ଘରେ ପାର୍ଟି ଆୟୋଜନ କରି ୯ ଲକ୍ଷ ଜରିମାନା ଦେଲେ ଏହି ଛାତ୍ର

ଲଣ୍ଡନ,୧୩ା୯: ଘରେ ପାର୍ଟି କରିବା ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। କରୋନା ମହାମାରୀ ସମୟରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶୁକ୍ରବାର  ଘରେ ୫୦…

ଫ୍ଲିପ୍‌କାର୍ଟର ବିଗ୍‌ ସେଭିଂ ଡେଜ୍‌: ମାତ୍ର ୧ଟଙ୍କାରେ କରିପାରିବେ ବୁକିଂ, ଜାଣନ୍ତୁ କେଉଁଥିରେ ମିଳିବ ଅଫର..

ନୂଆଦିଲ୍ଲୀ,୧୩।୯: ଲୋକପ୍ରିୟ ଇ-କମର୍ସ ଓ୍ବେବ୍‌ସାଇଟ୍‌ ‘ଫ୍ଲିପ୍‌କାର୍ଟ’ ସେପ୍ଟେମ୍ବର ୧୮ ତାରିଖରୁ ବିଗ୍‌ ସେଭିଂ ଡେଜ୍‌ ସେଲ୍‌ ଆରମ୍ଭ କରିବାକୁ ଯାଉଛି। ଏଣୁ ଯଦି ଆପଣ ଶସ୍ତାରେ ଜିନିଷ…

ପଶ୍ଚିମ ଓଡ଼ିଶାରେ ଥମୁନି କରୋନା ପଜିଟିଭ୍‌ ସଂଖ୍ୟା, କଳାହାଣ୍ଡିରେ ଗୋଟିଏ ଦିନରେ ୮୦

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଅତି ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାସହ ପଜିଟିଭ୍‌ ସଂଖ୍ୟା ଦୁଇ ହଜାର ଅତିକ୍ରମ କରିଛି। ଗତ ୧୨ ତାରିଖରେ…

ଦଳ ପାଇଁ ଓପନିଂ କରିବାକୁ ଚାହୁଁଛନ୍ତି ଚହଲ, ମନା କରିବାରୁ କୋଚଙ୍କ ଅବସ୍ଥା ହେଲା ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ସ୍ପିନ୍‌ ବୋଲର୍‌ ୟୁଜବେନ୍ଦ୍ର ଚହଲ କେବଳ ପଡିଆରେ ନୁହେଁ ବାହାରେ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିଜ ମଜାକିଆ ଅନ୍ଦାଜ ପାଇଁ…

ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ୨୦୨୦ କେବଳ ବଲିଉଡ୍‌ ପାଇଁ ନୁହେଁ ବରଂ ଓଲିଉଡ୍‌ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍‌ ଅଭିନେତା ବିଜୟ…

କରୋନା ଟିକା ଆସିବା ପରେ ବି ୨୦୨୧ ଶେଷ ସୁଦ୍ଧା ସ୍ୱାଭାବିକ ହେବନାହିଁ ଜୀବନ!

ୱାଶିଂଟନ,୧୩ ।୯: କରୋନା ଭାଇରସ ଦିନକୁ ଦିନ କମ୍ ହେବା ପରିବର୍ତ୍ତେ ଏହା ବଢି ବଢି ଚାଲିଛି । ଆମେରିକା, ଭାରତ ଓ ବ୍ରାଜିଲରେ କରୋନା ସଂକ୍ରମିତଙ୍କ…

ରାଜ୍ୟର ୭ଟି ସହରରେ ନିଟ୍ ପରୀକ୍ଷା

ଆଜି ଅନୁଷ୍ଠିତ ହେଉଛି ନିଟ୍ ପରୀକ୍ଷା। କୋଭିଡ୍-୧୯ କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା…

ହାତରେ କରତ ଧରିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି

ଚଳିତବର୍ଷ ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ୍‌ କରାଇବା ପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଅଧିନାୟକ ବିରାଟ କୋହଲି। ଏଥର ଟିମ୍‌ ସନ୍ତୁଳିତ ଅଛି, ଟାଇଟଲ୍‌…

ଚେନ୍ନାଇ ସୁପରକିଙ୍ଗ୍ସର ପ୍ରଥମ ପସନ୍ଦ ଧୋନୀ ନୁହେଁ ବରଂ ଏହି ଖେଳାଳି ଥିଲେ: ପୂର୍ବତନ କ୍ରିକେଟରଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଆଉ କିଛି ଦିନ ବାକି। ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସର ପୂର୍ବତନ ଖେଳାଳି ଏସ୍‌ ବଦ୍ରିନାଥ ଏକ ବଡ଼…

ଛୋଟ ମହମ୍ମଦ ରଫି ଭାବେ ଜଣାଶୁଣା ଏହି ବାଳକ, ଗୀତ ଶୁଣିଲେ କରିବେ ପ୍ରଶଂସା

ଆଜିକାଲି ସୋସିଆଲ ମିଡିଆରେ ସୌରଭ କିଶାନ ତଥା ଛୋଟ ମହମ୍ମଦ ରଫିଙ୍କ ଭିଡିଓ ବେଶ୍‌ ଭାଇରାଲ ହେଉଛି। ସୌରଭଙ୍କୁ ଛୋଟ ମହମ୍ମଦ ରଫି କୁହାଯିବାର କାରଣ ମଧ୍ୟ…