Categories: Video

ସରିଲା ଛେରାପହଁରା, ବାହୁଡିବେ ମହାବାହୁ

ଛେରାପହଁରା ନୀତି ସମ୍ପନ୍ନ। ତିନି ରଥରେ ଛେରା ପହଁରା ନୀତି ସମ୍ପନ କଲେ ଗଜପତି ମହାରାଜା। ପ୍ରଥମେ ବଳଭଦ୍ରଙ୍କ ରଥ ଛେରା ପହଁରା କରିଥିଲେ ଗଜପତି, ତା ପରେ ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥିଲେ ଗଜପତି ମହାରାଜା।