ଫିଫା ବିଶ୍ୱକପ୍‌ କ୍ୱାଲିଫାଇଂ: ବ୍ରାଜିଲ, ଆର୍ଜେଣ୍ଟିନା ଅଗ୍ରଣୀ

ସାଓ ପାଓଲୋ,୧୫।୧୦(ଏପି): ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରେ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରି ଅଗ୍ରଣୀ ବଜାୟ ରଖିଛନ୍ତି।…

ଏପ୍ରିଲ ପହିଲାରୁ ଶ୍ରମ କୋଡ୍‌ ଲାଗୁ କରିବାକୁ ଯୋଜନା

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ସାରା ଦେଶରେ ନୂଆ ଶ୍ରମ କୋଡ୍‌ ଲାଗୁ କରାଇବା ଲାଗି ଯୋଜନା ରଖିଛନ୍ତି। ଏ ନେଇ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟଧାରା ଜାରି ହୋଇଛି।…

ସରକାରଙ୍କ ହସ୍ତକ୍ଷେପ: ବାସନ୍ଦ ବିପଦରେ ଦକ୍ଷିଣ ଆଫ୍ରିକା କ୍ରିକେଟ

କେପ୍‌ ଟାଉନ,୧୫।୧୦(ଏପି): ଦକ୍ଷିଣ ଆଫ୍ରିକା କ୍ରିକେଟ ଏବେ ବାସନ୍ଦଜନିତ ବିପଦର କଳା ବାଦଲ ମଧ୍ୟରେ ରହିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ବିଭିନ୍ନ ମାମଲାରେ ବୁଧବାର ସରକାର…

ବୃଦ୍ଧଙ୍କୁ ଫ୍ରିଜ୍‌ରେ ରଖି ପରିବାର ଲୋକେ ମୃତ୍ୟୁକୁ କରିଥିଲେ ଅପେକ୍ଷା: ଆଉ ତାପରେ…

ଚେନ୍ନାଇ, ୧୫।୧୦: ତାମିଲନାଡ଼ୁର ସାଲେମ ଜିଲାରୁ ୭୪ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଫ୍ରିଜ୍‌ ମଧ୍ୟରୁ ଉଦ୍ଧାର କରାଯାଇଛି। ସେ ହେଲେ ବାଲ ସୁବ୍ରମଣ୍ୟମ କୁମାର।…

ପାଇକାରୀ ମୁଦ୍ରାସ୍ଫୀତି ୧.୩୨%

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୧.୩୨%କୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ଏହା ଗତ ବର୍ଷ ସେପ୍ଟେମ୍ବରରେ…

ଟୋକିଓ ଅଲିମ୍ପିକ୍‌ କୋଟା: ମହିଳା ଆର୍ଚରଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ: ଦୀପିକା

ନୁଆଦିଲ୍ଲୀ,୧୫।୧୦ (ପି.ଟି.): ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ଫୁଲ୍‌ କୋଟା ହାସଲ କରିବା ପାଇଁ ଭାରତୀୟ ମହିଳା ତୀରନ୍ଦାଜ ବଡ଼ ଚ୍ୟାଲେଞ୍ଜ ତଥା କଷ୍ଟକର…

ଜନ୍‌ ରିଡ୍‌ଙ୍କ ପରଲୋକ

ଅକ୍‌ଲାଣ୍ଡ,୧୫।୧୦(ପି.ଟି.): ନ୍ୟୁଜିଲାଣ୍ଡର ସବୁଠାରୁ ବୟସ୍କ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ ୯୨ ବର୍ଷରେ ପରଲୋକ ଗମନ କରିଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ…

ଲୋକଙ୍କ ସମସ୍ୟା ଦୂର କର, ଆବଶ୍ୟକତା ପୂରଣ କର

ଜୁନାଗଡ଼,୧୫।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭାଜପା ପକ୍ଷରୁ ବୁଧବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବିପତ୍ର ସ୍ଥାନୀୟ ବିଡ଼ିଓ ଦୁଲାରାମ ମାରାଣ୍ଡିଙ୍କୁ ପ୍ରଦାନ କରାଯାଇଛି।…

ଆଶାରେ ରହିଗଲା ଆଶାଲତାଙ୍କ ଲାଭ

ବନ୍ତଳା,୧୫ା୧୦(ଦିନେଶ ଦେହୁରୀ): ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ବୋଝ ଉଠାଇବାକୁ ଚାଷକୁ ସାହାରା କରିଥିଲେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଆଶାଲତା ପ୍ରଧାନ (୩୮)।…

ଡେନମାର୍କ ଓପନରେ ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଓଡେନ୍‌ସେ(ଡେନ୍‌ମାର୍କ), ୧୫।୧୦(ପି.ଟି.)- ଦୀର୍ଘ ୭ ମାସର ବ୍ୟବଧାନପରେ ଡେନମାର୍କ ଓପନ ସହ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ଭାଗ ନେଇଥିବା ଭାରତର କିଡାମ୍ବି ଶ୍ରୀକାନ୍ତ…