ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଢେଙ୍କାନାଳ ଅଫିସ, ୭।୫ - ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ଭିଡିଓ କନଫରେନ୍ସିଂ ହଲ୍‌ରେ ମଙ୍ଗଳବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଆଇଟିଆଇ ପ୍ରସ୍ତୁତ କଲା ୟୁଭିସି ସାନିଟାଇଜ୍‌ ମେଶିନ: ଇଲୋକ୍ଟ୍ରୋନିକ୍ସ ଉପକରଣକୁ କରିହେବ ସାନିଟାଇଜ୍‌

ବ୍ରହ୍ମପୁର ଅଫିସ,୭ା୫-କୋଭିଡ୍‌-୧୯ ଭୂତାଣୁ ସାରା ଦେଶ ତଥା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଏହି ସମୟରେ ଇଲୋକ୍ଟ୍ରାନିକ୍ସ ଉପକରଣ ଦ୍ୱାରା ଏହି ଭୂତାଣୁ…

ସଙ୍ଗରୋଧ ଗୃହରେ ଯୋଗ କଲେ ପ୍ରବାସୀ

ସୋରଡା,୭ା୫(ଡି.ଏନ୍‌.ଏ.)- ସୋରଡା ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହରେ ୨୨୦୮ ଜଣ ସୁରଟ ଫେରନ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ୨୦୪୦, ମହିଳା ୯୬ ଓ ୭ ଜଣ…

CORONAVIRUS UPDATE: ମୟୁରଭଞ୍ଜ ଛୁଇଁଲା କରୋନା; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦୦ ଟପିଲା

ଭୁବନେଶ୍ୱର,୭।୫:(ବ୍ୟୁରୋ): ରାଜ୍ୟରେ ଆଉ ୨୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଗୁରୁବାର ନୂଆ ଚିହ୍ନଟ ହୋଇଥିବା ୨୦…

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ, ୭ା୫- ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନା ରୋଗର ନିରାକରଣ ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ…

ବାଲୁକା କଳାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ବାରିପଦା ଅଫିସ, ୭ା୫- ବାଲୁକା କଳାରେ କରୋନା ଯୋଦ୍ଧାକୁ ସଲାମ ଜଣାଇଛନ୍ତି ଠାକୁରମୁଣ୍ଡାର ବାଲୁକା କଳାଶିଳ୍ପୀ ଦଶରଥ ମହାନ୍ତ। ବୁଧବାର ସେ ଠାକୁରମୁଣ୍ଡା ବ୍ଲକ ବାଉଁଶଡିହା ଗ୍ରାମରେ…

ଓପୋଲଫେଡ୍‌ର ହୋମ୍‌ ଡେଲିଭରି ସେବା

ଭୁବନେଶ୍ୱର,୭।୫: ଲକ୍‌ଡାଉନ ସମୟରେ ଓପୋଲଫେଡ୍‌ ପକ୍ଷରୁ ଗ୍ରାହକଙ୍କୁ ସେବା ଯୋଗାଣଧାରା ଜାରି ରହିଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହା ହୋମ୍‌ ଡେଲିଭରି ସେବା ଯୋଗାଣ ଦ୍ୱାରା…

ତୁର୍କୀ ଫୁଟ୍‌ବଲ ଲିଗ୍‌ ଜୁନ୍‌୧୨ରୁ

ଇସ୍ତାନ୍‌ବୁଲ୍‌,୭ା୫ (ଏଏଫ୍‌ପି)-ତୁର୍କୀ ଫୁଟ୍‌ବଲ ଲିଗ୍‌ ଜୁନ୍‌ ୧୨ରୁ ଆରମ୍ଭ ହେବ। ଦେଶର ଫୁଟ୍‌ବଲ ମହାସଂଘ ବୁଧବାର ଘୋଷଣା କରିଛି। କରୋନାଭାଇରସ୍‌ ମହାମାରୀ ଯୋଗୁ ମାର୍ଚ୍ଚରେ ମ୍ୟାଚଗୁଡ଼ିକ ସସ୍‌ପେଣ୍ଡ…

ଡିଲରଶିପ୍‌ ପୁନଃ କାର୍ଯ୍ୟକ୍ଷମ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୭।୫: କରୋନା ପାଇଁ ବନ୍ଦ ହୋଇଥିବା ୬୦୦ ଡିଲରଶିପ୍‌କୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ଦେଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି…

ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କ ପରଲୋକ

ବାଲେଶ୍ୱର ଅଫିସ/ସୋର.୬ା୫(ଡି.ଏନ୍‌.ଏ): ବାଲେଶ୍ୱରର ଅନ୍ୟତମ ବିଶିଷ୍ଟ ବ୍ୟକ୍ତି ତଥା ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ର(୯୭)ଙ୍କର ବୁଧବାର ସହଦେବଖୁଣ୍ଟାସ୍ଥିତ ବାସଭବନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ…