଦ ସ୍ବର ଦେବାକୁ ଯାଉଛନ୍ତି ପୁଅ ଆର୍ୟନ। ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡିଜନୀର ଅପ୍‌ କମିଂ ଫିଲ୍ମ…