କେମିତି ସମୟ କାଟୁଛନ୍ତି ମୁଫତି, ଅବଦୁଲ୍ଲା

ଶ୍ରୀନଗର,୧୮।୮: ପାଖାପାଖି ୧୨ ଦିନ ହେବ ନଜରବନ୍ଦୀ ଅଛନ୍ତି ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହେବୁବା ମୁଫତି। ହେଲେ ଏବେ ସେମାନେ କେମିତି…

୩ ଦିନ ଡେରିରେ ପଶ୍ଚିମବଙ୍ଗ ନଦିଆ ଜିଲାରେ ପାଳିତ ହେଲା ସ୍ବାଧୀନତା ଦିବସ

କୋଲକତା,୧୮।୮: ଭାରତରେ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳିତ ହୋଇଥିବା ବେଳେ ୩ ଦିନ ଡେରିରେ ରବିବାର ପଶ୍ଚିମବଙ୍ଗ ନଦିଆ ଜିଲାରେ ସ୍ବାଧୀନତା ଦିବସ ପାଳିତ ହୋଇଛି।…

ପ୍ରଥମ ଦରମାରେ ମା’ଙ୍କ ପାଇଁ ଶାଢ଼ି କିଣିଥିଲି: ବିଧାନସଭା ସଚିବ, କବି, ପ୍ରାବନ୍ଧିକ ଦାଶରଥି ଶତପଥୀ

ଜଗତ୍‌ସିଂହପୁର ଜିଲା ମାଛଗାଁ ଗ୍ରାମପଞ୍ଚାୟତ ଅଧୀନ ସୁକିଦା ଗାଁରେ ମୋର ଜନ୍ମ। ଓଚିନ୍ଦା ଉଚ୍ଚ ବିଦ୍ୟାଳୟରୁ ୧୯୭୭ ମସିହାରେ ଏକାଦଶ ପାସ୍‌ କରିବା ପରେ ସ୍ବାମୀ ବିବେକାନନ୍ଦ…

ପୁରୁଷପ୍ରଧାନ କ୍ଷେତ୍ରରେ ସଫଳ ମହିଳା ଫଟୋଗ୍ରାଫର

ହାତରେ କ୍ୟାମେରା ଧରି ଏହି ନାରୀମାନେ ବାହାରିଥିଲେ ସମାଜର ନିଚ୍ଛକ ବାସ୍ତବତା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ସାମାଜିକ ଜୀବନର ବିଭିନ୍ନ ଘଟଣାବଳୀକୁ ନିଜ କ୍ୟାମେରାରେ ଆବଦ୍ଧ କରିବା…

ଫ୍ୟାଶନରେ ‘ହଂସୁଲି’

ଦିନ ଥିଲା ମହିଳାମାନେ ସୁନା କିମ୍ବା ରୁପାରେ ତିଆରି ଏକ ସ୍ବତନ୍ତ୍ର ଧରଣର ମୋଟା ଗହଣା ବେକରେ ପିନ୍ଧୁଥିଲେ, ଯାହାକୁ ହଂସୁଲି ବୋଲି କୁହାଯାଉଥିଲା। ଏହା ଥିଲା…

ଇଂଲିଶ ନାଁ ଓଡ଼ିଆ ଗାଁ: ସେମିତି କିଛି ଗାଁ ଓ ଗଳି କଥା; ନାମକରଣ ପଛର କାହାଣୀ

ଗ୍ରାମ୍ୟ ସଂସ୍କୃତିକୁ ନେଇ ସମୃଦ୍ଧ ଓଡ଼ିଶାର ସଂସ୍କୃତି । ଆଉ ପ୍ରତ୍ୟେକ ଗାଁର ପରମ୍ପରା ଓ ସଂସ୍କୃତିରେ ରହିଛି ସ୍ବତନ୍ତ୍ରତା। ତେବେ ସବୁଠୁ ଆଶ୍ଚର୍ଯ୍ୟ କରେ ଗାଁର…

ମା ଛେଉଣ୍ଡ ନବଜାତ ଶିଶୁକନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରି ସ୍ତନ୍ୟପାନ କରାଇଲେ ବିଚାରପତି

ଅହମ୍ମଦାବାଦ୍‌,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏବେ ସମାଜରେ ଏକ ସଚେତନତା ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ସମ୍ପ୍ରତି ଏହି ଅଭିଯାନରୁ…

କୁଜନେଶୋଭା – କେଜ୍‌ ଫାଇନାଲ

ସିନ୍‌ସିନାଟି, ୧୮।୮(ଏଏଫ୍‌ପି):  ସିନ୍‌ସିନାଟି ଓପନ୍‌ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ୧୬ତମ ସିଡ ଖେଳାଳି ଆମେରିକାର…

ସିନ୍‌ସିନାଟି ମାଷ୍ଟର୍ସ ଟେନିସ : ସେମିରେ ହାରିଲେ ଜୋକୋଭିଚ୍‌, ମେଡଭେଡେଭ- ଗଫିନ୍‌ ଫାଇନାଲ

ସିନସିନାଟି, ୧୮।୮(ଏଏଫ୍‌ପି): ଏଠାରେ ଚାଲିଥିବା ସିନସିନାଟି ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବିଶ୍ୱର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।…

ଭିକାରି ବେଶରେ ଭାଇରାଲ ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଇସଲାମାବାଦ,୧୮।୮: ସାଧାରଣତଃ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଅନେକ ଶବ୍ଦ ବ୍ୟବହାର କରି ବିଭିନ୍ନ ତଥ୍ୟ ଖୋଜା ଯାଇଥାଏ। ଏବେ କିନ୍ତୁ ଦେଖିବାକୁ ମିଳିଛି ଗୁଗୁଲ ସର୍ଚ୍ଚ ଇଞ୍ଜିନରେ…