୬ଦଫା ଦାବିରେ କୃଷକ ମହାସଂଘର ସ୍ମାରକପତ୍ର

ଜଳେଶ୍ୱର,୩।୬(ସ୍ବ.ପ୍ର)- ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା କୃଷକ ମହାସଂଘ ପକ୍ଷରୁ ବୁଧବାର ୬ଦଫା ଦାବି ନେଇ ଏକ ସ୍ମାରକପତ୍ର କୃଷି ଜିଲା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ…

ଓଡ଼ିଶା: ଆଜିର ଫଟୋ (ଜୁନ୍ ୩, ୨୦୨୦)

ପଙ୍ଗପାଳ ଆକ୍ରମଣ ପ୍ରତିହତ ଲାଗି ଅଭ୍ୟାସ କରୁଛନ୍ତି ଅଗ୍ନିଶମ କର୍ମଚାରୀ   ମଣିପୁରରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଥିବା ପ୍ରବାସୀ   ସ୍ନାନଯାତ୍ରା ଅବ୍ୟବହିତ ପୂର୍ବରୁ…

ରାଜଧାନୀରେ ଚାଞ୍ଚଲ୍ୟ: ଶିଶୁର ତଣ୍ଟି ଚିପି ହତ୍ୟା ପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୩ା୬ (ବ୍ୟୁରୋ)-ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆ ରାଜୀବନଗରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ରହୁଥିବା ଜଣେ ମହିଳା ଅତି ନୃଶଂସ ଭାବେ ଜଣେ…

ବଜ୍ରପାତରେ ଗଲା ୭ ଗୋରୁଙ୍କ ଜୀବନ

ଶଙ୍କରାଖୋଲ,୩ା୬(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ବସ୍ତିଙ୍ଗିଆ ପଞ୍ଚାୟତ ନିକଟ ଗୁଡିରିଗଁାରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ୭ଗୋରୁଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେର ଗୋରୁଗୁଡିକ ଚରୁଥିବାବେଳେ ବର୍ଷା ହେବାରୁ ଆମ୍ବଗଛ…

ମୁମ୍ବାଇ ଆସିବା ପୂର୍ବରୁ ଦୁର୍ବଳ ହେଲା ନିସର୍ଗ: ବର୍ଷା ଜାରି, ଟଳିଲା ବଡ଼ ବିପଦ

ମୁମ୍ବାଇ, ୩।୬: ମୁମ୍ବାଇ ମୁହାଁ ହେବା ପୂର୍ବରୁ ସାମୁଦ୍ରିକ ଝଡ଼ ନିସର୍ଗ ଦୁର୍ବଳ ହୋଇଯାଇଛି। ଏହା ଦକ୍ଷିଣ ଦିଗରେ ଆଗକୁ ଗତି କରିଛି। ଫଳରେ ମୁମ୍ବାଇ ଉପରେ…

ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ଦୂରଦର୍ଶନ

ପୁରୀ ଅଫିସ, ୩ା୬-ଆସନ୍ତା ୫ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରେ ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ କରିବେ। ପ୍ରତିବର୍ଷ ବିଭିନ୍ନ ଚ୍ୟାନେଲ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ କରି ଆସୁଥିଲେ।…

୨୪ ଘଣ୍ଟାରେ ସୁସ୍ଥ ହେଲେ ୪ ହଜାର ୭୭୬

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୭୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…

ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନି: ଜିଲାପାଳ

ଛତ୍ରପୁର,୩।୬(ଡି.ଏନ.ଏ.)-ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସଂଖ୍ୟା ଗଞ୍ଜାମ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ…

ବଡଜୟୀପୁର ଗ୍ରାମରେ ଅଜଣା କୀଟ

ଖଇରା,୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବଡଜୟୀପୁର ଗ୍ରାମରେ ଅଜଣା କୀଟକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ଏହି କୀଟ ଗୁଡିକ ଗ୍ରାମ ନିକଟସ୍ଥ ଗୋପିଆସ୍ଥ…

କାନ୍ତକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି : ଦ୍ୱିତୀୟ ଦିନରେ ଧାରଣା

ଭଦ୍ରକ ଅଫିସ,୩ା୫- କାନ୍ତକବି ମଞ୍ଚ ପକ୍ଷରୁ ବାଇପାସ ନିକଟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ଦାବିରେ ବୁଧବାର ଦ୍ୱିତୀୟ ଦିନରେ ଧାରଣା ଓ ପ୍ରତିବାଦ ସଭା…