ଭାରତ ଗସ୍ତ: ବାଂଲାଦେଶ ଟି୨୦, ଟେଷ୍ଟ ଦଳ ଘୋଷିତ

ଢାକା, ୩୦।୧୦(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ମଙ୍ଗଳବାର ବାଂଲାଦେଶ ଟି୨୦ ଓ ଟେଷ୍ଟ ଦଳ ଘୋଷିତ ହୋଇଛି। ମହମୁଦୁଲ୍ଲା ରିୟାଦ ଓ ମୋମିନୁଲ ହକ୍‌ ଯଥାକ୍ରମେ…

ଦିଶା ବୈଠକ ଅନୁଷ୍ଠିତ: ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଚଢ଼ାଉ କରିବେ ଅଧିକାରୀ

ନୟାଗଡ଼ ଅଫିସ,୩୦।୧୦-ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ସୃଜନଠାରେ ମଙ୍ଗଳବାର ଦିଶା (ଡିଷ୍ଟ୍ରିକ୍ଟ ଡେଭ୍‌ଲପ୍‌ମେଣ୍ଟ କୋ ଅର୍ଡ଼ିନେଶନ୍‌ ଆଣ୍ଡ ମନିଟରିଂ କମିଟି) ବୈଠକ ଅନୁଷ୍ଠିତ ହୋଇଯାଇଛି।…

ପଥରଦ୍ୱାର ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା

ଖଣ୍ଡପଡା,୩୦।୧୦(ସ୍ବ.ପ୍ର.)-ଖଣ୍ଡପଡା ବ୍ଲ୍ଳକ ଅନ୍ତର୍ଗତ ପଥରଦ୍ୱାର ଗ୍ରାମ ମା’ ପୂର୍ଣ୍ଣବାସୀଙ୍କ ପୀଠରେ ମଙ୍ଗଳବାର ପାରମ୍ପରିକ ରୀତିରେ ଗିରିଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଛି ା ମା’ ପୂର୍ଣ୍ଣବାସୀ ଯୁବ କ୍ଲବ…

ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଯାଜପୁର ଟାଉନ,୩୦-୧୦(ଡି.ଏନ୍‌.ଏ.)- ଜିଲା ପ୍ରଶାସନର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ…

ମରାମତି ଅପେକ୍ଷାରେ ଖଣ୍ଡିତର-ରାଜଘାଟ ନଦୀବନ୍ଧ:୭.୮୬ କୋଟି ଟଙ୍କା ବ୍ୟୟବରାଦ

ରସୁଲପୁର,୩୦-୧୦(ଡିଏନଏ)- ରସୁଲପୁର ବ୍ଲକ ଖଣ୍ଡିତର ଓ ଯାଜପୁର ବ୍ଲକ ଅଧୀନ ରାଜଘାଟ ଖରସ୍ରୋତା ନଦୀର ଡାହାଣପାର୍ଶ୍ୱ ୧୫-ବି ବନ୍ଧ ମରାମତି, ପ୍ରଶସ୍ତୀକରଣ, ଆବଶ୍ୟକ ସ୍ଥଳେ ଜନବସତିକୁ ଗଡା…

କ୍ଷତିପୂରଣ ଦାବିରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୩୦-୧୦(ଡି.ଏନ୍‌.ଏ.)- ଗତ ସପ୍ତାହରେ ୩ଦିନ ଧରି ଲଗାଣ ବର୍ଷା ଯୋଗୁ ବଡ଼ଚଣା ବ୍ଲକର ବହୁ ଅଞ୍ଚଳରେ ବ୍ୟାପକ ଫସଲ ହାନୀ ହୋଇଛି। ପ୍ରଶାସନ ପକ୍ଷରୁ ଅଦ୍ୟାବଧି କ୍ଷୟକ୍ଷତି…

କଳାବଜାରରେ ବିକ୍ରି ହେଉଛି ସାଧାରଣ ବଣ୍ଟନ ସାମଗ୍ରୀ: କୋଠ ଘରୁ ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନରେ ସରକାରଙ୍କ ୫-ଟି ପ୍ରୟୋଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଭୂତ ଚାଉଳ କାର୍ଡ ହାତେଇବାରେ ଠାରୁ…

ଚୋରାରେ ପିଗ୍‌ ଆଇରନ କିଣି ଗିରଫ ହେଲେ ଶିଳ୍ପପତି

ଯାଜପୁର ଅଫିସ, ୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାରୁ ଛତିଶଗଡ଼ ଯାଉଥିବା ପିଗ୍‌ ଆଇରନକୁ ଚୋରାରେ କିଣି ରାରକେଲାର ଜଣେ ଶିଳ୍ପପତି ଯାଜପୁର ପୋଲିସ…

ଜିଏସ୍‌ଟି ପରିସରକୁ ଶୀଘ୍ର ଆସିପାରେ ଗ୍ୟାସ,ଏଟିଏଫ୍‌

ନୂଆଦିଲ୍ଲୀ,୩୦-୧୦: ପ୍ରାକୃତିକ ବାଷ୍ପ, ବିମାନ ଇନ୍ଧନ ବା ଆଭିଏଶନ ଟର୍ବାଇନ ଫୁଏଲ(ଏଟିଏଫ୍‌) ଶୀଘ୍ର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିସରକୁ ଆସିବା ନେଇ ସମ୍ଭାବନା ରହିଛି। ସରକାର…

ବ୍ରାହ୍ମଣୀ ରିଭର ପେଲେଟ୍‌ସ ଲିମିଟେଡ: ସ୍ଥାନୀୟ ନିଯୁକ୍ତି ବୃଦ୍ଧି ଉପରେ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ କାରଖାନା ବୃଦ୍ଧି ଓ ସମ୍ପ୍ରସାରଣ ହେଉଛି। ମାତ୍ର ନିଯୁକ୍ତି ସୁଯୋଗ ସୃଷ୍ଟି ଅପରିବର୍ତ୍ତିତ ରହିଛି। ଏହିକ୍ରମରେ ବ୍ରାହ୍ମଣୀ…