ଭୁବନେଶ୍ୱରରୁ ଆଉ ୧୩ ପଜିଟିଭ୍‌ ଚିହ୍ନଟ: ହୋମ କ୍ୱାରାଣ୍ଟାଇନ୍‌ର ୭, ଲୋକାଲ କେସ୍‌ ୬

ଭୁବନେଶ୍ୱର, ୫।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶୁକ୍ରବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା…

ଓଟିଏମ୍‌ର ପୁନରୁଦ୍ଧାର ଦାବିରେ ଚୌଦ୍ୱାର ସହରବାସୀଙ୍କ ନୀରବ ପ୍ରତିବାଦ

ଚୌଦ୍ୱାର,୫।୬(ଡି.ଏନ୍‌.ଏ): ଭଦ୍ରକ ଜିଲାର ଧାମରାଠାରେ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ କ୍ୟାବିନେଟ୍‌ ମୋହର ଲାଗିଥିବା ବେଳେ ଏହାକୁ ନେଇ କଟକ ଜିଲା ଚୌଦ୍ୱାର ସହରବାସୀଙ୍କ ଦୀର୍ଘଦିନର ଆଶା…

ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ‘ଶୂନ’ରେ ଆଉଟ୍‌ କରି ଇତିହାସ ରଚିଥିଲେ ଏହି ବୋଲର୍‌

ଜୁନ୍‌ ୫, ଏହି ତାରିଖଟି କ୍ରିକେଟ ଇତିହାସ ପାଇଁ ଏକ ଖାସ୍‌ ଦିନ। ଏହି ଦିନ ଜନ୍ମ ହୋଇଥିବା ଜଣେ ବୋଲର ଗୋଟିଏ ଉଇକେଟ କାରଣରୁ ସେ…

କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

ଅହମଦାବାଦ,୫।୬: ଗୁଜରାଟରେ ରାଜ୍ୟ ସଭା ନିର୍ବାଚନ ଘୋଷଣା ହେବା ପରେ ଏବେ କଂଗ୍ରେସ ଦଳର ବିଧାୟକଙ୍କ ଇସ୍ତଫା ଦେବା ଜାରି ରହିଛି। ଗୁଜରାଟରେ ଏବେ ପର୍ଯ୍ୟନ୍ତ ପ୍ରାୟ…

ଲୋଇସିଂହାରୁ ଆଉ ଜଣେ କରୋନା ପିଜିଟିଭ ଚିହ୍ନଟ: ସ୍ଥାନୀୟ ଅଞ୍ଚଳକୁ ୨୪ ଘଣ୍ଟା ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଲୋଇସିଂହା,୫।୬(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗାଁର ଜଣେ ୨୨ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶୁକ୍ରବାର ସକାଳେ ଜଣାପଡ଼ିଥିଲା। ଏହାପରେ…

ଇନ୍‌ଷ୍ଟା ପୋଷ୍ଟ ଲାଗି ଟ୍ରୋଲ୍‌ ହେଉଛନ୍ତି ସାରା

ବମ୍ବେ: ଟ୍ରୋଲ ହେଉଛନ୍ତି ସୈଫ ଲଳନା ସାରା। ସେ ବି ଏକ ଇନ୍‌ଷ୍ଟା ପୋଷ୍ଟକୁ ନେଇ। ପରିସ୍ଥିତି ଏଭଳି ହୋଇଛି ଯେ ସାରା ବାଧ୍ୟ ହୋଇ ପୋଷ୍ଟଟିକୁ…

ବେଆଇନ ମଦ କାରବାର: ୧୯୩ ଲିଟର ମଦ ଜବତ, ୮ ଗିରଫ

ଛତ୍ରପୁର, ୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ କାରବାର ହେଉଥିବା ନେଇ ଗୁରୁବାର ସନ୍ଧ୍ୟାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭ଜଣଙ୍କୁ…

ତିନି ଦିନ ପରେ ଖୋଲିବ ମନ୍ଦିର

ଲକ୍ଷ୍ନୌ,୫।୬: ଏବେ ଲକ୍‌ଡାଉନ ନିୟମରେ କୋହଳ କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଜୁନ୍‌ ୮ରେ ସମସ୍ତ ମନ୍ଦିର ପୁଣିଥରେ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବ। ଉତ୍ତରପ୍ରଦେଶରେ ଧାର୍ମିକ ଅନୁଷ୍ଠାନ,…

ଫୋବ୍ସ ତାଲିକା: ସର୍ବାଧିକ ରୋଜଗାର କରିଥିବା ଭାରତୀୟ ସେଲିବ୍ରିଟି ଅକ୍ଷୟ, ଶୀର୍ଷରେ କାଇଲି ଜେନେର

ବମ୍ବେ: ବଲିଉଡ୍‌ର ସର୍ବାଧିକ ରୋଜଗାର କରିଥିବା ସେଲିବ୍ରିଟି ପାଲଟିଛନ୍ତି ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଫୋବ୍ସ ମାଗାଜିନ୍‌ ପକ୍ଷରୁ ଜାରି କରାଯାଇଥିବା ୨୦୨୦ର ତାଲିକାରେ ୫୨ତମ ସ୍ଥାନରେ…

ଏମିତି ଏଟିଏମ୍‌, ଟଙ୍କା ବଦଳରେ ବାହାରିଥାଏ ସୁନା

ଆଜିକାଲି ସମୟରେ ବ୍ୟାଙ୍କରେ ଲମ୍ବା ଲାଇନ୍‌ ଲଗାଇ ଗ୍ରାହକମାନେ ଆଉ ଟଙ୍କା ଉଠାଉ ନାହାନ୍ତି। ଏଥିପାଇଁ ଏଟିଏମ୍‌ ସହଜ ଏବଂ ସୁଲଭ ମାଧ୍ୟମ ପାଲଟିଛି। ବିଶ୍ୱର ଯେଉଁ…