ଆଦାନୀ ଦେବ ଓଡ଼ିଶାକୁ ଆଲୋକ

ଭୁବନେଶ୍ୱର,୨୪।୬ (ବ୍ୟୁରୋ): ଓଡ଼ିଶା ପାଓ୍ବାର ଜେନେରେଶନ ଲିମିଟେଡ୍‌(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉତ୍ପାଦନକାରୀ କମ୍ପାନୀ ଆଦାନୀ ପାଓ୍ବାର ଲିମିଟେଡ୍‌ (ଏପିଏଲ୍‌) ନିକଟକୁ ଯିବ।…

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

ଗଞ୍ଜାମ ଅଫିସ, ୨୪।୬: ଗଞ୍ଜାମ ଜିଲାରେ ବୁଧବାର ୭୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ହଜାରେ…

ବରିଷ୍ଠ ଅଧିକାରୀଙ୍କୁ କରୋନା: ଗଞ୍ଜାମ ସରକାରୀ ଅଫିସକୁ ଆସନ୍ତା ୧୦ ଦିନ ସର୍ବସାଧାରଣ ମନା

ଗଞ୍ଜାମ ଅଫିସ, ୨୪।୬: ଗଞ୍ଜାମରେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ସୁଦ୍ଧା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୩୧ରେ ପହଞ୍ଚି ସାରିଥିବା ବେଳେ…

ଶ୍ରୀମନ୍ଦିର ଇତିହାସରେ ନୂଆ ଅଧ୍ୟାୟ: ରଥ ପଥରେ, ବିନା ଭକ୍ତରେ

ପୁରୀ ଅଫିସ,୨୪ା୬: ମହାମାରୀ କରୋନା ପାଇଁ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। ଶେଷ ମୁହୂର୍ତ୍ତରେ ଲୀଳାମୟ ଦେଖାଇଲେ ତାଙ୍କ ଅପୂର୍ବ ଲୀଳା। ବଡ଼ଦାଣ୍ଡକୁ ଓହ୍ଲାଇ…

କାମରେ ଲାଗୁନି ବ୍ରିଟିଶ ଅମଳର ଚେକ୍‌ଡ୍ୟାମ

ବନ୍ତ, ୨୪ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳରେ ବ୍ରିଟିଶ ଅମଳରେ ନିର୍ମିତ ଚେକ୍‌ଡ୍ୟାମ୍‌(ଦେଶବନ୍ଧ) ଏବେ ଆଉ ପୂର୍ବଭଳି ଚାଷୀଙ୍କ କାମରେ ଲାଗୁନି। ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ହୋଇ…

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଯୁବକ ଗିରଫ

ଶଙ୍କରାଖୋଲ,୨୪ା୬(ଡି.ଏନ୍‌.ଏ.)- ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ସଲପଗଁାର ବାଦଲ…

ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

  ଖଜୁରିପଡା/ବଲସକୁମ୍ପା,୨୪ା୬(ଡି.ଏନ୍‌.ଏ.)- ଖଜୁରିପଡ଼ା ବ୍ଲକ ଟିଟ୍ରାପଙ୍ଗା ପଞ୍ଚାୟତ ଭୁକ୍ତାକନାଲି ଗ୍ରାମର ବୃଦ୍ଧ ଅନ୍ତର୍ଯ୍ୟାମୀ ଦିଗାଲ (୭୫) ଏବଂ ସ୍ତ୍ରୀ ରାଇବାରି (୭୦) ଭଙ୍ଗା କୁଡିଆରେ ଅସହାୟ ଅବସ୍ଥାରେ…

ଜମି ବିବାଦକୁ ନେଇ ମାଲିକ-କିନ୍ନର ଗୋଷ୍ଠୀ ମୁହଁ।ମୁହିଁ

ବ୍ରହ୍ମପୁର ଅଫିସ,୨୪ା୬-ଗୋଷାଣୀନୂଆଗଁ। ରେ ଥାନା ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ଥିବା ଏକ ଜମି ବିବାଦ ଏବେ ଉଗ୍ରରୂପ ନେଇଛି। ଗୋଟିଏ ପଟେ ଜମି…

୧୨ଫୁଟ୍‌ର ଅହିରାଜ ଉଦ୍ଧାର

ପାତ୍ରପୁର, ୨୪ (ଡିଏନ.ଏ.)-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଜଗଦେବପୁର ରାସ୍ତା କଡରେ ଥିବା ଗଛ ଉପରୁ ମଙ୍ଗଳବାର ରାତିରେ ଏକ ୧୨ଫୁଟର ଅହିରାଜ…

ଚିକିଟି ଏନ୍‌ଏସିର ୫ ଓ୍ବାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌

ଚିକିଟି,୨୪ା୬(ଡି.ଏନ.ଏ.)- ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୫ ଓ୍ବାର୍ଡକୁ ମଙ୍ଗଳବାର ଜିଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ୧୨ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିର ଅନ୍ୟ…