ସ୍କୁଟିକୁ ଧକ୍କା ଦେଲା ବସ୍‌, ୨ ମୃତ: ଘଟଣାସ୍ଥଳରେ ଉତ୍ତେଜନା

ତିହିଡି଼,୨୨।୧୧(ସଞ୍ଜିତ ବଳ):ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ସିନ୍ଦୋଳ ଠାରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ଯାତ୍ରୀବାହୀ ବସ୍‌…

ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ: ଏଣିକି ନାଇଟ୍‌ ଶିଫ୍ଟ କରିବେ ମହିଳା, ମିଳିବ ଦୁଇଗୁଣ ଦରମା

ନୂଆଦିଲ୍ଲୀ,୨୨ା୧୧: ମୋଦି ସରକାର ଶ୍ରମ ଆଇନ ସଂସ୍କାରରେ ସବୁଠାରୁ ବଡ଼ ପଦକ୍ଷେପ ନେଇଛନ୍ତି। ୨୯ଟି ପୁରୁଣା ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି। ନଭେମ୍ବର ୨୧ରେ ଦେଶବ୍ୟାପୀ ଚାରୋଟି…

କିଏ ହ୍ୟୁମାନଙ୍କ ପାଇଁ ଉଠାଇଥିବା ସ୍ବରକୁ ଚାପୁଛି: ସାଂଘାତିକି କଥା କହିଲେ ଲିଜା, ଜୀବନ ପ୍ରତି…

ଭୁବନେଶ୍ୱର,୨୨।୧୧: ହ୍ୟୁମାନ ସାଗରଙ୍କ ସହ କାମ କରୁଥିଲା ଲିଜା ଦାସ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି, ହ୍ୟୁମାନ…

ଯୁଦ୍ଧ ବିମାନ ଉଡାଉଥିବା ପାଇଲଟଙ୍କୁ କେତେ ମିଳେ ଦରମା?

ନୂଆଦିଲ୍ଲୀ,୨୨।୧୧: ଶୁକ୍ରବାର ଦୁବାଇ ଏୟାରଶୋ ସମୟରେ ଭାରତୀୟ ବାୟୁସେନାର ସ୍ବଦେଶୀ ତେଜସ (LCA) ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଃଖଦ ଖବର ଦେଶକୁ ଚକିତ କରିଦେଇଛି। ୱିଙ୍ଗ…

ବିନା ରନ୍‌ କରି ସେମିଫାଇନାଲ ଜିତିଲା ବାଂଲାଦେଶ: ଜାଣନ୍ତୁ ଭାରତକୁ କେମିତି ହରାଇଲା

ଦୋହା,୨୨।୧୧:ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ରେ ଭାରତ ଏର ଯାତ୍ରା ଶେଷ ହୋଇଛି। ବାଂଲାଦେଶ ଏ ବିପକ୍ଷରେ ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ଏ ସୁପର…

ବଡ଼ ଖବର: ଆଜି ୫ଘଣ୍ଟା ଚାଲିବନି ଟ୍ରେନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୧୧: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ…

ସାଇକେଲ ଚାଳକଙ୍କ ଦେଶୀ କୌଶଳ ଲୋକଙ୍କୁ କରୁଛି ଆକର୍ଷିତ, ମୁଣ୍ଡରେ ସାମଗ୍ରୀ ରଖି…

ଯେକୌଣସି କାର୍ଯ୍ୟରେ ସିଦ୍ଧତା ହାସଲ କରିବାକୁ ବହୁତ ସମୟ ଲାଗେ। କିଛି ଲୋକ ଏହି କୌଶଳ ଶୀଘ୍ର ବି ଶିଖିଯାନ୍ତି। ଏମିତି ଏକ ଭିଡିଓ ଆଜିକାଲି ସୋସିଆଲ…

ଏକତା ପଦଯାତ୍ରାରେ ବାହାରିଲେ ଧର୍ମେନ୍ଦ୍ର ପ୍ରଧାନ: ପ୍ରବଳ ଜନସମାଗମ

ଧାମନଗର,୨୨/୧୧(ଦେବେନ୍ଦ୍ର ଆନ୍ଦିଆ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସକାଳେ ୧୬ ନଂ ଜାତୀୟ ରାଜପଥର ଧାମନଗର ଛକଠାରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ…

Miss Universe 2025: ସୁସ୍ମିତା ସେନଙ୍କୁ ମିଳୁଥିଲା ଏତେକୋଟି ଦରମା? ଆପାର୍ଟମେଣ୍ଟ ସାଙ୍ଗକୁ ସ୍ପୋର୍ଟସ କାର

ଥାଇଲ୍ୟାଣ୍ଡରେ ବର୍ତ୍ତମାନ ଚାଲିଥିବା ମିସ ୟୁନିଭର୍ସ ପ୍ରତିଯୋଗିତାର ବିଜେତାଙ୍କୁ ଚୟନ କରାଯାଇଛି। ମେକ୍ସିକୋର ଫାତିମା ବୋଶ ଏହି ଟାଇଟଲ ଜିତିଛନ୍ତି। ଭାରତର ପ୍ରତିନିଧି ମନିକା ବିଶ୍ୱକର୍ମା ଶେଷ…