ହାଣ୍ଡି ପନିର

ଆବଶ୍ୟକ ସାମଗ୍ରୀ: ପନିର ୨୦୦ଗ୍ରାମ୍‌, ଘଷା ହୋଇଥିବା ଅଦା ଅଳ୍ପ, ହଳଦୀ ଅଧା ଚାମଚ, ଲାଲ୍‌ ଲଙ୍କାଗୁଣ୍ଡ ଅଧାଚାମଚ, ଗରମ ମସଲା ଅଧା ଛୋଟ ଚାମଚ, ଟମାଟୋ…

ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଲେ ମାୟାବତୀ

ଲକ୍ଷ୍ନୌ,୨୮।୧: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ମଙ୍ଗଳବାର ପାକିସ୍ତାନର ମୂଳ ବାସିନ୍ଦା ଗାୟକ ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମାୟାବତୀ କହିଛନ୍ତି ଯଦି…

ଦେଶରେ ହିଂସା ସୃଷ୍ଟି କରୁଛନ୍ତି ମୋଦି ସରକାର: ରାହୁଲ

ଜୟପୁର,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ରାହୁଲ ଗାନ୍ଧୀ। ସେ ରାଜସ୍ଥାନ ଜୟପୁରରେ ଯୁବ ଆକ୍ରୋଶ ରାଲିରେ ଯୋଗଦେଇ…

ସଡ଼କରେ ସୁରକ୍ଷିତ ଲ୍ୟାଣ୍ଡ କଲା ବିମାନ

ତେହେରାନ,୨୮।୧: ଇରାନର ବନ୍ଦର-ଏ-ମହସହରର ରାସ୍ତା ଉପରେ ସୋମବାର ଏକ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବା ଜଣାପଡିଛି। ହେଲେ ଏହି ବିମାନଟି ଲ୍ୟାଣ୍ଡ କରିବା ପରେ ଆଖପାଖରେ…

କରୋନା ଭୂତାଣୁ ପାଇଁ ଆତଙ୍କିତ ହେବାର ନାହିଁ, ସରକାର ଅଛନ୍ତି ପ୍ରସ୍ତୁତ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): କରୋନା ଭୂତାଣୁର ମୁକାବିଲା ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର। ତେଣୁ ଏନେଇ ଆତଙ୍କିତ ହେବାର ନାହିଁ ବୋଲି ମଙ୍ଗଳବାର ସବୁ ଜିଲାର ସିଡିଏମଓଙ୍କ…

ବିଜେଡି ସଂସଦୀୟ ଦଳର ବୈଠକ ଶେଷ; ଏନ୍‌ପିଆର, ମହାନଦୀ, ପୋଲାଭରମ ପ୍ରସଙ୍ଗ ଉଠାଇବ ଦଳ: ପିନାକୀ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ବିଜେଡିର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ…

ପାକିସ୍ତାନକୁ ଯୁଦ୍ଧରେ ହରାଇବାକୁ ୧୦ ଦିନ ବି ଲାଗିବନି: ମୋଦି

ନୂଆଦିଲ୍ଲୀ,୨୮।୧: ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ୩ ଥର ପରାଜିତ ହୋଇଛି। ଏବେ ଯୁଦ୍ଧ ହେଲେ ପାକିସ୍ତାନକୁ ହରାଇବାକୁ ୧୦ ଦିନ ସମୟ ବି ଲାଗିବନି ବୋଲି ପ୍ରଧାନମନ୍ତ୍ରୀ…

ମସଲାକୁ କିପରି ରଖିବେ ସତେଜ

ଭାରତୀୟ ଖାଦ୍ୟରେ ମସଲାର ମହତ୍ତ୍ୱ ରହିଛି। ଏକା ସଙ୍ଗେ ସବୁ ମସଲା ଯଦି ଖୋଲା ରହେ ତାହା ଖରାପ୍‌ ହେବାର ଆଶଙ୍କା ରହିଛି। ଏଥିଲାଗି କିଛି ଟିପ୍ସ…

ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ସ୍ପଷ୍ଟ ହେବା ପରେ ଆତଙ୍କ ଖେଳିଯାଇଛି। ମଙ୍ଗଳବାର ସେଠାରେ କୁକୁଡ଼ା…

ରାଜସ୍ଥାନ ଖେଳାଳି ବିନୀତ ସାକ୍ସେନାଙ୍କ ଅବସର

ଜୟପୁର,୨୮।୧(ପି.ଟି.)- ରଣଜୀ ଟ୍ରଫିର ୨୦୧୧-୧୨ ସଂସ୍କରଣରେ ମାରାଥନ ଦ୍ୱିଶତକୀୟ ଇନିଂସ ଖେଳି ରାଜସ୍ଥାନକୁ ଚାମ୍ପିୟନ କରାଇଥିବା କ୍ରିକେଟର ବିନୀତ ସାକ୍ସେନା ସୋମବାର ଅବସର ଘୋଷଣା କରିଛନ୍ତି। ୩୯…