୨୦ ହଜାରୁ ଅଧିକ ରନ୍‌, ୧୦୦୦ରୁ ଅଧିକ ଉଇକେଟ୍‌, ଏବେ ଚଲାଉଛନ୍ତି ଟ୍ରକ୍‌

ଅଲରାଉଣ୍ଡର ପ୍ରଦର୍ଶନ ଜରିଆରେ ନ୍ୟୁଜିଲାଣ୍ଡକ ବହୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତାଇଥିବା ପୂର୍ବତନ ଖେଳାଳି କ୍ରିସ୍‌ କ୍ରେନ୍ସ ଏବେ ଟ୍ରକ୍‌ ଚଲାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।…

ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶରୁ ବିମାନରେ ଫେରିିଲେ ୩୧୦ ପ୍ରବାସୀ  

ଭୁବନେଶ୍ୱର,୭।୬(ବ୍ୟୁରୋ): ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶର ଅପହଞ୍ଚ ଇଲାକାରେ ଫସି ରହିଥିବା ଓଡ଼ିଆମାନଙ୍କୁ ରବିବାର ରାଜ୍ୟ ସରକାର ଫେରାଇ ଆଣିଛନ୍ତି। ଏୟାର ଏସିଆର ୩ଟି ବିମାନରେ ୩୧୦ଜଣ…

ଖଣ୍ଡାଧାରରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କେନ୍ଦୁଝର,୭ା୬(ସ୍ବ.ପ୍ର./ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ଖଣ୍ଡାଧାର ଜଳ ପ୍ରପାତରେ ବୁଡ଼ି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୌରଭ ମିଶ୍ର। ତାଙ୍କ…

୯୭ ହଜାର କୋଟି ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୭।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମରେ ଆଡିଆ ନାମକ କମ୍ପାନୀ ୫,୬୮୩ କୋଟି ଟଙ୍କା ନିବେଶ କରିବ। ଭାରତକୁ ଡିଜିଟାଲ ସୋସାଇଟ…

ଯାଜପୁର ଗ୍ରାମକୁ ୭୨ ଘଣ୍ଟା ଶଟ୍‌ଡାଉନ ଘୋଷଣା: ସମ୍ପୂର୍ଣ୍ଣ ଗ୍ରାମକୁ କରାଗଲା ବିଶୋଧନ

ନିରାକରପୁର,୭ା୬(ଡି.ଏନ.ଏ.): ଖୋର୍ଦ୍ଧା ଉପଖଣ୍ଡ ଲେଣ୍ଡୋ ପଞ୍ଚାୟତ ଅଧୀନ ଯାଜପୁର ଗ୍ରାମରେ ଏବେସୁଦ୍ଧା ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ…

ରଜ ପାଇଁ ପ୍ରସ୍ତୁତ ହେଉଛନ୍ତି ଲୋକେ

କେନ୍ଦୁଝର, ୭ା୬(ସ୍ବ.ପ୍ର.)-ଚଳିତବର୍ଷ ସାରାଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଲାଗି ସବୁ ପର୍ବପର୍ବାଣୀ ଫିକା ପଡିଛି। କେନ୍ଦୁଝରରେ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ରଜ ମହୋତ୍ସବ ପ୍ରଶାସନ ପକ୍ଷରୁ…

ଗ୍ରାମକୁ ସାନିଟାଇଜ କଲା ଯୁବକ ସଂଘ

ବାହାନଗା/ରେମୁଣା, ୭ା୬(ଡି.ଏନ.ଏ.)-ଖନ୍ତାପଡା ଥାନା ଅଧୀନ ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଗ୍ରାମର ଶିବାଜୀ ଯୁବକ ସଂଘ ପକ୍ଷରୁ ଗ୍ରାମକୁ ସାନିଟାଇଜ କରାଯାଇଛି। ଗ୍ରାମରେ ଥିବା ଶିବାଜୀ…

ବଜ୍ରପାତରେ ଜଳିଗଲା ଗୁହାଳ, ନଡ଼ିଆ ଗଛ

ବନ୍ତ,୭।୬(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଅଣିଜୋ ଗ୍ରାମରେ ରବିବାର ସନ୍ଧ୍ୟାରେ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଗୁହାଳ ଜଳିଯିବା ସହ ଏକ ବାଛୁରୀର ମୃତ୍ୟୁ ଘଟିଛି। ସନ୍ଧ୍ୟାରେ…

ନୂଆଗାଁକୁ ବ୍ୟାପିଲା କରୋନା ସଂକ୍ରମଣ

ନୂଆଗାଁ, ୭।୬ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ବିଭିନ୍ନ କ୍ବାରାଣ୍ଟାଇନ…

ସାଇକେଲରେ ତାମିଲନାଡୁରୁ ସୁବର୍ଣ୍ଣପୁର

ସୋନପୁର,୭।୬(ନି.ପ୍ର.)-ତାମିଲନାଡୁର ଶ୍ରବଣପଲିରୁ ସୁବର୍ଣ୍ଣପୁର ଜିଲାର ନାରାୟଣପୁର ଦୀର୍ଘ ୧୭୦୦ କି.ମି. ସାଇକେଲ ଯାତ୍ରା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ନାରାୟଣପୁରର କରୁଣା ଧରୁଆ(୨୭), ଗିରିଗୋବର୍ଦ୍ଧନ ଧରୁଆ(୨୯), କୃଷ୍ଣଚନ୍ଦ୍ର…