ବନ୍ଦ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର,୧୪।୯(ବ୍ୟୁରୋ)-କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ କୋଭିଡ୍‌ କେୟାର ସେଣ୍ଟର(ସିସିସି), ଟେମ୍ପରାରି ମେଡିକାଲ ସେଣ୍ଟର (ଟିଏମ୍‌ସି) ଓ କୋଭିଡ୍‌ କେୟାର ହୋମ୍‌…

କରୋନା ସମୟରେ ଚୋର ନେଇଗଲା ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ

ପୁଣେ, ୧୪।୯: ପୁଣେର ଚକନ ଅଞ୍ଚଳରେ ହସ୍ପିଟାଲକୁ ଯୋଗାଣ ଉଦ୍ଦେଶ୍ୟରେ ରହିଥିବା ଏକ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଟୋ ଚୋରି ହୋଇଯାଇଛି। ଅଭିଯୋଗକାରୀ ଅଟୋ ମାଲିକ ହସ୍ପିଟାଲକୁ…

ବିରଳ ଦୁଇ ମୁଣ୍ଡିଆ ସାପ ଜବତ: ଜଣେ ଗିରଫ

ଲକ୍ଷ୍ନୌ,୧୪।୯-ବିରଳ ସାପ ଚୋରାଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶର ଖେରୀ ଜିଲା ମିତୋଲି ଥାନା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ କାସ୍ତା…

ନିଶାରେ ବଣୁଆ ହାତୀକୁ ନମସ୍କାର କରିବା ପଡ଼ିଲା ମହଙ୍ଗା

ରାଞ୍ଚି, ୧୪।୯: ନିଶାରେ ଥିବା ଜଣେ ବ୍ୟକ୍ତି ହିତାହିତ ଜ୍ଞାନ ଭୁଲି ଗୋଟିଏ ବଣୁଆ ହାତୀକୁ ନମସ୍କାର କରିବା ମହଙ୍ଗା ପଡ଼ିଛି। ହାତୀଟି ଏଥିରେ ଉତ୍ୟକ୍ତ ହୋଇ…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ମୁଖ୍ୟମନ୍ତ୍ରୀ

ଗୁରୁଗ୍ରାମ, ୧୪।୯: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର କରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ୬୬ ବର୍ଷୀୟ ଖଟ୍ଟର ସୋମବାର ରାଜଧାନୀ ଚଣ୍ଡିଗଡ଼ରେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୪, ୨୦୨୦)

ଭୁବନେଶ୍ୱରର ଓଲ୍ଡଟାଉନ୍ ଅଞ୍ଚଳରେ ବିଶ୍ୱକର୍ମାଙ୍କ ମାଟି ପ୍ରତିମାକୁ ଜଣେ କାରିଗର ଶେଷ ସ୍ପର୍ଶ ଦେଇଛନ୍ତି ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀମାନେ ସୋମବାର କଟକସ୍ଥିତ ରାଣୀହାଟ ହାଇସ୍କୁଲରେ ପରୀକ୍ଷା ହଲରେ ପ୍ରବେଶ…

ଏଭଳି ବୁଦ୍ଧି ପ୍ରୟୋଗ କରି ମେଣ୍ଢାଙ୍କ ଝଗଡ଼ା ଭାଙ୍ଗିଲା କୁକୁର, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ…

ଆଇପିଏଲ୍‌ରେ ସର୍ବାଧିକ ମ୍ୟାଚ୍‌ ଖେଳିଛି ଏହି ଟିମ୍‌

ନୂଆଦିଲ୍ଲୀ, ୧୪।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ…

କିଭଳି ନାଚୁଛି ପକ୍ଷୀ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ…

୨୯ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୧୪।୯(ବ୍ୟୁରୋ)-ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ। ଏଥର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ…