ଅମିତ ଶାହାଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୮(ବ୍ୟୁରୋ)-କରୋନାରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା…

ଯୁବକଙ୍କ ମୁଣ୍ଡ କାଟି ହତ୍ୟା ଘଟଣା: ପରକୀୟା ପ୍ରୀତିରୁ ସ୍ତ୍ରୀ ଦ୍ୱାରା ଡାକି ହତ୍ୟା

ସୋରଡା,୨ା୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡ଼ଗଡ଼ ଥାନା ଏକଲପୁର ଗ୍ରାମ ନିକଟ କେଶବ ତୋଟା ପାଖ ବିଲମାଳରୁ ବୋରସିଂର ନୀଳାଞ୍ଚଳ ପ୍ରଧାନ (୨୩)ଙ୍କ ମୃତଦେହ ଗୁରୁବାର…

ଛେଳି ହତ୍ୟା ଅଭିଯୋଗରେ ମିଳିଲା ଏମିତି ଦଣ୍ଡ

ରାଞ୍ଚି,୨।୮: ଝାଡଖଣ୍ଡର ଗିରିଡିହ ଜିଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଘାଗାଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଛେଳି ହତ୍ୟା ଅଭିଯୋଗରେ ଦୁଇଜଣ ଦଳିତ ଯୁବକଙ୍କୁ…

କଟକରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୨।୮-କଟକ ସହରରେ ରବିବାର ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୪୯ ଜଣ ଚିହ୍ନଟ ହୋଇଥିବାବେଳେ ୬ ଲୋକାଲ…

କରୋନା ଲଢେଇ ଜିତିବା ପରେ ଏମିତି କହିଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଲଢେଇ ଜିତିଛନ୍ତି। କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରଖଶନାରୁ ଛୁଟି…

ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କୁ କରୋନା

ଲକ୍ଷ୍ନୌ,୨।୮-ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହଙ୍କ ରବିବାର କରୋନା ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ପ୍ରାଥମିକ କରୋନା…

ରାଜ୍ୟପାଳଙ୍କୁ କରୋନା

ଚେନ୍ନାଇ,୨।୮: ଏବେ ସାରା ଦେଶରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି। ଏବେ କରୋନାରେ ବଡ ବଡ ନେତା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। ଏହିକ୍ରମରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ…

ସୋମବାରଠାରୁ କାମାକ୍ଷାନଗର ଏନ୍‌ଏସି ଶଟ୍‌ଡାଉନ

କାମାକ୍ଷାନଗର,୨।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିକୁ ଆସନ୍ତାକାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏନ୍‌ଏସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜିଲାପାଳ…

ପୋଲିସ ଗାଡିରେ ବସି ଫଟୋ ଉଠାଇବା ମହଙ୍ଗା ପଡ଼ିଲା: ବନ୍ଧା ହେଲେ ୩ ଯୁବକ

ମୁଜାଫାନଗର,୨।୮-ପୋଲିସ ଗାଡିରେ ବସି ଫଟୋ ଉଠାଇ ଭାଇରାଲ କରିବା ୩ ଯୁବକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସ ରବିବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।…

ଏଣିକି ହେଲମେଟ୍‌ ଉପରେ ନଜର ରଖିବେ ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୮:ସାଧାରଣତଃ ଚାଲାଣରୁ ବର୍ତ୍ତିବା ପାଇଁ କିଛି ଲୋକ ଯେକୌଣସି ପ୍ରକାରର ହେଲମେଟ ପିନ୍ଧନ୍ତି। ଯାହା ସୁରକ୍ଷା ଦୃଷ୍ଟିକୋଣରୁ ବେଳେବେଳେ ବିପଜ୍ଜନକ ପ୍ରମାଣିତ ହୁଏ। କାରଣ ସଡ଼କ ଦୁର୍ଘଟଣା…