ପିତାଙ୍କୁ ମୃତ୍ୟୁରେ କୋହଲିଙ୍କ ଆଖିରେ ନ ଥିଲା ଟୋପାଏ ଲୁହ, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ପିତାଙ୍କ ମୃତ୍ୟୁ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।…

ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୨ା୬: ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି କରିବାକୁ ଗଞ୍ଜାମ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପକ୍ଷରୁ ପାଟ୍ରୋଲିଂ ବି କରାଯାଉଛି। ଏହାସତ୍ତ୍ୱେ ଦୁର୍ବୃତ୍ତମାନେ ତାଙ୍କ ଅପରାଧିକ…

କାର୍ଯ୍ୟଦକ୍ଷତା ବଢ଼ାଏ କଥାବାର୍ତ୍ତା ଶୈଳୀ

କଥାବାର୍ତ୍ତା ଶୈଳୀ ଯଦି ମାର୍ଜିତ ଏବଂ ସରଳ ହୁଏ ତେବେ ତାହା କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହୋଇଥାଏ। ‘କାର୍ଯ୍ୟଦକ୍ଷତା ଓ କଥାବାର୍ତ୍ତା ଶୈଳୀ’ ବିଷୟକୁ ନେଇ ଲଣ୍ଡନ…

ଥରିଲା ମିଜୋରାମ: ଭୋର୍‌ ୪ଟାରେ ଆତଙ୍କିତ ହେଲେ ଲୋକେ

ଆଇଜଲ, ୨୨।୬: ମିଜୋରାମରେ ସୋମବାର ଭୋର୍‌ ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ଭୋର୍‌ ୪ଟା ୧୦ ସମୟରେ ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩…

ଚାଇନାକୁ କଡ଼ା ଜବାବ ଦେବାକୁ ଭାରତବାସୀ ହୁଅନ୍ତୁ ଏକଜୁଟ: ମନମୋହନ ସିଂ

ନୂଆଦିଲ୍ଲୀ, ୨୨।୬: ଭାରତ ଚାଇନା ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା ନେଇ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମୁହଁ ଖୋଲିଛନ୍ତି। ଏଥିପାଇଁ ଭାରତବାସୀଙ୍କୁ ଏକଜୁଟ…

ଏସ୍‌ସିବି ମେଡିକାଲରେ ଆବଶ୍ୟକ ପଡୁଛି ସ୍ବତନ୍ତ୍ର ନିଶ୍ଚେତକ

କଟକ ଅଫିସ,୨୨।୬: ଶଲ୍ୟ ବିଭାଗ କାଳକ୍ରମେ ସମ୍ପ୍ରସାରିତ ଓ ବିଭାଜିତ ହୋଇ ବିଭିନ୍ନ ପ୍ରକାରର ସୁପର୍‌ ସ୍ପେଶିଆଲିଟି ବିଭାଗ ସୃଷ୍ଟି ହୋଇଛି। ଫଳରେ ନ୍ୟୁରୋ ସର୍ଜରି (ସ୍ନାୟୁ),…

ଏଚ୍‌ଆର୍‌ପିସିରେ ଗଡୁଛି ପୋଲିସ ବିରୋଧୀ ମାମଲା: ୮ ବର୍ଷରେ ୭ ମାମଲାର ତଦନ୍ତ ଫଳ ଶୂନ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅନେକ ସମୟରେ ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରୁଥିବା ଅଭିଯୋଗ ଆସିଛି। ଆଇନକୁ…

ମହାକାଶ ଭ୍ରମଣ: ଭଡ଼ା ୯୬ ଲକ୍ଷ

ଓ୍ବାଶିଂଟନ, ୨୨।୬: ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ଆମେରିକାର ଷ୍ଟାର୍ଟଅପ୍‌ ‘ସ୍ପେସ୍‌ ପ୍ରସ୍ପେକ୍ଟିଭ୍‌’ ପକ୍ଷରୁ ଏକ ନୂଆ ଧରଣର ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୪ଠାରୁ ଏହି କମ୍ପାନୀ…

ଭାରତ ‘ବିଶ୍ୱର ଫାର୍ମାସୀ’ ଭୂମିକା ନେଇଛି: ଏସ୍‌ସିଓ

ବେଜିଂ,୨୨ା୬(ପି.ଟି.): ମେଡିସିନ କ୍ଷେତ୍ରରେ ଗଭୀର ଜ୍ଞାନକୌଶଳ, ଅଭିଜ୍ଞତା ଯୋଗୁ ଭାରତ କରୋନା ମହାମାରୀ ସମୟରେ ‘ବିଶ୍ୱର ଫାର୍ମାସୀ’ ଭୂମିକା ଗ୍ରହଣ କରିଛି ବୋଲି ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)…

ପୂର୍ବତନ ଆଇଏଫ୍‌ଏସ୍‌ ଅଫିସରଙ୍କ ସ୍ତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୨୨ା୬: ଦିଲ୍ଲୀର ସଫଦରଜଙ୍ଗ ଏନ୍‌କ୍ଲେଭସ୍ଥିତ ଘରେ ରହୁଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟର ଅବସରପ୍ରାପ୍ତ ଅଫିସରଙ୍କ ଘରେ ଶନିବାର ରାତିରେ କେତେକ ଦୁର୍ବୃତ୍ତ ପ୍ରବେଶ କରି ଛୁରିରେ ଆକ୍ରମଣ କରିଥିଲେ।…