ଦିଲ୍ଲୀ ବ୍ଲାଷ୍ଟରେ ରହିଛି ପାକିସ୍ତାନ କନେକ୍ସନ!

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍‌ ବୋମା ବିସ୍ଫୋରଣର ତଦନ୍ତ ଏବେ ପାକିସ୍ତାନ-ସଂଯୁକ୍ତ ଆତଙ୍କବାଦୀ ଷଡ଼ଯନ୍ତ୍ର ଆଡ଼କୁ ମୁହାଁଇଛି। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ…

କିଏ ପାଚେରି ଉପରେ ତ କିଏ ଲଟାବୁଦା ତଳେ ଖାଉଛନ୍ତି ମଧ୍ୟାହ୍ନଭୋଜନ, ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ…

ଖଜୁରୀପଡ଼ା,୧୧ା୧୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ସମ୍ମୁଖରେ ଥିବା ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ଥିବା ଦେଖିବାକୁ ମିଳିଛି। କିଏ ପାଚେରି…

SI ପରୀକ୍ଷା କେଳେଙ୍କାରୀ, CBI ତଦନ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୧।୧୧: ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାର CBI ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।…

Delhi Blast: ଡା. ଶାହିନଙ୍କ ଗିରଫ ପରେ ସାମ୍ନାକୁ ଆସିଲା ତାଙ୍କ ବାପାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ଲକ୍ଷ୍ନୌ,୧୧।୧୧: ଫରିଦାବାଦରୁ ଡକ୍ଟର ଶାହିନଙ୍କ ଗିରଫଦାରୀ ଲକ୍ଷ୍ନୌରେ ତାଙ୍କ ପରିବାର ପାଇଁ ଏକ ଅଘଟଣ ପରି ଥିଲା। ଲାଲବାଗ ବାସଭବନ ଏବଂ ଡାଲିଗଞ୍ଜରେ ତାଙ୍କ ପୁରୁଣା ଘରେ…

ଦିଲ୍ଲୀ ବିସ୍ଫୋରଣ: ଦୋଷୀମାନଙ୍କୁ ଶୀଘ୍ର ଖୋଜି ବାହାର କରିବାକୁ ଅମିତ ଶାହାଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦୁଇ ଥର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି…

ଦିଲ୍ଲୀ ବିସ୍ଫୋରଣରେ ଟେଲିଗ୍ରାମ ଲିଙ୍କ୍: ଆତଙ୍କବାଦୀଙ୍କ ପାଇଁ ସେଫ୍ ଜୋନ୍ ପାଲଟିଛି ମେସେଜିଂ ଆପ୍

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀ କାର୍ ବିସ୍ଫୋରଣରେ ଆତ୍ମଘାତୀ ଆକ୍ରମଣକାରୀ ସନ୍ଦେହ କରାଯାଉଥିବା ଡାକ୍ତର ଉମର ମହମ୍ମଦ ଏକ ମୌଳବାଦୀ ଡାକ୍ତର ଗୋଷ୍ଠୀର ଅଂଶ ଥିଲେ, ଯିଏକି ଲୋକପ୍ରିୟ ମେସେଜିଂ…

ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌ : ସିସିଟିଭିରେ କଏଦ ଘଟଣାର ଭିଡ଼ିଓ…

ଭୁବନେଶ୍ୱର,୧୧।୧୧: ରାଜଧାନୀ ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌। ଏଜି ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଯାଇଛି ଜଣେ ସ୍କୁଟି ଚାଳକଙ୍କ ଜୀବନ। ଘଟଣାଟି ସିସିଟିଭିରେ…

ସରିବାକୁ ବସିଲାଣି ଶିକ୍ଷାବର୍ଷ, ହେଲେ ହାଇସ୍କୁଲ ପିଲାଙ୍କୁ ଏଯାଏ ମିଳିନି ୟୁନିଫର୍ମ

ଜି.ଉଦୟଗିରି,୧୧ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲ ୟୁନିଫର୍ମ ମିଳି ନ ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ…

ନୂଆପଡ଼ା ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ମତଦାନ

ନୂଆପଡ଼ା,୧୧।୧୧(ମକାରୁ ବେମାଲୁ): ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ପ୍ରତିଶତ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିବା…

ଧାନ ଜଗିବାକୁ ଯାଇଥିଲେ: ୨ ଚାଷୀଙ୍କୁ ଦଳିଦେଲା ହାତୀ

ଜମନକିରା,୧୧।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ରମା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କୁତବ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଧାନ ଜଗିବାକୁ…