ଧର୍ମଘଟ କଲେ ଜେଲ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସରକାରୀ କର୍ମଚାରୀ ମନଇଚ୍ଛା ଧର୍ମଘଟ କରିପାରିବେ ନାହିଁ କିମ୍ବା ଏଥିପାଇଁ ପ୍ରୋତ୍ସାହିତ କରିପାରିବେ ନାହିଁ। ବେଆଇନ ଧର୍ମଘଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ୧ ବର୍ଷ…

ମୃତ ଗାଙ୍ଗେଟିକ୍‌ ଡଲ୍‌ଫିନ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ/ରାଜନଗର(ଡି.ଏନ.ଏ.)/ପଟ୍ଟାମୁଣ୍ଡାଇ(ସ୍ବ.ପ୍ର.), ୨୪।୧୧: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗଙ୍ଗାରାମପୁର ପଞ୍ଚାୟତର କଇଁକୁଳା ଗଁା ନିକଟରୁ ଏକ ମୃତ ଗାଙ୍ଗେଟିକ୍‌ ଡଲଫିନ ରବିବାର ଉଦ୍ଧାର ହୋଇଛି।…

କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପିପିଇ କିଟ୍‌ ଓ ମାସ୍କ ଦୁର୍ନୀତି ଅଭିଯୋଗ ମାମଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିନାହାନ୍ତି। ତେଣୁ ଏହାକୁ ନେଇ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି।…

୪ ଦିନ ହେଲା ବଢୁଛି ତେଲ ଦର: ପେଟ୍ରୋଲ ୭,ଡିଜେଲ ୨୦ ପଇସା

ଭୁବନେଶ୍ୱର,୨୪।୧୧: ଲଗାତର ୪ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୭ ପଇସା ବଢି ଲିଟର ପିଛା ଦର…

୩୪ଟି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କରିବେ ରାଇନା

ନୂଆଦିଲ୍ଲୀ, ୨୪ା୧୧ : ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଉତ୍ତରପ୍ରଦେଶ, ଜମ୍ମୁ ଓ ଏନ୍‌ସିଆର (ନ୍ୟାଶନାଲ କ୍ୟାପିଟାଲ ରିଜିଅନ) ଅନ୍ତର୍ଗତ ୩୪ଟି ସରକାରୀ ସ୍କୁଲ ହାତକୁ…

ପ୍ରଜନେଶ ରନର୍ସଅପ୍‌

ଓର୍ଲାଣ୍ଡୋ ୨୪ା୧୧:ଓର୍ଲାଣ୍ଡ ଓପନ୍‌ ଟେନିସ ପ୍ରତିଯୋଗିତାରେ ଭାରତୀୟ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ରନର୍ସଅପ୍‌ ହୋଇଛନ୍ତି। ୫୨,୦୮୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଏହି ଏଟିପି ଚ୍ୟାଲେଞ୍ଜର…

ଷ୍ଟୋଇନିସ୍‌ଙ୍କୁ ପଣ୍ଟିଂଙ୍କ ପ୍ରଶଂସା

ମେଲବୋର୍ନ, ୨୪ା୧୧:ଅଷ୍ଟ୍ରେଲିଆର ବ୍ୟାଟିଂ କିମ୍ବଦନ୍ତୀ ରିକି ପଣ୍ଟିଂ ତାଙ୍କ ଦେଶର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଷ୍ଟୋଇନିସ ବର୍ଷକ ପୂର୍ବେ ଯେପରି ଖେଳୁଥିଲେ ଏବେ…

ଏଟିପି ଫାଇନାଲ୍ସ: ମେଡ୍‌ଭେଡେଭ ଚାମ୍ପିୟନ

ଲଣ୍ଡନ, ୨୪।୧୧: ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ ନିଜ କ୍ୟାରିୟରର ସବୁଠାରୁ ବଡ଼ ଟାଇଟଲ ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ବର୍ଷଶେଷ ଏଟିପି ଫାଇନାଲ୍ସ ଟେନିସ ଟୁର୍ନାମେଣ୍ଟରେ ସେ…

ଅଲିମ୍ପିକ୍ସ ଆର୍ଚେରି ଚୟନ ଶିବିରକୁ ରଞ୍ଜିତ ମନୋନୀତ

ଭୁବନେଶ୍ୱର,୨୪।୧୧: ଅନ୍ତର୍ଜାତୀୟ ତୀରନ୍ଦାଜ ରଞ୍ଜିତ ନାଏକ ୨୦୨୦ ଟୋକିଓ ଅଲିମ୍ପିକ୍ସ ଚୟନ ଶିବିରକୁ ମନୋନୀତ ହୋଇଛନ୍ତି। ଫଳରେ ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ଜେଆରଡି ଟାଟା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସୋମବାରଠାରୁ…

ଆଇଏସ୍‌ଏଲ୍‌ ୨୦୨୦: ପ୍ରଥମ ମ୍ୟାଚରେ ଓଡ଼ିଶା ଏଫସି ପରାସ୍ତ

ଭୁବନେଶ୍ୱର, ୨୪।୧୧: ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ଗତ ସଂସ୍କରଣରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଓଡ଼ିଶା ଏଫସି ଏଥର ପ୍ରଥମ ମ୍ୟାଚରେ ପରାଜିତ ହୋଇଛି। ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ…