ଦେଶରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ଦ୍ୱାରା ଖୋଜାଯିବ କୋଇଲା ଓ ଖଣିଜ ଭଣ୍ଡାର

ରାଞ୍ଚି,୫।୨: ଭୂଗର୍ଭରେ ଥିବା କୋଇଲା ଏବଂ ଅନ୍ୟ ଖଣିଜ ଭଣ୍ଡାର ସମ୍ପର୍କରେ ତଥ୍ୟ ଏବେ ଡ୍ରୋନ୍‌ ଦ୍ୱାରା ସଂଗ୍ରହ କରାଯିବ। ଦେଶରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର…

ଶ୍ରେୟାସଙ୍କ ଶତକ

ହାମିଲଟନ, ୫।୨- ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର…

ଲୋକଙ୍କ ସୁଖଦୁଃଖ ବୁଝୁଥିବା ଜଣେ କ’ଣ ହୋଇପାରେ ଆତଙ୍କବାଦୀ: କେଜରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି କହିଥିବା ଭାଜପା ନେତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଝିଅ ହର୍ଷିତା। ସେ ପ୍ରଶ୍ନ…

ଦାରିଙ୍ଗବାଡିରେ ପ୍ରବଳ ବର୍ଷା ସହ ଶୀତ ଅନୁଭୂତ

ଦାରିଙ୍ଗବାଡି,୫।୨(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବୁଧବାର ସକାଳଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବର୍ଷା ଯୋଗୁ…

ଦିବ୍ୟାଙ୍ଗ ପାଦରେ ଆଙ୍କିଲେ ବିଗ୍‌ ବି ଅମିତାଭଙ୍କ ପେଣ୍ଟିଂ: କେବିସିର ସିଜିନ୍‌-୧୨ରେ ହେବେ ଅତିଥି

ମୁମ୍ବାଇ: ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଦିବ୍ୟାଙ୍ଗ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପେଣ୍ଟିଂ ପାଦରେ ଆଙ୍କିଛନ୍ତି। ଖବର ବିଗ୍‌ ବିଙ୍କ ପାଖରେ ପହଞ୍ଚିବା ପରେ ସେ ଦିବ୍ୟାଙ୍ଗ…

ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି: ଝାରସୁଗୁଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଝାରସୁଗୁଡା ଅଫିସ,୫।୨- ଦୀର୍ଘ ଦିନ ହେବ ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ହୋଇ ଆସୁଛି। ଏହି ଦାବି ନେଇ ସମଗ୍ର…

ପଶ୍ଚିମ ଓଡ଼ିଶା ବନ୍ଦ: ବରଗଡରେ ବନ୍ଦର ପ୍ରଭାବ

ବରଗଡ଼ ଅଫିସ,୫।୨- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ଚାଲିଥିବା ପଶ୍ଚିମ ଓ ବନ୍ଦ ଡାକରାକୁ ବରଗଡ଼ରେ ସମର୍ଥନ ମିଳିଛି। ଜିଲାର ଦୋକାନ,…

ବର୍ଷାରେ ଭିଜୁଛି ଶହ ଶହ ଧାନ ବସ୍ତା

ବୌଦ୍ଧ,୫।୨(ସ୍ବ.ପ୍ର.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଖଟଖଟିଆ ଧାନ ମଣ୍ଡିରେ ଦୀର୍ଘ ୬ ଦିନ ହେଲା ୨୦ରୁ ୨୫ ଚାଷୀ ଟୋକନ ପାଇ ଧାନ ବିକ୍ରି କରିବାକୁ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଭାରତର ପ୍ରଥମେ ବ୍ୟାଟିଂ; କୋହଲି, ଶ୍ରେୟସଙ୍କ ଅର୍ଦ୍ଧଶତକ

ହାମିଲଟନ,୫।୨: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବୁଧବାର ହାମିଲଟନର ସେଡନ ପାର୍କରେ ଆରମ୍ଭ ହୋଇଛି। ଘରୋଇ ଦଳ ପ୍ରଥମେ…

ଚାଇନାରେ ହାହାକାର: କରୋନା ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଲା; ୨୪ ହଜାରରୁ ଅଧିକଙ୍କ ଠାରେ ଚିହ୍ନଟ

ବେଜିଂ,୫।୨: ଚାଇନାର କରୋନା ମହାମାରୀ ହାହାକାର ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୯୦ରେ ପହଞ୍ଚିଛି। ସେହିପରି ୨୪ ହଜାର ୩ଶହ ୨୪ଙ୍କଠାରେ…