ସମୟସୀମା ସ୍ପଷ୍ଟ କରନ୍ତୁ ସରକାର

କଟକ ଅଫିସ,୨୫।୮: କରୋନା ମହାମାରୀ ଯୋଗୁ ଦୀର୍ଘ ୫ ମାସ ଧରି ବନ୍ଦ ପଡ଼ିଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ୨ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।…

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷାଫଳ: ଜାଣନ୍ତୁ କାହିଁକି ହେଲା ବିଳମ୍ବ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ପରୀକ୍ଷାଫଳ ପ୍ରକାଶ ପାଇବ। ଏହା ସହ ଯୁକ୍ତ ଦୁଇ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ସେହିଦିନ ପ୍ରକାଶ…

ନିଜ ଓଜନ ବିଷୟରେ ଖୁଲାସା କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ସିଙ୍ଗର୍‌

ଝିଅମାନେ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଯେତେବେଳେ ସେମାନଙ୍କର ଓଜନ ଏବଂ ବୟସ କଥା ଆସେ, ସେମାନେ ଅନ୍ୟ କଥା…

ମାଗଣାରେ ମିଳିବ କରୋନା ଟିକା: ୩ ହଜାର କୋଟି ଖର୍ଚ୍ଚ କରିବେ ମୋଦି ସରକାର !

ନୂଆଦିଲ୍ଲୀ, ୨୫।୮: ଦେଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କରୋନା ଲଢ଼େଇକୁ ଜୋର୍‌ଦାର କରିଛନ୍ତି। ଲୋକଙ୍କୁ ଶସ୍ତା ଦାମରେ…

ମହିଳାଙ୍କ ମେକ୍‌ଅପ୍‌ କରନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ

ବିଶ୍ୱର ସବୁଠାରୁ ବିପଜ୍ଜନକ ବୋଲରଙ୍କ ମଧ୍ୟରୁ ଅନ୍ୟତମ ନ୍ୟୁଜିଲାଣ୍ଡର ତାରକା ବୋଲର ଟିମ୍‌ ସାଉଥିଙ୍କ ସ୍ତ୍ରୀ ବ୍ରାଇ ଫାହି ମଧ୍ୟ ତାଙ୍କ ଭଳି ପ୍ରତିଭାର ଅଧିକାରୀ। ବ୍ରାଇ…

୨୦ ବର୍ଷ ଯୁବକ ପାଲଟିଲେ ହ୍ୟୁମାନ୍‌ କାଲକୁଲେଟର: ଆଖିପିଛୁଳାକେ କରୁଛନ୍ତି ବଡ଼ ବଡ଼ ହିସାବ

ହାଇଦ୍ରାବାଦ୍‌, ୨୫।୮: ଆଖିପିଛୁଳାକେ ବଡ଼ ବଡ଼ ହିସାବ କରି ତେଲେଙ୍ଗାନାର ୨୦ ବର୍ଷ ଯୁବକ ଭାନୁ ପ୍ରକାଶ ଲିମ୍ପ୍‌କା ବୁକ୍‌ରେ ରେକର୍ଡ କରିଛନ୍ତି। ଏବେ ତାଙ୍କ ନାମ…

ଆନ୍ଥ୍ରାକ୍ସ ଆଳରେ ଚାପି ଦିଆଯାଉଛି ହାତୀ ମୃତ୍ୟୁ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ୭୮୪ ହାତୀ ମରିଛନ୍ତି। କେବଳ ଚଳିତବର୍ଷ ଅଗଷ୍ଟ ୨୩ ସୁଦ୍ଧା ୩୬ ହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌…

ଅନ୍‌ଲାଇନ୍‌ ଅର୍ଡର କରିଥିଲେ ଡ୍ରେସ୍‌, ପାର୍ସଲ ଖୋଲିବାରୁ ଉଡିଗଲା ହୋସ୍‌

ଅନଲାଇନ ଅର୍ଡର ଦେବାପରେ ଲୋକମାନେ ଉତ୍ସାହର ସହିତ ଡେଲିଭରିକୁ ଅପେକ୍ଷା କରିଥାନ୍ତି। ଯଦି ସେ ଦେଖିଥିବା ତାଙ୍କ ମନ ପସନ୍ଦ ଜିନିଷ ମିଳେ ନାହିଁ, ତେବେ ମନରେ…

ଡିସେମ୍ବର ୩୧ ଯାଏ ଗାଡ଼ି କାଗଜପତ୍ର ଅବଧି ବୃଦ୍ଧି

କଟକ ଅଫିସ,୨୫।୮: ସମସ୍ତ ପ୍ରକାର ଯାନବାହନ କାଗଜପତ୍ରର ବୈଧତାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏନେଇ ଘୋଷଣା…

ଲଘୁଚାପ: ୨୭ ଯାଏ ପ୍ରବଳ ବର୍ଷା: ସ୍ଥିତି ଉପରେ ନଜର ରଖିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା…