ମାରାଡୋନାଙ୍କ ସଫଳ ଅସ୍ତ୍ରୋପଚାର

ବୁଏନ୍ସ ଏରିଜ୍‌, ୨୫।୭ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳତାର ସହ…

ପାକିସ୍ତାନ ବସ୍‌ ଡ୍ରାଇଭର୍‌ଙ୍କ ପୁଅ ହେଲେ ବ୍ରିଟେନର ଅର୍ଥମନ୍ତ୍ରୀ

ଲଣ୍ଡନ,୨୫ା୭: ନୂତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୂର୍ବତନ ଗୃହମନ୍ତ୍ରୀ ସାଜିଦ ଜାଭିଦଙ୍କୁ ଦେଶର ଅର୍ଥମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ଲାଗି ଦାବିଦାର ଥିବା…

ଏସପି ନେତାଙ୍କ ବିବାଦୀୟ ବୟାନ୍‌: ସ୍ତ୍ରୀଙ୍କୁ ଗୁଳି ମାରିଦେବାଠାରୁ ଭଲ ତିନି ତଲାକ

ନୂଆଦିଲ୍ଲୀ, ୨୫।୭: ମୁସଲମାନ ମହିଳାଙ୍କ ସୁରକ୍ଷା ପାଇଁ ସଂସଦରେ ଆଗତ ହେବାକୁ ଥିବା ତିନି ତଲାକ ବିଲ୍‌କୁ ନେଇ ଗୁରୁବାର ଗୃହରେ ହଙ୍ଗାମା ହୋଇଛି। କେନ୍ଦ୍ର ସରକାର…

ପାଣିତଳେ ବିଶ୍ୱର ପ୍ରଥମ ସେନା ମ୍ୟୁଜିୟମ: ମାଛଙ୍କ ସହ ଦେଖିବାକୁ ମିଳିବ ସେନା ଉପକରଣ

ଅମନ,୨୫।୭: ଜୋର୍ଡାନର ଅକାବାରେ ବିଶ୍ୱର ପ୍ରଥମ ସେନା ମ୍ୟୁଜିୟମ ଖୋଲାଯାଇଛି। ୧୯ଟି ମିଲିଟାରୀ ହାଡଓ୍ବୟାର ଅବଶେଷକୁ ନେଇ ଏହି ମ୍ୟୁଜିୟମ ତିଆରି କରାଯାଇଛି। ଗତ ବୁଧବାର ଏହାକୁ…

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ ଦେଖାଇ…

ଭାରତୀୟ ସେନାରେ ଯୋଗଦେଲେ ଧୋନୀ, କରିବେ ଏହି କାମ

ଶ୍ରୀନଗର, ୨୫।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବ୍‌ଶୀଘ୍ର ଭାରତୀୟ ସେନା ସହ ଯୋଗ ଦେବାକୁ ଯାଉଛନ୍ତି। ଜୁଲାଇ ୩୧ରେ କଶ୍ମୀରରେ…

ମୂଲ୍ୟବାନ କାଠପଟା ଜବତ

ଓଡଗାଁ, ୨୫।୭(ସ୍ବ.ପ୍ର): ଓଡଗାଁ ବନାଞ୍ଚଳ ଅଧିନସ୍ଥ ମଗରବନ୍ଧ ଗଁାରେ ଜଣେ ବ୍ୟକ୍ତିଙ୍କ ଘରେ ଗୁରୁବାର ବନବିଭାଗ ଚଢ଼ାଉ କରିଛି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଉକ୍ତ ଗଁାର…

ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ

ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍‌ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର ଫିଲ୍ଡିଂ…

ଥାନା ପରିସରରେ ମଦବିରୋଧୀ ମହିଳାଙ୍କ ଧାରଣା

ଆନନ୍ଦପୁର,୨୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଦଧିବାମନପୁରରେ ମଦବିରୋଧୀ ଆନ୍ଦୋଳନକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି। ଆନନ୍ଦପୁର ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ଥିବାରୁ ଏହା ଏବେ ଚରମସୀମାରେ…

ରାଜ୍ୟରେ ମରୁଡ଼ିର ପଦଧ୍ୱନି; ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ବର୍ଷା ନାହିଁ। ମରୁଡ଼ି ଦ୍ୱାରଦେଶରେ ପହଞ୍ଚିଲାଣି। ତଥାପି ସରକାର ଚେତୁ ନାହାନ୍ତି। ଚାଷୀ ଏ ପର୍ଯ୍ୟନ୍ତ ତଳି ରୋଇ ପାରିନାହାନ୍ତି। ମାଟି ଫାଟି…