ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୧୩୧ କରୋନା ଯୋଦ୍ଧା ସଂକ୍ରମିତ

ମୁମ୍ବାଇ,୨୮।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣ ପୋଲିସ କରୋନାରେ ସଂକ୍ରମିତ ହେବା…

ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ଅସନ୍ତାବର୍ଷକୁ ସ୍ଥଗିତ

ଦି ହଗ୍‌,୨୮।୫: କୋଭିଡ-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରିକୁ ଆସନ୍ତାବର୍ଷକୁ ସ୍ଥଗିତ ରଖାଯାଇଛି। ୧୯୮୫…

ଘରୋଇ ଭେନ୍ୟୁର ଆୟୋଜନ ହେବ ରୋମ ଡାଇମଣ୍ଡ ଲିଗ୍‌

ରୋମ,୨୮।୫(ଏଏଫ୍‌ପି): ନେପେଲ୍ସକୁ ସ୍ଥାନାନ୍ତର ହୋଇଥିବା ରୋମ ଡାଇମଣ୍ଡ ଲିଗ୍‌ ଘରୋଇ ଭେନ୍ୟୁ ଅର୍ଥାତ ରୋମରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଅଲିମ୍ପିକ୍‌ ଷ୍ଟାଡିୟମରେ ୟୁରୋପିଆ ଫୁଟବଲ ଚାମ୍ପିୟନଶିପ୍‌…

ଅଗଷ୍ଟ ପହିଲାରେ ବେଲଜିଆନ୍‌ କପ୍‌ ଫାଇନାଲ

ବ୍ରସେଲ୍ସ,୨୮। ୫(ଏପି): କୋଭିଡ-୧୯ କାରଣରୁ ସ୍ଥଗିତ ରହିଥିବା ବେଲଜିଆନ୍‌ କପ୍‌ ଫାଇନାଲ ଅଗଷଟ ୧ ତାରିଖରେ ଆୟୋଜନ ହେବ। ଲିଗ୍‌ର ନୂଆ ସେସନ ଆରମ୍ଭ ହେବାର ଠିକ୍‌…

ଆଇପିଏଲ୍‌ ନେଇ କୁମ୍ବଲେ ଆଶାବାଦୀ

ନୂଆଦିଲ୍ଲୀ,୨୮।୫(ପି.ଟି.): ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ ପୂର୍ବତନ ଅଧିନାୟକ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ହେଡ କୋଚ୍‌ ଅନିଲ କୁମ୍ବଲେ…

ବିଶ୍ୱରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଚେତାବନୀ ପରେ ଏବେ ଆମେରିକା, ବ୍ରାଜିଲ, ଭାରତ ଓ କିଛି ଲାଟିନ ଆମେରିକା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ…

ସ୍ବୟଂ ସହାୟିକା ଗୋଷ୍ଠୀ ଓ ପୌର କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଘଟଣା: ପ୍ରତିବାଦରେ ପୌର କାର୍ଯ୍ୟାଳୟରେ କର୍ମଚାରୀଙ୍କ ଆନ୍ଦୋଳନ

ଆନନ୍ଦପୁର,୨୮।୫(ସ୍ବ.ପ୍ର.)-ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ବୁଧବାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ ଓ ପୌର କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାର ପ୍ରତିବାଦରେ ଗୁରୁବାର ପୌର କାର୍ଯ୍ୟାଳୟ…

କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ ଏବେ…

ଗଞ୍ଜାମରେ ସୁସ୍ଥ ହେଲେଣି ୩୦୨ ଆକ୍ରାନ୍ତ: ଆଉ ୮୯ କରୋନା ଆକ୍ଟିଭ

ଛତ୍ରପୁର, ୨୮।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୩୯୪ ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ଏଥିରୁ ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିଭଳି ୩…

ଗରିବ ହିତାଧିକାରୀଙ୍କୁ ମିଳୁନି ଚାଉଳ: ତଦନ୍ତ ଦାବି

ବାଲିଗୁଡା,୨୮।୫(ଡି.ଏନ.ଏ.)-ଲକଡାଉନ ବେଳେ କେହି ବି ଯେମିତି ଅନାହାରରେ ନ ରହିବେ ତାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସମସ୍ତେ ହିତାଧିକାରୀଙ୍କୁ…