ଅନୁଷ୍କାଙ୍କ ନାଁ ନେବାରୁ ରାଗିଲେ ବିରାଟ

ନୂଆଦିଲ୍ଲୀ,୧।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଅନେକ ବଡ ରେକର୍ଡ ରହିଛି। କୋହଲିଙ୍କ ବ୍ୟାଟିଂକୁ ଯେତେ ପ୍ରଶଂସା କରାଯାଏ, ଫ୍ଲପ୍‌ ହେଲେ ସେତିକି…

ମହାରାଷ୍ଟ୍ର ଭାଜପାରେ ଫାଟ ଆଶଙ୍କା: ପଙ୍କଜା ମୁଣ୍ଡେ ସୋସିଆଲ୍‌ ମିଡ଼ିଆରେ ଶକ୍ତି ପ୍ରଦର୍ଶନର ଦେଲେ ସଙ୍କେତ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ଭାଜପାରେ ଆଗାମୀ ଦିନରେ…

ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ବିଫଳ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୧।୧୨: ଭାରତରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କ ଏକ ଷଡ଼ଯନ୍ତ୍ର ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ସୋପୋରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୩୨…

ଲକ୍‌ଜ୍ୟୁରିୟସ୍‌ ଭାସମାନ ମାନସନ୍‌

ଧନୀ ବ୍ୟକ୍ତିମାନେ ବିଳାସମୟ ୟଟ୍‌ରେ ଛୁଟି କାଟିବାକୁ ବହୁତ ଭଲ ପାଆନ୍ତି। ତେବେ ୟଟ୍‌ଟି ଯଦି ବିଳାସମୟ ଘର ଭଳି ହୋଇଥିବ ମଜା ଆହୁରି ବଢିଯିବ। ସେମିତି…

ଭ୍ରୁଲତା ଥିବା କୁକୁର

ରୁଷିଆର ବ୍ରତ୍‌ସ୍କର ଗଳିରେ ଏକ ୧୦ ଦିନିଆ କୁକୁର ଛୁଆ ବୁଲୁଥାଏ। ଧଳାରଙ୍ଗର ଏହି କୁକୁର ଛୁଆଟିର ଥିଲା ଭ୍ରୁଲତା। ଓକ୍ସାନା ନାମ୍ନୀ ଜଣେ ମହିଳା କୁକୁର…

ଚଢ଼େଇଙ୍କ ପାଇଁ ବହୁତଳ ପ୍ରାସାଦ

ମଣିଷ ନିଜ ପାଇଁ ନିର୍ମାଣ କରିଛି ଅନେକ ବହୁତଳ ପ୍ରାସାଦ। କାଟୁଛି ବିଳାସମୟ ଜୀବନ। କିଛି ପ୍ରାଣୀ ବି ନିଜ ପାଇଁ ଛୋଟିଆ ଆବାସଟିଏ ତିଆରି କରିଥାଏ।…

ପ୍ରେମ ପାଇଁ ରକ୍ତପାନ

ଜର୍ମାନୀର ୩୨ ବର୍ଷୀୟ ଅଲବର୍ଟୋ, ଗର୍ଲଫ୍ରେଣ୍ଡ ଇଲାରିଆଙ୍କୁ ଫେସ୍‌ବୁକ୍‌ରୁ ସେବେ ଜାଣିବାକୁ ପାଇଥିଲେ ଯେବେ ସେ ତାଙ୍କ ସର୍କସ ପାଇଁ ଜଣେ ସହଯୋଗୀ ଆବଶ୍ୟକ ବୋଲି ବିଜ୍ଞାପନ…

ସୁନ୍ଦରୀ ଝିଅ! ନା ବାବା ନା

କିଏ ଭୂତକୁ ଡରେ ତ କିଏ ଅନ୍ଧାରକୁ ଡରେ। କିଏ ଗାଡ଼ି ଦୁର୍ଘଟଣାକୁ ଡରେ ତ କିଏ ପୁଣି ସରକାରଙ୍କୁ ଡରେ। ମାତ୍ର ସୁନ୍ଦରୀ ମହିଳାଟିଏ ଦେଖିଲେ…

ସର୍ବାଧିକ ହୀରା ଖଚିତ ମୁଦି: ରହିଛି ୭,୭୭୭ଟି ହୀରା

ରତ୍ନପଥର ମଧ୍ୟରେ ହୀରା ଏକ ବହୁମୂଲ୍ୟ ପଥର। ହୀରାଖଚିତ ଗହଣାର ବଜାର ଚାହିଦା ମଧ୍ୟ ବେଶ୍‌ ଅଧିକ। ତେବେ ପୃଥିବୀର ସବୁଠାରୁ ଅଧିକ ହୀରାଖଚିତ ମୁଦି ଭାବେ…

ଜନ୍ମ ମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ

* ଜାନୁୟାରୀ: ଏହି ବ୍ୟକ୍ତିମାନେ ଜନ୍ମଜାତ ନେତା ଥା’ନ୍ତି। ଏମାନେ ସ୍ବାଧୀନ ଚିନ୍ତାଧାରା ତଥା ସୃଜନଶୀଳ ବ୍ୟକ୍ତିସମ୍ପନ୍ନ ହୋଇଥାନ୍ତି। * ଫେବୃୟାରୀ: ଏହି ବ୍ୟକ୍ତିମାନେ ବୁଦ୍ଧିମାନ ତଥା…