ନୂଆଦିଲ୍ଲୀ, ୨୭ା୧୦ (ପି.ଟି.)-ଏସିଆନ ଫୁଟ୍ବଲ କନଫେଡେରେଶନ (ଏଏଫ୍ସି) ଶନିବାର ବିଧିବଦ୍ଧ ଭାବେ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)କୁ ଦେଶର ଶ୍ରେଷ୍ଠ ଫୁଟ୍ବଲ ଲିଗ୍ର ମାନ୍ୟତା ପ୍ରଦାନ କରିଛି।…
ବାଲୁଗାଁ,୨୭।୧୦(ଡି.ଏନ.ଏ.): ବଡ଼ଭାଇଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ମ୍ରିୟମାଣ ହୋଇଗଲେ ସାନଭାଇ। ଭାଇଙ୍କ ମୃତଦେହ ଦେଖି ଚେତା ହରାଇଲେ ସେ। ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଲା…
କାମାକ୍ଷାନଗର, ୨୭।୧୦(ଡି.ଏନ.ଏ.) - ପ୍ରଧାନ ଶିକ୍ଷକ ବିଦ୍ୟାଳୟର ମୁରବି। ତାଙ୍କୁ ଅନୁକରଣ କରି ସହକାରୀ ଶିକ୍ଷକମାନେ କାର୍ଯ୍ୟ କରନ୍ତି। ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଶୈଳୀ ଏବଂ ବ୍ୟବହାର ପରିମାର୍ଜିତ…
କଟକ ଅଫିସ, ୨୭ା୧୦: ରାଜ୍ୟର କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲାକୁ ବାଦ୍ ଦେଲେ ବାକି ୨୩ଟି ଜିଲାରୁ ଏସ୍ସିବି ମେଡିକାଲକୁ…
ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ଅକ୍ଟୋବର ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଲଘୁଚାପ ବର୍ଷା ଯୋଗୁ ବିଭିନ୍ନ ଜିଲାରେ ବ୍ୟାପକ ଫସଲହାନି ହୋଇଛି। ବିଲରେ ଆଣ୍ଠୁଏ ଲେଖାଏ ପାଣି…
(ଦିନେଶ ଦେହୁରୀ) ବନ୍ତଳା,୨୭।୧୦ - ଅନୁଗୋଳ ଶିକ୍ଷା ଜିଲାରେ ଶିକ୍ଷା ବିଭାଗର ଅଜବ ନୀତି ପ୍ରତିଭା ବିକାଶରେ ଅନ୍ତରାୟ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଗଣ ଶିକ୍ଷାମନ୍ତ୍ରୀ…
ଅନୁଗୋଳ ଅଫିସ, ୨୭ା୧୦ - ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥଗୁଡିକର ବିଭିନ୍ନ ସ୍ଥାନରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ରହିଛି। ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ…
ଆସିକା,୨୭ା୧୦(ଡି.ଏନ୍.ଏ.)-ଆସିକା ସମବାୟ ଚିନିଶିଳ୍ପର ମଦ ପ୍ରସ୍ତୁତି ଲାଗି ରହିଥିବା ବଟଲିଂ ପ୍ଲାଣ୍ଟର ମହିଳା ଶ୍ରମିକମାନେ ଚିନିଶିଳ୍ପର ସଭାପତି ବିପିନୀ ବିହାରୀ ପାତ୍ରଙ୍କ ବିରୋଧରେ ଆସିକା ଥାନାରେ ଅଭିଯୋଗ…
ଦିଗପହଣ୍ଡି,୨୭ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗାଁରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲ ଛାତରୁ ଜଣେ ୯ମ ଶ୍ରେଣୀ ଛାତ୍ରୀ ଶୁକ୍ରବାର ବିଳମ୍ବିତ ରାତିରେ ଡେଇଁ ପଡ଼ିଥିବା…
ହାତୀଓଟ,୨୭ା୧୦-ଗଞ୍ଜାମ ଜିଲା ପୋଲସରାସ୍ଥିତ ବଜାରସାହି ଛକରେ ଶନିବାର ରାତି ପ୍ରାୟ ୯ଟାରେ ସିରିଜ୍ ବୋମାମାଡ ହୋଇଛି। ଏକ ବିଦେଶୀ ମଦ ଦୋକାନ ଆଗରେ ଦୁର୍ବୃତ୍ତମାନେ ବାଇକରେ ଆସି…