ଭେନିସ୍‌ କେନାଲରେ ଡଲଫିନ୍‌: ୫୫ ସେକେଣ୍ଡର ଭିଡ଼ିଓ ଭାଇରାଲ

ଭେନିସ୍‌,୧୮।୩: ଚାଇନା ପରେ କରୋନାର ନୂଆ ଠିକଣା ପାଲଟିଛି ଇଟାଲୀ। ସୁରକ୍ଷା ଦୃଷ୍ଟିରୁ ସାଢ଼େ ୬ କୋଟି ଲୋକଙ୍କୁ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ…

‘ରେଡ୍‌’ ଫିଲ୍ମର ମେକିଂ ଭିଡିଓ ଶେୟାର କଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନଙ୍କ ‘ରେଡ୍‌’ ଫିଲ୍ମ ଦୁଇ ବର୍ଷ ତଳେ ଅର୍ଥାତ୍‌ ୧୬ ମାର୍ଚ୍ଚ ୨୦୧୮ରେ ମୁକ୍ତିଲାଭ କରିଥିଲା। ଫିଲ୍ମଟିକୁ ପୁଣି ମନେ ପକାଇ ଅଜୟ ଦେବଗନ…

କରୋନା ପାଇଁ ରାଜଧାନୀ ହାଟ ଉପରେ କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଖୋଲିବ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଭିଡ଼ରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଚାଲୁଥିବା ସମସ୍ତ ହାଟ ପାଇଁ ବୁଧବାର…

କରୋନା ସତର୍କତାକୁ ନେଇ ଶେରଗଡ଼ ତହସିଲଦାରଙ୍କ ଚଢ଼ାଉ: ଗାଡି ସଫା ରଖିବାକୁ ଦେଲେ ନିର୍ଦ୍ଦେଶ

ଶେରଗଡ଼,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଥିବା ଜଗନ୍ନାଥ ମନ୍ଦିର, ଶୀତଲା, ହରୀକୃଷ୍ଣପୁରର ଜୟଚଣ୍ଡୀ, ରାମଚଣ୍ଡୀ ମନ୍ଦିର ଆଦି ଶୈବ ପୀଠରେ ବୁଧବାର ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା ପହଞ୍ଚି…

ଘାତକ କରୋନା ଭୟ: ସେଲ୍ଫ ଆଇସୋଲେଶନରେ ଏ ସବୁ ବଲିଉଡ୍‌ କଳାକାର

ବମ୍ବେ: ଚିନ୍ତା ବଢ଼ାଇଛି ଘାତକ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଛି। ଏପରିସ୍ଥଳେ ଅଭିନେତା…

କରୋନା ଭୟରେ ଶେହନାଜ-ପାରସଙ୍କ ଶୋ’ ‘ମୁଝ୍‌ସେ ଶାଦି କରୋଗେ’ ଶୁଟିଂ ବନ୍ଦ, ଘରକୁ ଗଲେ ପ୍ରତିଯୋଗୀ

ବମ୍ବେ: ସମସ୍ତଙ୍କ ଚିନ୍ତା ବଢ଼ାଇଛି ଘାତକ କରୋନା। ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଏପରି ସ୍ଥିତିରେ ବିଶେଷଭାବେ ପ୍ରଭାବିତ ହୋଇଛି ମନୋରଞ୍ଜନ…

ଆସିଛି କରୋନା, ଆପରାଧୀକ କାର୍ଯ୍ୟ ବନ୍ଦ କର: ଆମେରିକା ପୋଲିସ

ଓ୍ବାଶିଂଟନ,୧୮।୩ : ଆମେରିକାର ୫୦ଟି ରାଜ୍ୟରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ପୋଲିସ ପକ୍ଷରୁ ଅପରାଧିଙ୍କୁ ଅପିଲ୍‌ କରାଯାଇଛି ଯେ,…

ଘରେ ଶୋଇଥିବା ବେଳେ ବ୍ୟକ୍ତିଙ୍କୁ ହତ୍ୟା, ପୋଲିସ କରୁଛି ଛାନଭିନ୍‌

ମୁନିଗୁଡ଼ା,୧୮।୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଅମ୍ବାଦଳା ଥାନା କାଞ୍ଚନଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ସୁନ୍ଦରଫୁଲ ଗୌଡ଼(୪୬) ତାଙ୍କ ଘରେ ଶୋଇଥିବା ବେଳେ ତାଙ୍କୁ…

ନନ୍ଦନକାନନରେ କଲରାପତରିଆ ବାଘ ‘ସୂରଜ’ର ମୃତ୍ୟୁ, ଆସିଲେ ୬ ନୂଆ ଅତିଥି

ବାରଙ୍ଗ,୧୮।୩(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ କଲରାପତରିଆ ବାଘ ସୂରଜର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୧୬ବର୍ଷ ହୋଇଥିଲା । ଦେଢମାସ ହେବ ସେ ଅସୁସ୍ଥ…

ବାଲେଶ୍ୱରର ୩ ପର୍ଯ୍ୟଟନ ସ୍ଥଳୀରେ ୧୪୪ ଧାରା ଜାରି

ସଜନାଗଡ଼,୧୮।୩(ଡି.ଏନ୍‌.ଏ.): ରାଜ୍ୟରେ କରୋନା ରୋଗୀ ଚିହ୍ନଟ ପରେ ସଚେତନତା ନେଇ ପ୍ରଶାସନ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ବାଲେଶ୍ୱର…