ପୁଣି ଚର୍ଚ୍ଚାରେ ASO: ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି…

ଭୁବନେଶ୍ୱର, ୨୨ା୮: ପୁଣି ଚର୍ଚ୍ଚାରେ ASO। ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ASO ଗିରଫ। ଆସିଷ୍ଟାଣ୍ଚ ସେକ୍ସନ ଅଫିସର (ASO) ସୁଶାନ୍ତ…

ଟ୍ରମ୍ପଙ୍କ ଟାରିଫ ମାଡ଼! ଚଳିତ ମାସରେ ଚାଇନା-ଜାପାନ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଜାପାନ ଏବଂ ଚାଇନା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୨୯-୩୦ ଅଗଷ୍ଟ ୨୦୨୫ରେ ଜାପାନ ଗସ୍ତ କରିବେ…

ହାତୀ ଦେଖିବାକୁ ଯାଇ ଦନ୍ତା ହାବୁଡ଼ରେ ପଡ଼ିଗଲେ; କାଦୁଅ ବିଲରେ କଚାଡ଼ି ବାହାର କଲା ଅନ୍ତବୁଜୁଳା; ଯୁବକ…

ପାଟଣା,୨୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଭୀମ ପୁର ଗ୍ରାମ ବିଲ ମଝିରେ ଏକ ଦନ୍ତା ଶୁକ୍ରବାର ରାତିରେ ଜଣେ ୨୨ବର୍ଷୀୟ…

ଭାରତ ସହ କଥା ହେବାକୁ ପୁଣି ବ୍ୟାକୁଳ ହେଲାଣି ପାକିସ୍ତାନ, କହିଲା ଆତଙ୍କବାଦ ଆଉ କଶ୍ମୀର ପ୍ରସଙ୍ଗକୁ ନେଇ…

ନୂଆଦିଲ୍ଲୀ/ଇସଲାମାବାଦ,୨୨।୮: ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଡାର ଭାରତ ସହିତ ଆଲୋଚନା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ…

ପୂଜା ମାର୍କେଟରେ ବେଆଇନ୍‌ ଚାନ୍ଦା ଆଦାୟ କରୁଛନ୍ତି କି? ଆସିଗଲା ବଡ଼ ନିୟମ

ଭୁବନେଶ୍ୱର,୨୨।୮: ବେଆଇନ୍‌ ଚାନ୍ଦା ଆଦାୟ କରୁଛନ୍ତି କି? ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କଡ଼ା ନିର୍ଦ୍ଦେଶ। ସମସ୍ତ ଏସ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ…

ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀଙ୍କ ପରଲୋକ, କାଲି ସକାଳ ୬ରୁ…

ଭବାନୀପାଟଣା,୨୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଘରୋଇ ବସ ମାଳିକ ସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀ (ମୁନା)ଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪…

ଭାଜପା ମୁଖପାତ୍ରଙ୍କ ବିବାଦୀୟ ବୟାନ,‘ଯଦି ଆମେ ପାକିସ୍ତାନ ସହିତ ମ୍ୟାଚ ନ ଖେଳିବୁ, ତେବେ ଆମ ଉପରେ ପ୍ରତିବନ୍ଧକ ଲଗାଯାଇପାରେ’

ନୂଆଦିଲ୍ଲୀ,୨୨।୮: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ ଭାଜପା ମୁଖପାତ୍ର ବ୍ରିଗେଡିୟର ଅନିଲ ଗୁପ୍ତା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି…

ଯାତ୍ରୀଙ୍କୁ ରେଳ ବିଭାଗର ବଡ଼ ଉପହାର, ଏସବୁ ତାରିଖରେ ରିଟର୍ନ ଟିକେଟରେ ୨୦% ଛାଡ଼

ନୂଆଦିଲ୍ଲୀ,୨୨।୮: ଭାରତୀୟ ରେଳବାଇ ଉତ୍ସବ ଋତୁରେ ଯାତ୍ରୀଙ୍କ ସୁବିଧା ପାଇଁ ବଡ଼ ଘୋଷଣା କରିଛି। ୧୩ରୁ ୨୬ ଅକ୍ଟୋବର ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ଯଦି ୧୭…

ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ ସମାଲୋଚନା କରିଥିବା ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନଙ୍କ ଘରେ FBI ଚଢାଉ

ଓ୍ବାଶିଂଟନ,୨୨।୮: ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନ ଟ୍ରମ୍ପଙ୍କ ଶୁଳ୍କକୁ ସମାଲୋଚନା କରିବା ପରେ ଏଫବିଆଇ ଶୁକ୍ରବାର ତାଙ୍କ ଘରେ ଚଢାଉ କରିଥିଲା। ଜନ ବୋଲ୍ଟନ ଟ୍ରମ୍ପଙ୍କ…

୧୦୦ ବର୍ଷ ପରେ ଲାଗୁଛି ୨ ଟି ଗ୍ରହଣ! ପିତୃପକ୍ଷରେ ଏମିତି ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ପିତୃପକ୍ଷ ହେଉଛି ପୂର୍ବପୁରୁଷମାନଙ୍କୁ ସ୍ମରଣ କରିବାର ଏକ ଅବଧି। ଏହି ବର୍ଷ ପିତୃପକ୍ଷ ୭ ସେପ୍ଟେମ୍ବର ୨୦୨୫ ରୁ ଆରମ୍ଭ ହେଉଛି। ସେହି ସମୟରେ ଏହା…