ଅନ୍ତର୍ଜାତୀୟ ପର୍ଯ୍ୟାୟ ସାରଣୀ ବର୍ଷ ପାଳନ

ବଲାଙ୍ଗୀର ଅଫିସ, ୨୦।୮: ବଲାଙ୍ଗୀର ନବଜୀବନ ବିଦ୍ୟାପୀଠ ପରିସରରେ ବଲାଙ୍ଗୀର ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ନବଜୀବନ ବିଦ୍ୟାପୀଠ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହଯୋଗିତାରେ…

ଝିଅମାନେ କୌଣସି ଗୁଣରେ ପୁଅଙ୍କଠାରୁ କମ୍‌ ନୁହନ୍ତି

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର କନ୍ୟାରତ୍ନ ସୁରକ୍ଷା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମରେ ଜିଲାସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

୨୦୧୪ର ଦାଦା ବଟୀ ମାମଲା: ଅଭିଯୁକ୍ତଙ୍କୁ ଦଣ୍ଡାଦେଶ

ଆସିକା,୨୦ା୮ (ଡି.ଏନ୍‌.ଏ.)- ୨୦୧୪ରେ ଘଟିଥିବା ଏକ ଦାଦାବଟୀ ମାମଲାର ବିଚାର କରି ମଙ୍ଗଳବାର ଆସିକାର ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ବର୍ଣ୍ଣପ୍ରଭା ସ୍ବାଇଁ ଅଭିଯୁକ୍ତଙ୍କୁ ଏକମାସ…

ଆଧାର ସଂଯୋଗ ନ ହେଲେ ମିଳିବନି ରାଶନ ସାମଗ୍ରୀ, ହିତାଧିକାରୀଙ୍କ ପାଖକୁ ଗଲା ଯୋଗାଣ ବିଭାଗ

ବେଗୁନିଆପଡ଼ା,୨୦ା୮(ଡି.ଏନ.ଏ.)-କେହି ଯେଭଳି ଭୋକିଲା ନ ରହିବେ ସେଥିପାଇଁ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ରାଶନ…

ସ୍ବାସ୍ଥ୍ୟ ପାଇଁ ଉପକାରୀ ଶାଗୁଦାନା

ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ କେତେକେ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି! ଏସମୟରେ ଶାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ…

କମୁନାହିଁ ଦନ୍ତା ଉତ୍ପାତ, ପୁଣି ଘର ଭାଙ୍ଗିଲା

ପରଜଙ୍ଗ, ୨୦।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ମାତିଥିବା ଦନ୍ତା ଉତ୍ପାତ କମୁନାହିଁ। ସୋମବାର ଡମୋଳ ଗ୍ରାମରେ ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ…

ସାରଗାଁ ବଜାରରେ ଥିବା ମଦ ଦୋକାନ ଉଚ୍ଛେଦ ଦାବି: ଅବକାରୀ ଅଫିସ୍‌ ଘେରିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୨୦।୮-ବାଲେଶ୍ୱର ଜିଲା ରେମୁଣା ବ୍ଲକ ସାରଗାଁ ବଜାର ମଧ୍ୟରେ ଥିବା ମଦ ଦୋକାନ ଉଚ୍ଛେଦ ପାଇଁ ଉକ୍ତ ପଞ୍ଚାୟତର ମହିଳା ଓ ପୁରୁଷ ମଙ୍ଗଳବାର ଜିଲା…

ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତା: ଭାଙ୍ଗିଲା ଆଉ ୩ ଘର

ଚମ୍ପୁଆ, ୨୦।୮(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତାହାତୀ। ଦୀର୍ଘଦିନର ବ୍ୟବଧାନପରେ ଫେରି ଏହି ଦନ୍ତା ଉପତ୍ାତ ଆରମ୍ଭ କରିଦେଇଛି। ଫସଲ ନଷ୍ଟ ସାଙ୍ଗକୁ ୩ଗୋଟି ଘରଭାଙ୍ଗି ଦେଇଛି।…

ଦେବୀ ନଦୀ ଶଯ୍ୟା ଖନନ: ସ୍ଥିତି ଅନୁଧ୍ୟାନ କଲେ ବୁର୍ଲା ଜଳସମ୍ପଦ ବିଭାଗ ବିଶେଷଜ୍ଞ

କାକଟପୁର, ୨୦।୮(ଡି.ଏନ୍‌.ଏ.)-ପୋତି ହୋଇପଡ଼ିଥିବା ଦେବୀ ନଦୀ ଶଯ୍ୟା ଖନନ ହେବ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମ୍ବଲପୁରର ବୁର୍ଲାସ୍ଥିତ ଜଳସମ୍ପଦ ବିଭାଗର…

ପଟ୍ଟାମୁଣ୍ଡାଇ ଏସ୍‌ଡିଏଚ୍‌ ପରିଦର୍ଶନ କଲେ କେନ୍ଦ୍ରାପଡ଼ା ଜିଲାପାଳ: ବାକି ଥିବା କାର୍ଯ୍ୟ ସାରିବା ଲାଗି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ, ୨୦।୮(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଏସ୍‌ଡିଏଚ୍‌(ଉପଖଣ୍ଡସ୍ତରୀୟ ହସ୍ପିଟାଲ) ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ତହସିଲଦାର ଶରତ କୁମାର ଗିରି, ପଟ୍ଟାମୁଣ୍ଡାଇ…