CORONAVIRUS UPDATE: ଆଉ ୧୪୩ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୩୮୮କୁ ବୃଦ୍ଧି

ଭୁବନେଶ୍ୱର, ୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୨ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୧୧ ଲୋକାଲ କେସ୍‌…

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୋଲିସ ମଙ୍ଗଳବାର ଅପରାହ୍ନରେ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିଛି।…

ଆରମ୍ଭ ହେଲା କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ। ବୈଠକରେ ଅନେକ ଗୁରୁତ୍ପୁର୍ଣ୍ଣ…

ଭୁବନେଶ୍ୱରରେ ହେବନି କଣ୍ଟେନମେଣ୍ଟ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ କଣ୍ଟେନମେଣ୍ଟ ଜୋନ୍‌ ହେବ ନାହିଁ। ସିଲ କିମ୍ବା କଣ୍ଟେନମେଣ୍ଟ ଜୋନ କରାଯିବ ନାହିଁ । ଆବଶ୍ୟକ ହେଲେ ରାଜ୍ୟ…

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରତିବାଦ, ଅର୍ଦ୍ଧଦଗ୍ଧ ମୃତଦେହ ନେଇ ପଳାଇଲେ ପରିବାର ଲୋକେ

ଶ୍ରୀନଗର,୩।୬: କରୋନା ସଂକ୍ରମଣକୁ ନେଇ ଲୋକେ ଏତେ ମାତ୍ରାରେ ଭୟଭୀତ ଅଛନ୍ତି ଯେ, ପୀଡିତ ଲୋକଙ୍କଠାରୁ ଦୂରେଇ ରହିବା ସହ ସାର୍ବଜନୀନ ଶ୍ମଶାନରେ ମୃତ କରୋନା ରୋଗୀଙ୍କ…

ବଦଳିଲା ପାର୍କ ସମୟ: ଶଟ୍‌ଡାଉନ୍‌ରେ ବନ୍ଦ

ଭୁବନେଶ୍ୱର, ୩।୬(ବ୍ୟୁରୋ): ବିଏମ୍‌ସି ଅଧୀନ ସବୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ୫ ଟାରୁ ୧୦ଟା ଓ ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା ଯାଏ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ: ଇସ୍ତଫା ପ୍ରତ୍ୟାହାର କରିବେ ଜଗନ୍ନାଥ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି। ମଙ୍ଗଳବାର…

ବାତ୍ୟା ନିସର୍ଗକୁ ନେଇ ଚିନ୍ତାରେ ବଲିଉଡ୍‌ ଷ୍ଟାର୍‌, ଲୋକଙ୍କୁ ସତର୍କ ରହିବାକୁ ଦେଲେ ପରାମର୍ଶ

ବାତ୍ୟା ଅମ୍ଫନ୍‌ ପରେ ଏବେ ‘ନିସର୍ଗ’କୁ ନେଇ ଚିନ୍ତା ବଢିଯାଇଛି। ଏହି ବାତ୍ୟାର ପ୍ରଭାବ ମହାରାଷ୍ଟ୍ର ଏବଂ ଗୁଜରାଟ ଉପରେ ରହିଛି। ବୁଧବାର ଅପରାହ୍ନରେ ବାତ୍ୟା ନିସର୍ଗ…

ଶିକ୍ଷାବିତ୍‌ ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର, ୩।୬(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ, ପ୍ରାବନ୍ଧିକ ତଥା ସମାଲୋଚନ ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଆଉ ନାହାନ୍ତି। ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି। ଗତ କିଛି ଦିନ…

ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲା: ୩ ବର୍ଷ ପରେ ଗିରଫ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଘଟଣାର ୩…