ରାଞ୍ଚତ୍,୨୯ା୧୨(ଆଇଏଏନ୍ଏସ୍): ଝାଡ଼ଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ରବିବାର ଶପଥ ଗ୍ରହଣ କରିବେ। ଏହି ଅବସରରେ ବିରୋଧୀ ଦଳ ଶକ୍ତିପ୍ରଦର୍ଶନ କରିବା ପାଇଁ…
ମୁମ୍ବାଇ,୨୯ା୧୨(ପି.ଟି.): ଜଣାଶୁଣା ବର୍ଷୀୟାନ ବ୍ୟଙ୍କ ଚିତ୍ରକର ବିକାଶ ସାବ୍ନିସ୍ଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ବାଲ୍ ଠାକ୍ରେଙ୍କ…
କାନ୍ଦାହାର,୨୯ା୧୨(ଏଏଫ୍ପି): ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଏକ ସାମରିକ ଘାଟି ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୦ ଜଣ ସୈନ୍ୟ ନିହତ ହୋଇଛନ୍ତି। ତାଲିବାନମାନେ ସାଙ୍ଗିନ୍ ଜିଲାରେ…
ନୟାଗଡ଼ ଅଫିସ,୨୯।୧୨- ୫ ଦିନ ଧରି ସ୍ଥାନୀୟ ଖେଳପଡ଼ିଆରେ ଚାଲି ଆସୁଥିବା ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୯ର ଶନିବାର ଉଦ୍ଯାପିତ ହୋଇଛି। ଜିଲାପାଳ…
ଜଗତସିଂହପୁର ଅଫିସ,୨୯ା୧୨: ସମ୍ପ୍ରତ୍ତି ପାଠାଗାର ଆନ୍ଦୋଳନକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପଡିବ। କାରଣ ପାଠାଗାର ଗରିଷ୍ଠ ହେଲେ ବିଭେଦକାରୀ ଶକ୍ତିଗୁଡିକ ଦୁର୍ବଳ ହେବ। ଯେଉଁ ଦେଶର…
ନୂଆଦିଲ୍ଲୀ,୨୯ା୧୨(ଆଇଏଏନ୍ଏସ୍): ୨୦୦୮ ନଭେମ୍ବ ୨୬ରେ ପାକ୍ ଆତଙ୍କବାଦୀ ମୁମ୍ବାଇ ଉପରେ ଆକ୍ରମଣ କରିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକାଶ…
ପାରାଦୀପ,୨୯ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ୨୬ ସାଧାରଣ ତନ୍ତ୍ରଦିବସ ଉପଲକ୍ଷେ ହେବାକୁ ଥିବା ରାଜପଥ ପରେଡ ଓ ଗାର୍ଡ ଅଫ ହନର ପାଇଁ ଓଡ଼ିଶାରୁ ୧୧୧ଜଣ ଛାତ୍ରୀଛାତ୍ର ଦିଲ୍ଲୀ…
ଏରସମା,୨୯ା୧୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମିରେ ଏବେ ଶତାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା ପର୍ଯ୍ୟଟନ…
ନୂଆଦିଲ୍ଲୀ,୨୯ା୧୨(ପି.ଟି.): କିଛିଦିନ ହେଲା ଉତ୍ତର ଭାରତ ସମେତ ସାରା ଦେଶ ଶୀତରେ ଥରୁଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଘରୁ…
ନୂଆଦିଲ୍ଲୀ,୨୯ା୧୨: ସିକିମ୍ର ନାଥୁ ଲା ଠାରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା ୧୭୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି। ପାଖାପାଖି ୩୦୦ ଟ୍ୟାକ୍ସିରେ ଯାଇଥିବା…