ଲଗାଣ ବର୍ଷା: ସ୍କୁଲରେ ଉପସ୍ଥାନ ଶୂନ

କଟକ ଅଫିସ,୭।୭- ଲଗାଣ ବର୍ଷା ଯୋଗୁ କଟକ ସହର ଜଳାର୍ଣ୍ଣବ ହୋଇଛି। ବିଶେଷକରି ଏହାର ପ୍ରଭାବ ପାଠପଢା ଉପରେ ପଡିଛି। ଶନିବାର ବର୍ଷାଯୋଗୁ ସହରର ସମସ୍ତ ସରକାରୀ…

ସ୍ବଚ୍ଛ ଭାରତ ମିଶନର ଅଳିଆ ରୂପ: ବାହାରକୁ ପାଇଖାନା, ଭିତରେ ଜାଳ ଭାଡି

କଟକ ଅଫିସ, ୭।୭: ଆସନ୍ତା ଅକ୍ଟୋବର ସୁଦ୍ଧା ଓଡ଼ିଶା ବାହ୍ୟ ମଳତ୍ୟାଗ ମୁକ୍ତ ରାଜ୍ୟ ହେବ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୩ମାସ…

ଲଗାଣ ବର୍ଷାରେ ବେହାଲ କଟକ: ଘରେ ପଶିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ

କଟକ ଅଫିସ,୭।୭: ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁ କଟକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ସହରର ସମସ୍ତ ଗଳିକନ୍ଦି ଓ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର…

ରାଜଧାନୀରେ ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି ପୋଲିସ ଫୋର୍ସ

ଭୁବନେଶ୍ୱର,୭।୭(ବ୍ୟୁରୋ): ଲୋକଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ପାଇଁ ସବୁବେଳେ ସଜାଗ ରହୁଥିବା ପୋଲିସ ଫୋର୍ସ ଆଜି ନିଜେ ଅସୁରକ୍ଷିତ। ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା…

ନକଲି ସୁନାଗହଣା ପିନ୍ଧି ରେଲଓ୍ବେ ଷ୍ଟେଶନରେ ପଇଁତରା: ଯାତ୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ବେଶଭୂଷା, କଥାବାର୍ତ୍ତା ପୂରା କୋଟିପତି ଭଳି। ବେକ, ହାତ ଓ ଆଙ୍ଗୁଠିରେ ଏକାଧିକ ନକଲି ସୁନା ଗହଣାରେ ଭର୍ତ୍ତି। ଷ୍ଟେଶନରେ ପଇଁତରା ମାରି ଯାତ୍ର୍ରୀଙ୍କୁ ଭୁଆଁ…

ଜେଡି ବାର୍ଷିକ ଡିଜାଇନ୍‌ ପୁରସ୍କାର-୨୦୧୯: ପୋଷାକରେ ସଂସ୍କୃତିର ଫ୍ୟୁଜନ୍‌

ଭୁବନେଶ୍ୱର,୭।୭(ବ୍ୟୁରୋ): ଫ୍ୟାଶନର କୌଣସି ପରିସୀମା ନାହିଁ। ଏହା ସର୍ବଦା ପରିବର୍ତ୍ତନଧର୍ମୀ। ଦେଶ, ରାଷ୍ଟ୍ରର ପ୍ରତିବନ୍ଧକ ନ ମାନି ଏହା ସବୁବେଳେ କିଛି ନୂଆ ରୂପ ଓ ନୂଆ…

ଅର୍ଦ୍ଧାହାରରେ ରହିଲେ ୮ଶହ ହରିଣ ଜାତୀୟ ପ୍ରାଣୀ

ବାରଙ୍ଗ,୭।୭(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶନିବାର ତୃଣଭୋଜି ସଫାରିରେ ଥିବା ହରିଣଜାତୀୟ ପ୍ରାଣୀମାନେ ଅର୍ଦ୍ଧାହାରରେ ରହିଥିବାର ଜଣାପଡିଛି। ଆବଶ୍ୟକତାଠାରୁ କମ୍‌ ପରିମାଣର ଦାନା ଷ୍ଟୋରରେ ଥିବା ଯୋଗୁ ଏଭଳି…

ଜଗତ୍‌ସିଂହପୁର ଜିଲା ଚିଠି: କାଗଜପତ୍ରରେ କଟକଣା, ଟ୍ରାଫିକ ସମସ୍ୟା ଜଟିଳ

ଜଗତ୍‌ସିଂହପୁର ଜିଲାରେ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡିଛି। ପ୍ରତ୍ୟହ କେଉଁଠି ନା କେଉଁଠି ଦୁର୍ଘଟଣାରେ ଧନଜୀବନ ହାନି ଘଟୁଛି। ଏହାର ପ୍ରତିକାର ପାଇଁ ଯଦିଓ ଜିଲା ପ୍ରଶାସନ…

କର୍ନାଟକ ଷଡ଼ଯନ୍ତ୍ର ପଛରେ ମୋଦି ସରକାର: କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ,୭ା୭(ଆଇଏଏନ୍‌ଏସ୍‌): କର୍ନାଟକ ଶାସକ ମେଣ୍ଟରୁ ୧୪ ବିଧାୟକ ଇସ୍ତଫା ଦେବା ଘଟଣାରେ କଂଗ୍ରେସ ଭାଜପାକୁ ଦୋଷାରୋପ କରିଛି। ଦଳବଦଳ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଷଡ଼ଯନ୍ତ୍ର…

ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ମାଡ଼ ମାରିଲେ ଭାଜପା ଏମ୍‌ପିଙ୍କ ଅଙ୍ଗରକ୍ଷୀ

ଆଗ୍ରା,୭ା୭: ଭାଜପା ନେତାମାନଙ୍କ ହିଂସାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାବନୀ ଦେବାର ୩ ଦିନ ପରେ ଦଳର ଜଣେ ଏମ୍‌ପିଙ୍କ ଉପସ୍ଥିତିରେ…