ବମିଖାଲ ଓଭରବ୍ରିଜରେ ଝୁଲୁଛି ବିପଦ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ଅଧିକାରୀଙ୍କ ଅବହେଳା ପାଇଁ ନିର୍ମାଣ ସମୟରେ ବମିଖାଲ ଓଭରବ୍ରିଜ୍‌ ୨ ଜୀବନ ନେଇଥିଲା। ଜଣେ ଶିଶୁ ସମେତ ୧୧ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏବେ ଦାୟିତ୍ୱରେ…

କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ

ଇନ୍ଦୋର, ୨୬ା୭ (ପି.ଟି.)-କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପୂର୍ବତନ ଅମ୍ପାୟର ରାଜୀବ ରିସୋଦକର। ମର୍ଯ୍ୟାଦାପୂର୍ଣ୍ଣ ମେରିଲ୍‌ବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)ର ୱେବସାଇଟ୍‌ରେ…

ଆଉ ୫ ସହରରେ ଓଜେଇଇ ପରୀକ୍ଷା କେନ୍ଦ୍ର: ଆବେଦନ ଦାଖଲ ତାରିଖ ୩୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କର୍ତ୍ତୃପକ୍ଷ ଆଉ ୫ଟି ସହରରେ ଅନ୍‌ଲାଇନ୍‌ ପରୀକ୍ଷା କେନ୍ଦ୍ର ବୃଦ୍ଧି କରିଛନ୍ତି।…

କାରଗିଲ ବିଜୟ ଦିବସକୁ ପୂରଣ ହେଲା ୨୧ ବର୍ଷ

ନୂଆଦିଲ୍ଲୀ,୨୬।୭: କାରଗିଲ ବିଜୟ ଦିବସକୁ ୨୧ ବର୍ଷ ପୂରଣ ହୋଇଥିବା ବେଳେ ଏବେ ସାରା ଦେଶ ଏହି ବିଜୟ ଗାଥାକୁ ମନେପକାଇ ଗୌରାବାନ୍ବିତ ହେଉଛି। ଆଜକୁ ଠିକ୍‌…

ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ୧୬ ଲୋକ କରୋନା ପଜିଟିଭ୍‌

ପାଟନା, ୨୬।୭: ଅନ୍ତିମ ସଂସ୍କାରରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୧୬ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ବିହାରର ପାଟନାଠାରୁ ୩୦ କିମି ଦୂରରେ ଥିବା…

ଖୁଚୁରା ବଜାରରେ କରୋନା ପ୍ରହାର: ବ୍ୟବସାୟିକ କ୍ଷତି ୩ ହଜାର କୋଟି

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଏବଂ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ରିଟେଲ ବିଜ୍‌ନେସ୍‌ ବା ଖୁଚୁରା ବ୍ୟବସାୟ ବିଶେଷମାତ୍ରାରେ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ୩ହଜାର କୋଟି…

ଶ୍ୱାସରୁଦ୍ଧ ହୋଇ ୪୩ ଗାଈ ମୃତ

ବିଳାସପୁର,୨୬ା୭(ପି.ଟି.): ଛତିଶଗଡ଼ର ବିଳାସପୁର ଜିଲା ଅନ୍ତର୍ଗତ ଏକ ପଞ୍ଚାୟତ ବିଲ୍ଡିଂର ଛୋଟ କୋଠରିରେ ୬୦ଟି ଗାଈଙ୍କୁ ବନ୍ଦ କରି ରଖାଯାଇଥିଲା। ସେଥିରୁ ୪୩ ଗାଈ ଶ୍ୱାସରୁଦ୍ଧ ହୋଇ…

ଆଉ ୬ ପୋସେଇଡନ୍‌ ବିମାନ କିଣିବ ଭାରତ

ନୂଆଦିଲ୍ଲୀ,୨୬ା୭: ଚାଇନା ସହ ସାମରିକ ବିବାଦ ଲାଗି ରହିଥିବାବେଳେ ଭାରତ ଆଉ ୬ଟି ପୋସେଇଡନ୍‌-୮ଆଇ ବିମାନ ଆମେରିକାରୁ କିଣିବାକୁ ଯାଉଛି। ଏଥିସହିତ ୬ଟି ପ୍ରେଡାଟର-ବି ସଶସ୍ତ୍ର ଡ୍ରୋନ୍‌…

ପୋଲ ନ ଥିବାରୁ ପାଠ ଛାଡୁଛନ୍ତି ପିଲା

ଛେଣ୍ଡିପଦା,୨୫ା୭(ସ୍ବ.ପ୍ର.)  ଗାଁକୁ ଭଲ ରାସ୍ତାଟିଏ ନାହିଁ। ଚାରିପଟୁ ଘେରି ରହିଛି  ନୁହୁରାଣୀ ଓ ବାଇଶିନାଳିଆ ନଦୀ। ବର୍ଷ ତମାମ ସେଥିରେ ପାଣି ରହୁଥିବାରୁ ଯାତାୟାତ ବେଶ୍‌ କଷ୍ଟକର।…

ଗଭର୍ନରଙ୍କ ଗିରଫ ପ୍ରତିବାଦରେ ରୁଷିଆରେ ବିକ୍ଷୋଭ

ଖବରୋଭସ୍କ,୨୬ା୭: ଏକ ହତ୍ୟା ଅଭିଯୋଗରେ ରୁଷିଆର ଆଞ୍ଚଳିକ ଗଭର୍ନର ସେର୍‌ଗେଇ ଫୁର୍‌ଗାଲଙ୍କୁ ଗିରଫ କରାଯିବା ପ୍ରତିବାଦରେ ଶନିବାର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ। ଚାଇନା…