CORONAVIRUS UPDATE: ସୁସ୍ଥ ହେଲେ ୫ କରୋନା ପଜିଟିଭ

ଭୁବନେଶ୍ୱର,୯।୫(ବ୍ୟୁରୋ)-ରାଜ୍ୟରେ ଶନିବାର ୫ ଜଣ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱରର ହୋଇଥିବାବେଳେ ଜଣେ ଯାଜପୁରର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ…

CORONAVIRUS UPDATE: ଗଞ୍ଜାମରେ ପୁଣି କରୋନା ପଜିଟିଭ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮

ଭୁବନେଶ୍ୱର,୯।୫(ବ୍ୟୁରୋ)-ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଗଞ୍ଜାମ ଜିଲାର ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି।…

ଚାଇନାର ୮ କୋଟି ଲୋକ ହରାଇବେ ଚାକିରି

ବେଜିଂ,୯।୫: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିବା ଦ୍ୱାରା ସ୍ଥିତି ସ୍ବାଭାବିକ ହୋଇପାରୁନି। ଏପରିସ୍ଥଳେ…

ହ୍ବାଇଟହାଉସରେ କରୋନା ଆତଙ୍କ

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଏବେ ସ୍ଥିତି ସଙ୍ଗୀନ । ପ୍ରତିଦିନ କରୋନାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା କାୟାରୁ…

ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟିରୁ ଅଧିକ ଭାରତୀୟ ଡାଉନଲୋଡ୍‌ କରିଛନ୍ତି ଜୁମ୍‌ ଆପ୍‌

ନୂଆଦିଲ୍ଲୀ,୯।୫: ଭାରତ ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟି ୧୦ ଲକ୍ଷ ଭାରତୀୟ ଜୁମ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିଛନ୍ତି। ଏହି ଆପ୍‌ ଡାଉନଲୋଡ଼୍‌ ନ କରିବାକୁ…

ଗୁଗଲରେ ସର୍ବାଧିକଥର ସର୍ଚ୍ଚ କରାଯାଇଛି ଦେଶୀ ଗର୍ଲଙ୍କୁ

ମୁମ୍ବାଇ: ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଗୁଗଲ ସର୍ଚ୍ଚରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଛି। SEMrush studyର…

ଭେଣ୍ଟିଲେଟରରେ ଅଜିତ୍‌ ଯୋଗୀ

ରାୟପୁର,୯।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ହୃଦ୍‌ଘାତ ଯୋଗୁ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

କରୋନା ସଂକ୍ରମଣ ପାଇଁ ଦାୟୀ ଚାଇନା: ସୁପ୍ରିମ୍‌କୋର୍ଟରେ ୬୦ ହଜାର କୋଟି ଡଲାରର କ୍ଷତିପୂରଣ ମାମଲା

ନୂଆଦିଲ୍ଲୀ,୯।୫: ପୃଥିବୀରେ କରୋନା ସଂକ୍ରମଣ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଉହାନ୍‌ର ଏକ ଲ୍ୟାବ୍‌ରୁ ଏହା ଲିକ୍‌ ହୋଇଥିବା କୁହାଯାଉଛି। ଇିତମଧ୍ୟରେ ଆମେରିକା, ବ୍ରିଟେନ୍‌, ଜର୍ମାନୀ ଆଦି…

କରୋନା ଚିକିତ୍ସା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ଯେଉଁସବୁ ନିୟମ ରହିଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। କେନ୍ଦ୍ର…

ପିଡିଏସ୍‌ କେନ୍ଦ୍ରରେ ଅସମ୍ଭାଳ ଭିଡ: ପାଳନ ହେଉନି କରୋନା ସତର୍କତା

ରାୟଗଡା ଅଫିସ, ୯।୫- ବର୍ତ୍ତମାନ ଗ୍ରୀନ ଜୋନ୍‌ରେ ରହିଛି ରାୟଗଡ଼ା ସହର। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସହରରେ…