ନାବାଳିକା ଅପହରଣ, ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ବର୍ଷ ସଶ୍ରମ ଜେଲ୍‌

ଫୁଲବାଣୀ ଅଫିସ,୧୬ା୧୨-ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ସୋମବାର ଫୁଲବାଣୀ ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ…

ଅଟୋ ଓଲଟି ୭ ଆହତ, ଜଣେ ଗୁରୁତର

ବୁଗୁଡ଼ା,୧୬ା୧୨(ଡି.ଏନ.ଏ.)-ବୁଗୁଡ଼ା ସହର ଚଢ଼ିଆପଲ୍ଲୀ ମୁଖ୍ୟରାସ୍ତାରେ ସୋମବାର ଏକ ଅଟୋ ଓଲଟି ପଡ଼ିବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ବଗୁଡ଼ା ଥାନା ତାକରଡ଼ା ଗ୍ରାମର…

ରାତି ହେଲେ ଏଟିଏମ୍‌ରେ ତାଲା

ଭଞ୍ଜନଗର,୧୬।୧୨(ଡି.ଏନ.ଏ)-ଭଞ୍ଜନଗର ସହରର କେତେକ ଏଟିଏମ୍‌ରେ ରାତି ୮ଟାରୁ ତାଲା ପକାଇ ଦିଆଯାଉଛି । ଏଟିଏମ୍‌ ସମ୍ମୁଖରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହଟାଇ ନିଆଯାଉଛି । କିଛି ଏଟିଏମ୍‌…

ଟେନିସ ବେଟିଂ: ଟପ୍‌ ୩୦ ମଧ୍ୟରୁ ଜଣେ ଖେଳାଳି ସମ୍ପୃକ୍ତ

ବର୍ଲିନ, ୧୬।୧୨ (ଏଏଫ୍‌ପି)- ଏଟିପି ମାନ୍ୟତାର ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇଥିବା ଜଣେ ଖେଳାଳିଙ୍କ ସମେତ ମୋଟ ୧୩୫ ଜଣ ଟେନିସ ଖେଳାଳି ଅନ୍ତର୍ଜାତୀୟ ବେଟିଂ…

ଭାରତରେ ବିପକ୍ଷରେ ଟେଷ୍ଟ ନ ଖେଳିବା ଦୁର୍ଭାଗ୍ୟଜନକ: ୟାସିର ଶାହ

କରାଚୀ, ୧୬ା୧୨ (ପି.ଟି.)-ଭାରତ ବିପକ୍ଷରେ ବିଶେଷ କରି ଏକ ଦିବାରାତ୍ର ଟେଷ୍ଟ ନ ଖେଳିବା ମୋ ପାଇଁ ଦୁର୍ଭାଗ୍ୟଜନକ ବୋଲି ପାକିସ୍ତାନ ଲେଗ୍‌ ସ୍ପିନର ୟାସିର ଶାହ…

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ପ୍ରାପ୍ୟ ମିଳିନି

ଲୋଇସିଂହା, ୧୬।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର କେତେକ ଜବକାର୍ଡଧାରୀ ଶ୍ରମିକ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଉକ୍ତ ଶ୍ରମିକ ପରିବାର…

ମେଡିକାଲ ବାରଣ୍ଡାରୁ ଶିଶୁ କନ୍ୟା ଉଦ୍ଧାର

ବାରିପଦା ଅଫିସ,୧୬ା୧୨- ମୟୂରଭଞ୍ଜ ଜିଲା ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରୁ ସୋମବାର ଅପରାହ୍ନରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଏହି ଶିଶୁ କନ୍ୟା ପ୍ରାୟ ୧୦…

ପାଣିରେ ବୁଡି ଶିଶୁ ମୃତ

ଖଇରା,୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମର ଅରୁଣ କୁମାର ଜେନାଙ୍କ ୨ବର୍ଷର ପୁଅ ଦିବ୍ୟାଂଶୁ ପୋଖରୀ ପାଣିରେ ବୁଡି ପ୍ରାଣ ହରାଇଛନ୍ତି।…

ଅର୍ଥ ହେରଫେର ଅଭିଯୋଗ: ୨ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ବାଲେଶ୍ୱର ଅଫିସ,୧୬।୧୨-ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆଗାଁ ପଞ୍ଚାୟତର ପୂର୍ବତନ ଓ ବର୍ତ୍ତମାନର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ…

ନିଜ ଭୁଲ ପାଇଁ ପଶ୍ଚାତାପ କଲେ ଅକ୍ଷୟ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ରବିବାର ଜାମିଆ ନଗର ଓ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା।…