ଫେଲ୍‌ ଏଟିଏମ୍‌-ଡିଜିଟାଲ ଟ୍ରାଞ୍ଜାକ୍‌ଶନ;ବ୍ୟାଙ୍କ-ପେମେଣ୍ଟ ଓ୍ବାଲେଟ କମ୍ପାନୀ ଗଣିବେ ଦୈନିକ ୧୦୦ ଟଙ୍କା

ମୁମ୍ବାଇ,୨୨-୯: ଅନ୍‌ଲାଇନରେ ଡିଜିଟାଲ ଟ୍ରାଞ୍ଜାକସନ ବିଫଳ ହେଲେ ଏବଂ ଗୋଟିଏ ଦିନ ଭିତରେ ବିବାଦର ସମାଧାନ କରା ନ ଗଲେ ସମ୍ପୃକ୍ତ ବ୍ୟାଙ୍କ/ପେମେଣ୍ଟ ଓ୍ବାଲେଟ କମ୍ପାନୀ ନିଜ…

ହାଉଡି ମୋଦି ପରେ ବାଣିଜ୍ୟ ଚୁକ୍ତି କରିପାରନ୍ତି ଟ୍ରମ୍ପ-ମୋଦି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨-୯: ଆମେରିକାର ହ୍ୟୁଷ୍ଟନରେ ‘ହାଉଡି ମୋଦି’ କାର୍ଯ୍ୟକ୍ରମ ପରେ ଜାତିସଂଘ ସାଧାରଣ ପରିଷଦ ବୈଠକ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ…

ରାଜସ୍ବ ସମୀକ୍ଷା ବୈଠକ: ୨୩ରୁ ଚୋରା ବାଲି ଚାଲାଣ ରୋକିବାକୁ ଭିଡିଓଗ୍ରାଫି

ଛତ୍ରପୁର,୨୨ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ…

କର୍ପୋରେଟ ଟିକସ ହ୍ରାସ ଘୋଷଣା;ବିତ୍ତୀୟ ନିଅଣ୍ଟ ଭରଣାର ବାଟ ବତାଇଲା ନୀତି ଆୟୋଗ

ମୁମ୍ବାଇ,୨୨-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର କର୍ପୋରେଟ ଟିକସ ହ୍ରାସ ଘୋଷଣା କରିଛନ୍ତି। ଏହାଦ୍ୱାରା ସରକାର ରାଜସ୍ବ ବାବଦରେ ୧.୪୫ ଲକ୍ଷ କୋଟି ଟଙ୍କା ହରାଇବେ ବୋଲି…

ବ୍ୟାଙ୍କ ଠକେଇ ମାମଲା;ଇଣ୍ଟରପୋଲ ସହାୟତାରେ ସିଏମ୍‌ଡିଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୨୨-୯: ବହୁ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅହମ୍ମଦାବାଦ୍‌ସ୍ଥିତ ଏକ କମ୍ପାନୀର ସିଏମ୍‌ଡିଙ୍କୁ ଗିରଫ କରିଛି। ପିଏମ୍‌ଏଲ୍‌ଏ ଆଇନ ଅଧୀନରେ ସାଇ ଇନ୍‌ଫୋସିଷ୍ଟମ(ଇଣ୍ଡିଆ)…

ଲିଙ୍ଗରାଜ ଆଇନ୍‌ ମହାବିଦ୍ୟାଳୟ: ଶୈକ୍ଷିକ ବାତାବରଣ ପାଇଁ ଆନ୍ଦୋଳନ

ବ୍ରହ୍ମପୁର ଅଫିସ୍‌,୨୨ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଘେରରେ ଗତିକରୁଛି । ପାଠ ପଢ଼ିବା ପାଇଁ…

୧୧ ଡିଜିଟ୍‌ ହେବ ମୋବାଇଲ ନମ୍ବର

ନୂଆଦିଲ୍ଲୀ,୨୨-୯: ଟେଲିକମ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ଦେଶରେ ମୋବାଇଲ ନମ୍ବରକୁ ବର୍ତ୍ତମାନର ୧୦ ସ୍ଥାନରେ ୧୧ ଡିଜିଟ୍‌(ଅଙ୍କ) କରାଯିବା ନେଇ ପରାମର୍ଶ ଲୋଡିଛି। ଜନସଂଖ୍ୟା ବୃଦ୍ଧି ପାଉଥିବା…

ନୂଆ ଟୟୋଟା ୟାରିସ୍‌, ଗ୍ଲାଞ୍ଜାର ଗ୍ରାଣ୍ଡ ପ୍ରିମିୟର

ଭୁବନେଶ୍ୱର,୨୨-୯: ଟୟୋଟା କିର୍ଲୋସ୍କାର ମୋଟର୍ସ ଲିମିଟେଡର ଅଧିକୃତ ବିକ୍ରେତା ଏସ୍ପିରିଟ ଟୟୋଟା ଶୋ’ରୁମ ପକ୍ଷରୁ ନୂଆ ୟାରିସ ଏବଂ ଗ୍ଲାଞ୍ଜା ମଡେଲର ଗ୍ରାଣ୍ଡ ପ୍ରିମିୟର କାର୍ଯ୍ୟକ୍ରମ ସ୍ଥାନୀୟ…

ବାପ, ମା’ଙ୍କୁ ଆକ୍ରମଣ, ପୁଅ ଗିରଫ

ବ୍ରହ୍ମପୁର ଅଫିସ,୨୨ା୯-ବୃଦ୍ଧ ବାପ ଓ ମା’ଙ୍କୁ ଆକ୍ରମଣ କରିବା ସହ ତାଙ୍କ ପେନସନ ଟଙ୍କା ହଡପ ଅଭିଯୋଗରେ ସଦର ଥାନା ପୋଲିସ ପୁଅ ଶାନ୍ତନୁ କୁମାର ମିଶ୍ର…

୧୯ ଶାଖା ଖୋଲିଲା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ

ଭୁବନେଶ୍ୱର,୨୨-୯: ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ(ୟୁଏସ୍‌ଏଫ୍‌ବି) ଓଡ଼ିଶାରେ ଏହାର ଉପସ୍ଥିତି ଜାହିର ଲାଗି ବିଭିନ୍ନ ଯୋଜନା ଗ୍ରହଣ କରୁଛିି। ଏହି କାର୍ଯ୍ୟକ୍ରମ ମୁତାବକ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ…