ପ୍ରଥମେ ଚାଇନାରେ କେମିତି ବ୍ୟାପିଥିଲା କରୋନା, ଡବ୍ଲୁଏଚ୍‌ଓ ଯାଞ୍ଚ୍‌ ପୂର୍ବରୁ ହେଲା ଖୁଲାସା

ବେଜିଂ,୫।୭: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭୂତାଣୁ ୨୧୩ଟି ଏବେ କାୟା ବିସ୍ତାର କରିଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ୭ ବର୍ଷ ପୂର୍ବେ ଚାଇନାରେ…

କଟକରେ ହେବ ଆଣ୍ଟିଜେନ୍‌ ଟେଷ୍ଟ

କଟକ ଅଫିସ,୫।୭-କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ସ୍ଥିତି…

ଆଇପିଏଲ୍‌ରେ ୧୫.୫ କୋଟିରେ ନିଲାମୀ ସତ୍ତ୍ୱେ ବଦଳିନି ଏହି ଖେଳାଳିଙ୍କ ଜୀବନ

ନୂଆଦିଲ୍ଲୀ, ୫।୭- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି ସବୁ ଖେଳାଳିଙ୍କ ସ୍ବପ୍ନ ରହିଥାଏ। ଆଇପିଏଲ୍‌ ଖେଳିବା ଦ୍ୱାରା…

ବୃଦ୍ଧାଙ୍କ ଜୀବନ ନେଲା ପାଗଳା ଗାଈ

ବୌଦ୍ଧ,୫।୭(ସ୍ବ.ପ୍ର)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଗଳା ଗାଈ ଆକ୍ରମଣରେ ସେହି ଗ୍ରାମର ଜଣେ ୮୦ ବର୍ଷିୟା…

ଏହି ମହିଳାଙ୍କୁ ପ୍ରଥମଥର ଦେଖି କାନ୍ଦିଥିଲେ ଶିଳ୍ପା ସେଟ୍ଟୀ

ବଲିଉଡର କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ବଲିଉଡ୍‌ରେ ‘ମାଷ୍ଟରଜୀ’ ଭାବେ ପରିଚିତ ସରୋଜଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରୀର ଅନେକ କଳାକାର ତାଙ୍କୁ ଶେଷ ବିଦାୟ…

କରୋନା ଲାଗି କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ୍‌ ଅଫିସ ୭ ଦିନ ବନ୍ଦ

କୋଲକାତା, ୫।୭- ସ୍ଥାନୀୟ ଐତିହାସିକ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡର ଜଣେ ଅସ୍ଥାୟୀ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି)…

ବସ୍‌ରେ ଆରମ୍ଭ ହୋଇଥିଲା ଏହି ପ୍ରସିଦ୍ଧ ଭାଜପା ନେତାଙ୍କ ଲଭ୍‌ଷ୍ଟୋରୀ

ଭାରତୀୟ ଜନତା ପାର୍ଟିର ପ୍ରସିଦ୍ଧ ନେତା ଶାହନୱାଜ ହୁସେନ ଦିଲ୍ଲୀର ହିନ୍ଦୁ ଯୁବତୀ ରେଣୁଙ୍କୁ ବିବାହ କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ୯ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା…

ଆଫ୍ରିଦୀଙ୍କ ବିବାଦୀୟ ବୟାନ: ହାରିବା ପରେ ପାକିସ୍ତାନ ନିକଟରେ କ୍ଷମା ମାଗୁଥିଲା ଭାରତ

କରାଚୀ, ୫।୭- ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦୀ ନିଜର ବିବାଦୀୟ ବୟାନ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଭାରତ…

ମିଳିଲାନି ସାହାଯ୍ୟ, ମା’ଙ୍କ ମୃତଦେହକୁ ବ୍ୟାଗ୍‌ରେ ବାନ୍ଧି ନେଲେ ପୁଅ

ମୁମ୍ବାଇ,୫।୭: ମୁମ୍ବାଇର ଏକ ଡାକ୍ତରଖାନାରେ କର୍ମଚାରୀଙ୍କ ଉଦାସୀନତା ହେତୁ ଜଣେ ଯୁବକ ନିଜ ମା’ଙ୍କ ମୃତଦେହକୁ ଏକ ବ୍ୟାଗରେ ପୂରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। କରୋନା…

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ସହି ପାରିଲେନି: ଏମ୍‌କେସିଜିରେ ଆଖି ବୁଜିଲେ ନାବାଳିକା ପ୍ରଶଂସକ

ବ୍ରହ୍ମପୁର ଅଫିସ,୫।୭: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଖବରକୁ ସହଜରେ ଗହଣ କରିପାରୁ ନାହାନ୍ତି ପ୍ରଶଂସକ। ଏଭଳି ତାଙ୍କ ଆତ୍ମହତ୍ୟା ପରେ ତାଙ୍କ କେତେଜଣ…