କରୋନା ମାଡ଼: ମାସେ ହେଲା ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଋଣ ଛାଡ଼ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ସ୍ମାରକପତ୍ର

ଛତ୍ରପୁର,୨୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ନେଇ ଲାଗି ରହିଥିବା କଟକଣା ଯୋଗୁ ଗତ ଏକ ମାସ ହେଲା ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ମତ୍ସ୍ୟଜୀବୀ ଘରେ ହାତ…

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫ ଜିଲାର କୋଭିଡ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୨୦।୪: ରାଜ୍ୟର ୨୨ଟି କୋଭିଡ ହସ୍ପିଟାଲ ଇତିମଧ୍ୟରେ ଉଦ୍‌ଘାଟିତ ହୋଇସାରିଛି। ସୋମବାର ନୂତନ ଭାବେ ୫ଟି ଜିଲା ଯଥା ଅନୁଗୋଳ, ଜଗତ୍‌ସିଂହପୁର, ସୁନ୍ଦରଗଡ, ବରଗଡ଼ ଓ…

ଭଦ୍ରକର ୫ ପୁରୁଷ କରୋନା ପଜିଟିଭ୍‌

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲାର ୨ ଓ ଭଦ୍ରକର ଜିଲାର ୫ ପଜିଟିଭ୍‌…

କରୋନା ପୀଡ଼ିତ ପିଜା ଡେଲିଭରି ବୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ଆସିଲା

ନୂଆଦିଲ୍ଲୀ,୨୦।୪: ଦକ୍ଷିଣ ଦିଲ୍ଲୀରେ ଜଣେ ପିଜା ଡେଲିଭରି ବୟ କରୋନା ଭାଇରସରେ ସଂକ୍ରମିତ ହେବା ପରେ ପାଖାପାଖି ୭୨ ପରିବାରକୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହାସହ ଉକ୍ତ ବ୍ୟକ୍ତିଙ୍କ…

କରୋନା ରିଲିଫ୍‌ ପାଣ୍ଠିରୁ ୨୬୧ କୋଟି ଲୁଟି ନେଲେ ହ୍ୟାକର

ବର୍ଲିନ୍‌,୨୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ସହାୟତା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ କରୋନା ରିଲିଫ୍‌ ପାଣ୍ଠିକୁ ଦାନ ମଧ୍ୟ…

ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ଯୋଗୀ

ଲକ୍ଷ୍ନୌ,୨୦।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ସୋମବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ…

ରାଇକିଆ ବସଷ୍ଟାଣ୍ଡ ପାଲଟିଛି ଅସ୍ଥାୟୀ ପରିବା ମାର୍କେଟ

ରାଇକିଆ,୨୦।୪(ଡି.ଏନ୍‌.ଏ.): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଫଳରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ରାସନ ଓ ପରିବା ଦୋକାନ ଖୋଲା ରହୁଛି ।…

ଲକ୍‌ ଡାଉନ୍‌: ରମଜାନ ନମାଜ ଉପରୁ ହଟିଲା କଟକଣା

ଇସଲାମାବାଦ୍‌,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପ୍ରିଲ୍‌ ୨୪ଠାରୁ ରମଜାନ ମାସ…

ଚିନ୍ତା ବଢାଉଛି କରୋନା: ବ୍ରିଟେନରେ ସରି ଆସୁଛି ପିପିଇ, ସଂକ୍ରମଣରେ ୮୦ ଡାକ୍ତର, ନର୍ସଙ୍କ ମୃତ୍ୟୁ

ଲଣ୍ଡନ,୨୦।୪: ବ୍ରିଟେନରେ କରୋନା ସଂକ୍ରମଣ ଏବେ କମ୍‌ ଥିବା ସୂଚନା ରହିଛି। ହେଲେ ଏବେ ସେଠାରେ ଆଉ ଏକ ସମସ୍ୟା ହେଉଛି ଆଉ ମାତ୍ର ଗୋଟିଏ ଦିନ…

ସାନିଟାଇଜ୍‌ ହେଲା ଆରଡ଼ି ପୀଠ

ଆରଡ଼ି,୨୦ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ସମେତ ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରକୁ ସୋମବାର ପୂର୍ବାହ୍ନରେ ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ସାନିଟାଇଜ୍‌…