ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଢୁଛି ଦୁର୍ନୀତି: ସ୍ବଚ୍ଛଳଙ୍କୁ ମିଳୁଛି, ଗୃହହୀନଙ୍କୁ ନାହିଁ

ଖୋର୍ଦ୍ଧା ଅଫିସ,୨୯ା୧୨: ଖୋର୍ଦ୍ଧା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି। ବେଗୁନିଆ ବ୍ଲକର ଗଡମାଣତୀର, ପୋଡାଡିହ ପଞ୍ଚାୟତରେ ଆବାସ ଦୁର୍ନୀତି ପର୍ଦ୍ଦାଫାଶ ହେବା ପରେ…

ରବିନା ଟଣ୍ଡନଙ୍କ ବିରୋଧରେ ମାମଲା

ବିଡ୍‌ (ମହାରାଷ୍ଟ୍ର),୨୯ା୧୨: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଫାରା ଖାନ୍‌ ଏବଂ ହାସ୍ୟାଭିନେତା ଭାରତୀ ସିଂଙ୍କ ବିରୋଧରେ ଶନିବାର ମହାରାଷ୍ଟ୍ରର ବିଡ୍‌ରେ ମାମଲା ରୁଜୁ…

କଶ୍ମୀର ଆଇଜିପି ହେଲେ ବିଜୟ କୁମାର

ଶ୍ରୀନଗର,୨୯ା୧୨(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ନୂଆ ପୋଲିସ ଆଇଜି ଭାବେ କେ. ବିଜୟ କୁମାର ନିଯୁକ୍ତ ହୋଇଛନ୍ତି। ୧୯୯୭ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ଏସ.ପି. ପାଣିଙ୍କ…

ଭାଜପା ଆଇଟି ସେଲ୍‌ ମୁଖ୍ୟଙ୍କୁ ଏଡିଟର୍ସ ଗିଲ୍ଡର ସମାଲୋଚନା

ନୂଆଦିଲ୍ଲୀ,୨୯ା୧୨(ପି.ଟି.): ଖବରଦାତା ରାଜଦୀପ୍‌ ସାରଦେଶାଇଙ୍କ ବିରୋଧରେ ଅନ୍‌ଲାଇନ ମତାମତ ସଂଗ୍ରହ କରୁଥିବା ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟଙ୍କୁ ଏଡିଟର୍ସ ଗିଲ୍ଡ ପକ୍ଷରୁ ସମାଲୋଚନା କରାଯାଇଛି।…

ଭାଜପାକୁ ୟଶ୍‌ଓ୍ବନ୍ତ ସିହ୍ନାଙ୍କ ସମାଲୋଚନା: ଦୁର୍ଯ୍ୟୋଧନ, ଦୁଃଶାସନଙ୍କୁ ସାବଧାନ

ନୂଆଦିଲ୍ଲୀ,୨୯ା୧୨(ପି.ଟି.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍‌ଓ୍ବନ୍ତ ସିହ୍ନା ଶନିବାର ଭାଜପା ଉପରେ ବର୍ଷିଛନ୍ତି। ଦେଶବ୍ୟାପୀ ସିଏଏ ବିରୋଧୀ ବିକ୍ଷୋଭ ଜାରି ରହିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ‘ଟୁକ୍‌ଡ଼େ ଟୁକ୍‌ଡ଼େ’…

‘ଶାନ୍ତିପୂର୍ଣ୍ଣ ପ୍ରତିବାଦ ସମସ୍ତଙ୍କ ଅଧିକାର’

ନୂଆଦିଲ୍ଲୀ,୨୯ା୧୨(ପି.ଟି.): ସିଏଏକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ ଗଣତନ୍ତ୍ରରେ ପ୍ରତିବାଦ କରିବା ଅଧିକାର ସମସ୍ତଙ୍କର ରହିଛି ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ତେବେ…

ସେନାଧ୍ୟକ୍ଷଙ୍କୁ ଚିଦାମ୍ବରମଙ୍କ ପରାମର୍ଶ: ନିଜ କାମରେ ସୀମିତ ରୁହ

ଥିରୁଭାନନ୍ତପୁରମ୍‌,୨୯ା୧୨: ସେନାଧ୍ୟକ୍ଷ ଜେନେରାଲ ବିପିନ୍‌ ରାଓ୍ବତ୍‌ ନିଜ କାମ ଭିତରେ ସୀମିତ ରୁହନ୍ତୁ, ରାଜନେତାଙ୍କୁ ଶିକ୍ଷାଦେବା ବନ୍ଦକରନ୍ତୁ ବୋଲି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍‌ ଶନିବାର…

ଶପଥ ନେବେ ହେମନ୍ତ ସୋରେନ

ରାଞ୍ଚତ୍,୨୯ା୧୨(ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ ରବିବାର ଶପଥ ଗ୍ରହଣ କରିବେ। ଏହି ଅବସରରେ ବିରୋଧୀ ଦଳ ଶକ୍ତିପ୍ରଦର୍ଶନ କରିବା ପାଇଁ…

ବ୍ୟଙ୍ଗ ଚିତ୍ରକର ବିକାଶ ସାବ୍‌ନିସଙ୍କ ଦେହାନ୍ତ

ମୁମ୍ବାଇ,୨୯ା୧୨(ପି.ଟି.): ଜଣାଶୁଣା ବର୍ଷୀୟାନ ବ୍ୟଙ୍କ ଚିତ୍ରକର ବିକାଶ ସାବ୍‌ନିସ୍‌ଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ବାଲ୍‌ ଠାକ୍‌ରେଙ୍କ…

ତାଲିବାନ ଆକ୍ରମଣରେ ୧୦ ଆଫଗାନ ସୈନ୍ୟ ନିହତ

କାନ୍ଦାହାର,୨୯ା୧୨(ଏଏଫ୍‌ପି): ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଏକ ସାମରିକ ଘାଟି ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୦ ଜଣ ସୈନ୍ୟ ନିହତ ହୋଇଛନ୍ତି। ତାଲିବାନମାନେ ସାଙ୍ଗିନ୍‌ ଜିଲାରେ…