ସ୍ବତନ୍ତ୍ର କାଉଣ୍ଟରରେ ଆଳୁ, ପିଆଜ ବିକ୍ରି କରିବ ଏସ୍‌ଏଚ୍‌ଜି

ବାଲେଶ୍ୱର ଅଫିସ, ୨୭।୩-କରୋନା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଗୁରୁବାର…

ନିୟମ ଉଲ୍ଲଘଂନ କରିଥିବା ୪ଜଣଙ୍କ ନାମରେ ମାମଲା

ବାଲେଶ୍ୱର ଅଫିସ, ୨୭।୩-ବାଲେଶ୍ୱର ଜିଲାରେ ହୋମ କ୍ୱାରାଣ୍ଟାଇନରେ ରହିଥିବା ଲୋକଙ୍କ ଘର ବାହାରେ ନିର୍ଦ୍ଧାରିତ ଫର୍ମ ଓ ପୋଷ୍ଟର ଲଗାଇବାକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ…

କରୋନା ମୁକାବିଲା ଲାଗି ବ୍ୟାପକ କାର୍ଯ୍ୟକ୍ରମ

କେନ୍ଦୁଝର, ୨୭ା୩(ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ କେନ୍ଦୁଝରଗଡ ପୌରପାଳିକା ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରକୁ ସମ୍ପୂର୍ଣ୍ଣ ପରିମଳ ରଖିବା ସହ ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର…

‘ସାବୁନରେ ହାତ ଧୋଇ ଗାଁରେ ପଶ’

ଠାକୁରମୁଣ୍ଡା,୨୭ା୩(ଡ଼ି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ଦିଗରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ ଅନ୍ତର୍ଗତ ସାନମହୁଲଡିହା ଗ୍ରାମବାସୀ ଅଭିନବ ପ୍ରୟାସ ଆପଣାଇଛନ୍ତି। ବାହାର ଅଞ୍ଚଳର ଯେଉଁ ବ୍ୟକ୍ତି…

ଠାକୁରାଣୀ ପୂଜା ବେଳେ ପୂଜାରୀ ଗିରଫ

କପ୍ତିପଦା,୨୭ା୩(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଶାଳଚୁଆ ପଞ୍ଚାୟତ ସୋଲଗଡିଆ ଦେହୁରୀ ସାହି ପକ୍ଷରୁ ବରଛକ ଠାକୁରାଣୀ ନିକଟରେ ଶୁକ୍ରବାର ଡାଳକଟା ପୂଜା ଅନୁଷ୍ଠିତ ହେଉଥିଲା…

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରେଡିଓ ଜକିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୭।୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଛି। ଏହାକୁ କାବୁ କରିବାକୁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏବେ କରୋନାକୁ ନେଇ…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୫ ନୂଆ ରୋଗୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪

ନୂଆଦିଲ୍ଲୀ,୨୭।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଶୁକ୍ରବାର ୭୫ ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଭାରତରେ କରୋନା…

କୋଭିଡ ୧୯ର ମାଇକ୍ରୋସ୍କୋପି ପ୍ରତିଛବି ପ୍ରକାଶ କଲେ ଭାରତୀୟ ବିଶେଷଜ୍ଞ

ନୂଆଦିଲ୍ଲୀ,୨୭।୩: ଭାରତୀୟ ବିଶେଷଜ୍ଞଙ୍କୁ ମିଳିଛି ଏକ ସଫଳତା। SARS-CoV-2 virus ବା କୋଭିଡ ୧୯ର ଏକ ମାଇକ୍ରୋସ୍କୋପି ପ୍ରତିଛବି ଭାରତୀୟ ବିଶେଷଜ୍ଞଙ୍କ ଦ୍ୱାରା ଜାରି କରାଯାଇଛି। କେରଳରେ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦଙ୍କ ପରଲୋକ

ଲକ୍ଷ୍ନୌ,୨୭।୩: ପୁର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦ ବର୍ମାଙ୍କର ଶୁକ୍ରବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସମାଜବାଦୀ ପାର୍ଟିର ଜଣେ…

ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୨୭।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍‌ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ ପରିବାର…