୩୦ ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପ୍‌ ସେଲ୍‌ସମ୍ୟାନଙ୍କୁ ଗୁଳି

ନୋଏଡା, ୧।୭- ୧୦୦ ଟଙ୍କାର ପେଟ୍ରୋଲ ପକାଇ ୭୦ ଟଙ୍କା ଦେଲେ। ବାକି ୩୦ ଟଙ୍କା ମାଗିବାରୁ ରାଗିଯାଇ ପେଟ୍ରୋଲ ପମ୍ପ ସେଲ୍‌ସମ୍ୟାନଙ୍କୁ ଗୁଳି ମାରିଦେଲେ ଦୁବୃର୍ତ୍ତ।…

ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା: କିଲୋମିଟର ପିଛା ନୂଆ ଦର କେତେ ହେଲା ଜାଣନ୍ତୁ…

ଭୁବନେଶ୍ୱର,୧ା୭(ବ୍ୟୁରୋ)-ରାଜ୍ୟରେ ପୁଣି ବସ୍‌ ଭଡ଼ା ବୃଦ୍ଧି ପାଇଛି। ୧୫ ଦିନ ମଧ୍ୟରେ ଦୁଇଥର ବସ୍‌ ଭଡ଼ା ବଢିଲାଣି। ୨୦୨୦ ଜୁନ୍‌ ୧୬ ତାରିଖରେ ରାଜ୍ୟ ସରକାର ଭଡ଼ା…

ଭାରତୀୟ କ୍ରିକେଟର୍‌ଙ୍କୁ ଟି-ଶାର୍ଟ ପ୍ରଦାନ କରିଥିଲେ ଏହି ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ, ୧।୭- ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁବର୍ଷ ହେବ ଦ୍ୱିପାକ୍ଷିକ କ୍ରିକେଟ୍‌ ସିରିଜ ଅନୁଷ୍ଠିତ ହୋଇନାହିଁ। ଦୁଇଦେଶର କ୍ରିକେଟ୍‌ ପ୍ରଶଂସକ ଏବେବି…

ଚାଇନା କେବେ ଭାରତର ବନ୍ଧୁ ହୋଇ ନ ପାରେ: ବାବା ରାମଦେବ

ହରିଦ୍ୱାର,୧।୭: ଚାଇନାକୁ ପ୍ରବଞ୍ଚକ ଓ ସାମ୍ରାଜ୍ୟବାଦୀ କହିବା ସହ ସେ କେବେ ହେଲେ ଭାରତର ବନ୍ଧୁ ବା ମିତ୍ର ହୋଇ ନ ପାରେ ବୋଲି କହିଛନ୍ତି ଯୋଗଗୁରୁ…

ଧନ ସଞ୍ଚୟ, ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ସମ୍ବନ୍ଧରେ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାର ଅନୁସରଣ କରିବା ଦ୍ୱାରା ଜୀବନ ସମୃଦ୍ଧ ଏବଂ ଉଲ୍ଲାସପୂର୍ଣ୍ଣ ହୋଇଥାଏ।…

ଗର୍ଲ ଫ୍ରେଣ୍ଡଙ୍କୁ ଦେଖା କରିବାକୁ ଲକ୍‌ଡାଉନ ନିୟମ ଭାଙ୍ଗିଲେ ୭୧ ବର୍ଷର ମେୟର: ସିଡିଚଢି ଝରକା ବାଟେ କଥା ହେଲେ

ଲିସେଷ୍ଟର ସିଟି: ବ୍ରିଟେନର ଲିସେଷ୍ଟର ସିଟିରେ ଜଣେ ୭୧ ବର୍ଷ ବୟସ୍କ ଲେବର ପାର୍ଟିର ମେୟର ସର୍‌ ପିଟର ସୋଲସବିଙ୍କର ଏବେ ବେଶ ‌ ଚର୍ଚ୍ଚା ହେଉଛି।…

ଏହି ୫ ସଙ୍କେତକୁ କରନ୍ତୁନି ଅଣଦେଖା: ସମୟ ଥାଉ ଥାଉ ବଞ୍ଚେଇ ପାରିବେ ସମ୍ପର୍କ

ଯେକୌଣସି ସଂପର୍କ ହେଉନା କାହିଁକି ସେଥିରେ ପ୍ରେମ ରହିବା ଅତ୍ୟନ୍ତ ଜରୁରୀ। ବିଶେଷ ଭାବେ ସେତେବେଳେ ଯେତେବେଳେ ଆପଣ ଆପଣଙ୍କର ସମଗ୍ର ଜୀବନକୁ କାହା ସହିତ ବିତାଉଛନ୍ତି।…

ରୋହିତ୍‌ଙ୍କୁ ବିଶ୍ୱର ସର୍ବକାଳୀନ ମହାନ ଓପନର୍‌ କହିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ, ୧।୭- ଏକଦିବସୀୟ କ୍ରିକେଟ୍‌ରେ ବଡ଼ ଶତକୀୟ ଇନିଂସ ଖେଳିବାର ଦକ୍ଷତା ରଖୁଥିବା ରୋହିତ୍‌ ଶର୍ମାଙ୍କୁ ଏହି ଫର୍ମାଟ୍‌ର ଶ୍ରେଷ୍ଠ ଓପନର୍‌ ମାନ୍ୟତା ଦେଇଛି ବୋଲି ପୂର୍ବତନ…

ଭାରତରେ ପ୍ରଥମ ଥର ପାଇଁ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌ ‘ସୁପର ଆନାକୋଣ୍ଡା’

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦେଶରେ ପ୍ରଥମ ଥର ପାଇଁ ୨ କିଲୋମିଟର ଲମ୍ବା ଟ୍ରେନ୍‌ ଚଳାଚଳ କରୁଛି। ଏହି…

ଚାଇନାକୁ ଡବଲ ଝଟ୍‌କା: ଭାରତ ପରେ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇପାରେ ଏହି ଦେଶ

ଓ୍ବାଶିଂଟନ୍‌,୧।୭: ଭାରତରେ ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ଆମେରିକାରେ ଏହାର ବ୍ୟାନ ନେଇ ଚର୍ଚ୍ଚା ହେଉଛି। ଏହାକୁ କେତେକ…