ସରିଲା ଛେରାପହଁରା, ବାହୁଡିବେ ମହାବାହୁ

ଛେରାପହଁରା ନୀତି ସମ୍ପନ୍ନ। ତିନି ରଥରେ ଛେରା ପହଁରା ନୀତି ସମ୍ପନ କଲେ ଗଜପତି ମହାରାଜା। ପ୍ରଥମେ ବଳଭଦ୍ରଙ୍କ ରଥ ଛେରା ପହଁରା କରିଥିଲେ ଗଜପତି, ତା…

କରୋନା ଆକ୍ରାନ୍ତ ଶବକୁ ଗାତରେ ଫିଙ୍ଗିଲେ ମେଡିକାଲ କର୍ତ୍ତୃପକ୍ଷ

ବଲ୍ଲାରି, ୩୦।୯- କର୍ନାଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ବଲ୍ଲାରି ଜିଲାରେ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ତୀରନ୍ଦାଜ ଦୀପିକା-ଅତନୁ

ରାଞ୍ଚତ୍, ୩୦।୬- ଭାରତୀୟ ତୀରନ୍ଦାଜୀ କ୍ରୀଡ଼ାର ଦୁଇ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ ମଙ୍ଗଳବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଞ୍ଚତ୍…

ଓଡ଼ିଶା: ଆଜିର ଫଟୋ (ଜୁନ୍ ୩୦, ୨୦୨୦)

ଭୁବନେଶ୍ୱରରେ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି ଜଣେ ବ୍ୟକ୍ତି   ଭୁବନେଶ୍ୱର ରାଜପଥରେ ସାଇକେଲରେ ବୁଲିବାର ମଜା   ବିଦ୍ୟୁତ କର୍ମଚାରୀ ଭୁବନେଶ୍ୱରର ପିଏମଜି ମାର୍ଗରେ ମରାମତି କାର୍ଯ୍ୟରେ ବ୍ୟସ୍ତ…

ଆରମ୍ଭ ହେଲା ଯୁକ୍ତ ୩ ମୂଲ୍ୟାଙ୍କନ

ଭଞ୍ଜନଗର୩୦।୬(ଡି.ଏନ.ଏ)- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ଠାରୁ ଯୁକ୍ତ୩ ଷଷ୍ଠ ସେମିଷ୍ଟାର ପରୀକ୍ଷା ଖାତାର ମୂଲ୍ୟାଙ୍କନ ଆରମ୍ଭ…

ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକୋ

ବୁଗୁଡ଼ା,୩୦ା୬(ଡି.ଏନ୍‌.ଏ.)- ବୁଗୁଡ଼ା ବ୍ଲକ ବିରଞ୍ଚତ୍ପୁର ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅବଧି ପୂରଣ କରି ଘରକୁ ଫେରିଥିବା ପ୍ରବାସୀ ଓଡ଼ିଆ ସହାୟତା ରାଶି ଦାବିରେ ମଙ୍ଗଳବାର ବିରଞ୍ଚତ୍ପୁର…

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ଏହି ୟୁଟ୍ୟୁବର୍‌ଙ୍କୁ ମିଳୁଛି ଶୁଭେଚ୍ଛା

ଭାରତ-ଚାଇନା ମଧ୍ୟରେ ସୀମା ଉତ୍ତେଜନା ଲାଗି ରହିଛି। ଏସବୁ ମଧ୍ୟରେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌(ନିଷିଦ୍ଧ) କରିଦେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି…

କରୋନାରେ ମୃତ ଯୁବକଙ୍କ ପରିବାରକୁ ୧୪ ଲକ୍ଷ ଟଙ୍କାର ମେଡିକାଲ ବିଲ୍‌

ନୋଏଡା, ୩୦।୬- କରୋନାରେ ମୃତ୍ୟୁବରଣ କରିଥିବା ଜଣେ ଯୁବକଙ୍କ ପରିବାରକୁ ମେଡିକାଲ ପକ୍ଷରୁ ଚିକିତ୍ସା ଖର୍ଚ୍ଚ ବାବଦକୁ ୧୪ ଲକ୍ଷ ଟଙ୍କା ବିଲ୍‌ ଦିଆଯାଇଛି। ନୋଏଡାର ଗୌତମ…

ରାଷ୍ଟ୍ରପତିଙ୍କ ଭଳି ଦେଖାଯାଉଥିବାରୁ ଗାୟକଙ୍କ ସହ ଏଭଳି କଲା ଚାଇନା

ଚାଇନାର ଅଜବ ନିୟମ। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଭଳି ଦେଖାଯାଉଥିବା କାରଣରୁ ଜଣେ କଳାକାରଙ୍କ ଉପରେ ରୋକ ଲାଗିଛି। ତାଙ୍କର ଦୋଷ ଏତିକି ଯେ, ସେ ରାଷ୍ଟ୍ରପତିଙ୍କ…

ଟିକଟକ୍ ସହ ୫୯ଟି ଆପ୍ ବ୍ୟାନ୍

ଲଦାଖରେ ଭାରତ-ଚାଇନା ସୀମା ବିବାଦ ରେ ଚାଇନାକୁ ବୟକଟ୍ କରିବାକୁ ସବୁ ମହଲରୁ ସ୍ୱର ଉତ୍ତୋଳନ ପରେ ଦେଶରେ ଏବେ ଟିକ୍ ଟକ୍ ସହ ୫୯ଟି ଆପ୍…