୩ ଓ୍ବେଷ୍ଟଇଣ୍ଡିଜ ଖେଳାଳି ଇଂଲଣ୍ଡ ଯିବାକୁ ମନାକଲେ

ସେଣ୍ଟ ଜନ୍ସ(ଆଣ୍ଟିଗୁଆ),୪।୬(ପି.ଟି.)- କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଜୈବ-ସୁରକ୍ଷିତ ପରିବେଶରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା ମାସରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହେବାର…

ଡିସୁଜାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ)ର ୭ମ ସିଜନ ପୂର୍ବରୁ ଓଡ଼ିଶା ଏଫସି ଲେଫ୍ଟ ବ୍ୟାକ୍‌ ଜର୍ଜ ଡିସୁଜାଙ୍କ ସହ ଚୁକ୍ତି କରିଛି। ଗୋଆର ଡିସୁଜା ସେସା…

ନାଚୁନି କଣ୍ଢେଇ, କାନ୍ଦୁଛି କଳାକାର

କେନ୍ଦୁଝର,୪ା୬(ସ୍ବ.ପ୍ର.)- କଳାକାରଙ୍କ ପରିଶ୍ରମର ମୂଲ କେହି ଦେଇପାରିବେ ନାହିଁ। କଳା ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ ସହ ସଚେତନ କରି ଆସୁଥିବା ଏହି କଳାକାରମାନେ ବଞ୍ଚିବା ପାଇଁ ସବୁବେଳେ…

ଭାରତୀୟ ହକି ଦଳର ଆଉଟଡୋର ଟ୍ରେନିଂ ଆରମ୍ଭ

ବେଙ୍ଗାଲୁରୁ, ୪।୬(ପି.ଟି.)-  କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ୨ ମାସର ବିରାମ ପରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ସୁସଙ୍ଗଠିତ…

ପଙ୍ଗପାଳ ଆତଙ୍କ: ଉପାନ୍ତ ଚାଷୀଙ୍କୁ ସଚେତନ କରାଗଲା

ଚମ୍ପୁଆ,୪।୬(ଡି.ଏନ.ଏ)-ଓଡିଶା ଚାଷୀଙ୍କୁ ଏବେ ପଙ୍ଗପାଳ ଭୟ ଘାରିଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଏହି ପଙ୍ଗପାଳ ଶସ୍ୟ…

ପୂର୍ବ ଭାରତ ବିକାଶର ରୋଡ୍‌ ମ୍ୟାପ୍‌ରେ ଓଡ଼ିଶା:  ମୋଦି ସରକାରଙ୍କ ଦ୍ୱିତୀୟଥର ପ୍ରଥମବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୪।୬- କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂରଣ ହୋଇଛି। ଗୋଟିଏ ବର୍ଷରେ କେନ୍ଦ୍ରୀୟସ୍ତରରେ ହୋଇଥିବା ନିଷ୍ପତ୍ତି ଭାରତ ଇତିହାସର କେବେବି ସମ୍ଭବ ହୋଇ…

ଅର୍ଜୁନ ପୁରସ୍କାର: ଦୂତୀଙ୍କ ନାମ ସୁପାରିସ କଲା ଏଏଫ୍‌ଆଇ

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ଅନୁଷ୍ଠାନିକଭାବେ ଅର୍ଜୁନ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। କିଛିଦିନ ପୂର୍ବରୁ ଓଡ଼ିଶା ସରକାରଙ୍କ…

ସାଇକେଲ ଦ୍ୱାରା ସଞ୍ଚୟ ହେବ ୧.୮ ଲକ୍ଷ କୋଟି

ନୂଆଦିଲ୍ଲୀ,୪।୬: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଭାରତୀୟ ସଡ଼କଗୁଡିକୁ ସାଇକେଲ ଲାଗି ଅନୁକୂଳ କରିବା ଲାଗି ଯୋଜନା ହେଉଛି। କାରଣ ଲକ୍‌ଡାଉନ ଯୋଗୁ ଲୋକମାନେ ପୁଣି ଥରେ ସାଇକେଲ…

ବିଦେଶରୁ ଫେରୁଥିବା ନାଗରିକଙ୍କ ପାଇଁ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୪।୬: ବନ୍ଦେ ଭାରତ ମିଶନରେ ବିଦେଶରୁ ଭାରତ ଫେରୁଥିବା ଲୋକଙ୍କୁ ଦେଶ ମଧ୍ୟରେ ରୋଜଗାର ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା…

ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋ ଆପ୍‌

ନୂଆଦିଲ୍ଲୀ,୪।୬: ଟିକ୍‌ଟକ୍‌ ଭଳି କାମ କରୁଥିବା ମିତ୍ରୋ ଆପ୍‌ ୟୁଜର୍ସଙ୍କ ଲାଗି ମହାରାଷ୍ଟ୍ର ସରକାରଙ୍କ ସାଇବର ସେଲ୍‌ ଏକ ଆଡଭାଇଜରି ଜାରି କରିଛନ୍ତି। ନିରାପତ୍ତା ନେଇ ବିଭିନ୍ନ…