ସିଆନାଇଡ୍‌ ଦେଇ ପରିବାରର ୬ଜଣଙ୍କୁ ହତ୍ୟା

ଥିରୁଭାନନ୍ଥପୁରମ୍‌,୭ା୧୦: କେରଳର ଜଣେ ମହିଳା ଖାଦ୍ୟରେ ସିଆନାଇଡ୍‌ ଦେଇ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି। ୧୭ ବର୍ଷ ହେଲା ତାଙ୍କ ପରିବାର ସଦସ୍ୟଙ୍କର ରହସ୍ୟମୟ ଭାବେ…

ଏବେ ବି ବଙ୍ଗଳା ଛାଡ଼ି ନାହାନ୍ତି ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ,୭ା୧୦(ପି.ଟି.): ଷୋଡ଼ଶ ଲୋକ ସଭା ଭଙ୍ଗ ହେବା ୫ ମାସ ବିତିଲାଣି। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଏବେ ବି ପାଖାପାଖି ୫୦ ପୂର୍ବତନ ଏମ୍‌ପି ସରକାରୀ ବଙ୍ଗଳା…

ରାୟ ପୂର୍ବରୁ ଅଯୋଧ୍ୟାରେ ବଢ଼ିଲା ସୁରକ୍ଷା

ଅଯୋଧ୍ୟା,୭ା୧୦(ଆଇଏଏନ୍‌ଏସ୍‌): ଏବେ ପାର୍ବଣ ଋତୁ ଚାଲିଥିବାବେଳେ ଆଗକୁ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ…

ବିଜେପୁର ଉପନିର୍ବାଚନ: ଦଳ ଛାଡ଼ିବାର କୌଣସି ଯୋଜନା ନାହିଁ: ଅଶୋକ

ଭୁବନେଶ୍ୱର,୭ା୧୦:(ବ୍ୟୁରୋ): ୨୦୧୮ ବିଜେପୁର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିବା ନେଇ ବିଭିନ୍ନ ମହଲରେ ଯେଉଁ ଆଲୋଚନା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି…

ନାବାଳିକାଙ୍କୁ ଅପହରଣ ଉଦ୍ୟମ, ଯୁବକ ଗିରଫ

ଭୁବନେଶ୍ୱର,୭ା୧୦:(ବ୍ୟୁରୋ): ନୟାପଲ୍ଲୀ ଥାନାଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରାଯାଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଶ୍ରୀରାମନଗରରେ ରହୁଥିବା କନ୍ଧମାଳ ଜିଲାର ସିଦ୍ଧାର୍ଥ କୁମାର ପ୍ରଧାନ(୨୫)ଙ୍କୁ ଗିରଫ…

କଶ୍ମୀରରେ ପ୍ରାୟ ୩୦୦ ଆତଙ୍କବାଦୀ

ଶ୍ରୀନଗର,୭ା୧୦: ଜମ୍ମୁ-କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଶୀତଋତୁ ପୂର୍ବରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ପାକିସ୍ତାନ ଉଦ୍ୟମ ଚଳାଇଛି। ଏଥିପାଇଁ ପାକ୍‌ ସେନା ଅସ୍ତ୍ରବିରତି…

ଆମ୍ବୁଲାନ୍ସରୁ ତେଲ ସରିବା ଘଟଣା: ସ୍ବାସ୍ଥ୍ୟ ବିଭାଗକୁ ଭାଜପାର କଡ଼ା ସମାଲୋଚନା

ଭୁବନେଶ୍ୱର,୭ା୧୦:(ବ୍ୟୁରୋ) ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭାଗର ଖାମଖିଆଲି ନୀତି ଯୋଗୁ ରୋଗୀସେବା ଅନେକ ସ୍ଥାନରେ ବାଧାପ୍ରାପ୍ତ ହେଉଛି ା ମେଡିକାଲରେ ଡାକ୍ତର ଅଭାବ, ଆବଶ୍ୟକ…

୧୪ରୁ ଆରମ୍ଭ ହେବ ବଜେଟ ପ୍ରକ୍ରିୟା

ନୂଆଦିଲ୍ଲୀ,୭-୧୦:ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ବଜେଟ ପ୍ରକ୍ରିୟା ଚଳିତ ମାସ ୧୪ରୁ ଆରମ୍ଭ ହେବ। ସରକାରଙ୍କ ରାଜସ୍ବରେ ହ୍ରାସ, ୬ ବର୍ଷର ସର୍ବନିମ୍ନ ସ୍ତରକୁ…

ଅବ୍‌ଦୁଲ୍ଲାଙ୍କୁ ଭେଟିଲେ ଏନ୍‌ସି ନେତା

ଶ୍ରୀନଗର,୭ା୧୦(ପି.ଟି.): ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଏବଂ ଓମାର ଅବ୍‌ଦୁଲ୍ଲାଙ୍କୁ ରବିବାର ତାଙ୍କ ଦଳର ନେତାମାନେ…

ସୋସିଆଲ ମିଡିଆରେ ଆନନ୍ଦବଜାର ଫଟୋ ଭାଇରାଲ

ପୁରୀ ଅଫିସ,୭ା୧୦ : ସୋସିଆଲ ମିଡିଆରେ ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ। ଆନନ୍ଦବଜାର ପରିସରରେ ମହାପ୍ରାସଦ ସେବନ କରୁଥିବା କେଜେଜଣ ଭକ୍ତଙ୍କ ଫଟୋ ସୋସିଆଲ ମିଡିଆରେ…