ଆଖିରେ ପଟି ବାନ୍ଧି ପଞ୍ଜାବର ୬ ବର୍ଷର ବାଳକଙ୍କ ରେକର୍ଡ: ୧୬ ମିନିଟ୍‌ରେ ୧୬ କିମି କଲେ ସ୍କେଟିଂ

ଲୁଧିଆନା: ପଞ୍ଜାବର ଲୁଧିଆନାରେ ରହୁଥିବା ପ୍ରଣବ ଚୈାହାନ ଅନନ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି। ସେପ୍ଟେମ୍ବର ୪ ଅର୍ଥାତ ଶୁକ୍ରବାର ସେ ନିଜ ଆଖିରେ ପଟି ବାନ୍ଧି ୧୬…

ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ତିର୍ତ୍ତୋଲ,୫ା୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଶୁକ୍ରବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ…

ମାସ୍କ ନ ପିନ୍ଧିଲେ କରୋନାରେ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ: ଆମେରିକା

ଓ୍ବାଶିଂଟନ,୫।୯: କରୋନା ସଂକ୍ରମଣ ଆମେରିକାର ସ୍ଥିତିକୁ ବିଗାଡିବାରେ ଲାଗିଛି। ଏବେ ଆମେରିକାର ଡାଟା ବିଶ୍ଳେଷଣର କେତେଜଣ ବିଶେଷଜ୍ଞ କହିଛନ୍ତି ଯଦି ଆମେରିକାରେ ଲୋକ ମାସ୍କ ନ ପିନ୍ଧିବେ…

ଚାଇନା ସହିତ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବେ ୭ ଦେଶ…

ନୂଆଦିଲ୍ଲୀ , ୫।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଦୁଇଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତକୁ ୭ ଦେଶ ସମର୍ଥନ…

ମୁକେଶ ଅମ୍ବାନୀଙ୍କ ସମଦୁଣୀ କିଏ ଜାଣନ୍ତି? ମନମୋହନ ସିଂହଙ୍କ ସହ କରିଛନ୍ତି କାମ, ମିଳିଛି ପଦ୍ମଶ୍ରୀ ସମ୍ମାନ

ଏସିଆର ସବୁଠାରୁ ଧନୀବ୍ୟକ୍ତି ଏବଂ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ନିଜ ଝିଅ ଈଶାଙ୍କ ବିବାହ ଆନନ୍ଦ ପିରାମଲଙ୍କ ସହ କରିଛନ୍ତି। ଆନନ୍ଦ ପିରାମଲ ଏଣ୍ଟରପ୍ରାଇଜେସ୍‌ର…

ବାବୁ ମହଲ: ଡୁପ୍ଲିକେଟ୍‌ ସନିଆ | Babu Mahal #43 ‘Duplicate Sania’

ଠକିବା ପାଇଁ ଲୋକମାନେ ବିଭିନ୍ନ ବାଟ ଆପଣେଇ ଥାଆନ୍ତି, କିନ୍ତୁ ତାହାର ପରିଣତି କଣ ହୁଏ ତାହା ଏହି ଭିଡିଓ ମାଧ୍ୟମରେ ଦର୍ଶାଯାଇଛି। ଏଥର ‘ବାବୁମହଲ’ର ପ୍ରସଙ୍ଗ…

ଜୀବନରେ ଗୁରୁଙ୍କ ଭୂମିକା କଣ ? | Role of teachers in life

ଆଜି ହେଉଛି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥି । ଯାହାକୁ ଆମେ ଗୁରୁ ଦିବସ ଭାବେ ପାଳନ କରୁଛୁ । ଜଣେ ଶିଷ୍ୟର ଜୀବନ ସେବେ ସଫଳ…

ଘରେ ଲଗାନ୍ତୁ ଏହି ଗଛ, ଚୁମ୍ବକ ଭଳି ଟାଣି ହୋଇ ଆସିବ ଧନ

ବାସ୍ତୁଶାସ୍ତ୍ରରେ ଘରର ବିଭିନ୍ନ ଜିନିଷ ସମ୍ପର୍କରେ ଉଲ୍ଲେଖ ରହିଛି। କେଉଁଟି କଲେ ଶୁଭ ଫଳ ମିଳିଥାଏ, କେଉଁଟି କ୍ଷତି କରାଇଥାଏ ତାହା ମଧ୍ୟ ବର୍ଣ୍ଣନା ହୋଇଛି। ତେବେ…

ଆଜି ଆଉ ୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୫୩୮ରେ ପହଞ୍ଚିଲା

ଭୁବନେଶ୍ୱର,୫।୯(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୩୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ…

ଗୁରୁ ଦେବ ନମଃ | Guru Deva Namah

ଜୀବନରେ ସଫଳ ହେବାକୁ ହେଲେ ଶିକ୍ଷିତ ହେବା ଅଧିକ ଜରୁରୀ । ଶିକ୍ଷକ ଦେଶର ଭବିଷ୍ୟତକୁ ଗଢିବା ଏବଂ ଯୁବପିଢିଙ୍କ ଜୀବନକୁ ସଜାଡିବା ଓ ଏହାକୁ ସମ୍ପୂର୍ଣ୍ଣ…