୪ ପିଲାଙ୍କ ମା’ ସାଜୁଥିଲେ କନ୍ୟା: ଚତୁର୍ଥୀ ରାତି ପୂର୍ବରୁ ବରଘରେ ବୁଲାଉଥିଲେ କଳାକନା

ଭୋପାଳ, ୮।୮: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ପାଖରେ ଟଙ୍କାର ଅଭାବ ଦେଖାଦେଇଛି।…

ଭାରତ-ଚାଇନା ମଧ୍ୟରେ ହେବ ମେଜର ଜେନେରାଲ ସ୍ତରରେ କଥାବାର୍ତ୍ତା

ନୂଆଦିଲ୍ଲୀ,୮।୮: ଭାରତ-ଚାଇନା ମଧ୍ୟରେ ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ ଶନିବାର ଦୌଲତ ବେଗ ଓଲଡିରେ ମେଜର ଜେନେରାଲ ସ୍ତରରେ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି। ତେବେ…

କୁକୁର ଫଜ୍‌ର ବେଲ୍ଟରେ ସୁଶାନ୍ତ ସିଂ ରାଜପୁତଙ୍କୁ କରାଯାଇଛି ହତ୍ୟା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି।…

ସୁରକ୍ଷାକର୍ମୀ ଭୁଲିଗଲେ ମାନବିକତା: ହସ୍ପିଟାଲରେ ଅତି ନିର୍ମମ ଭାବେ ପିଟିଲେ ବୃଦ୍ଧାଙ୍କୁ

ପ୍ରୟାଗରାଜ,୮।୮: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ମନକୁ ଦୋହଲାଇ ଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ସେଠାକାର ଏସ୍‌ଆର୍‌ଏନ୍‌ ହସ୍ପିଟାଲରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି…

୭୪୦ ଟନ୍‌ ବାରୁଦ ଗଦାରେ ଚେନ୍ନାଇ: ସତର୍କ ସୂଚନା ଜାରି

ଚେନ୍ନାଇ, ୮।୮: ଲେବାନନ୍‌ର ବେରୁଟ୍‌ରେ ୨୭୫୦ ଟନ୍‌ ଏମୋନିୟମ୍‌ ନାଇଟ୍ରେଟ୍‌ର ବିସ୍ପୋରଣ ହେବା ପରେ ଏହାର ଛାତିଥରା ଦୃଶ୍ୟ ସାରା ପୃଥିବୀରେ ଚହଳ ସୃଷ୍ଟି କରିଛି। ଏପରିସ୍ଥଳେ…

ନୂଆ ନିୟମ ସହ ଏହି ଦିନ ଆରମ୍ଭ ହେବ ବିଗ୍‌ ବସ ସିଜିନ-୧୪

ମୁମ୍ବାଇ: ଟେଲିଭିଜନର ବେଶ୍‌ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ ବସର ନୂଆ ସିଜିନ୍‌ ପୁଣି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର ୨୭ରେ…

୧୦ ଦିନରେ ୫ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୧୦ ଦିନ ଧରି ଦେଶରେ ନୂଆ…

ଶପଥ ନେଲେ ମୁର୍ମୁ

ନୂଆଦିଲ୍ଲୀ,୮।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ…

ସାଇବର ଅପରାଧୀ ବ୍ୟାକରଣ ପଢ଼ିବେ

ନାଗପୁର: ସାଇବର ଅପରାଧୀ ପଢ଼ିବେ ବ୍ୟାକରଣ ପାଠ। ଆଉ ସେମାନଙ୍କୁ ଏଇ ପାଠ ପଢ଼ାଇବେ ନାଗପୁର ପୋଲିସ୍‌। ସାଇବର ଅପରାଧୀଙ୍କ ଉଦ୍ଦେଶ୍ୟରେ ଏମିତି ଏକ ଟୁଇଟ୍‌ କରି…

ଶପିଂ ମଲ୍‌ରେ ପେଙ୍ଗୁଇନ୍‌

ଓ୍ବାଶିଂଟନ: ସବୁ ଦେଶରେ ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ସ୍ଥାନରେ ପଶୁପକ୍ଷୀମାନଙ୍କର ଅବାଧ ବିଚରଣ ଦେଖିବାକୁ ମିଳୁଛି। କେଉଁଠି ବାଘ, ସିଂହ ଭଳି ଜଙ୍ଗଲୀ ପଶୁ ରାସ୍ତା ଉପରେ…