ଜମି ଲୋଭରୁ ଟ୍ରିପଲ ମର୍ଡର: ରକ୍ତରେ ଭିଜିଲା ଲପଡା ଗାଁ

ସମ୍ବଲପୁର,୨୧ା୧୦(ବ୍ୟୁରୋ)-ଜମି ବିବାଦକୁ କେନ୍ଦ୍ର କରି ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡା ଗ୍ରାମରେ ବୁଧବାର ଟ୍ରିପଲ ମର୍ଡର ଘଟିଛି। ୩ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୧୬ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୨୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୮୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୨୦୬, ଅନୁଗୋଳରୁ ୨୦୧, ମୟୂରଭଞ୍ଜରୁ…

ସାଇକେଲରେ ବୃଦ୍ଧାଙ୍କ ବୈଷ୍ଣୋଦେବୀ ଯାତ୍ରା: ଭିଡିଓ ଭାଇରାଲ

ମୁମ୍ବାଇ,୨୧।୧୦-ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଆଗରେ ଯେ କୌଣସି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ। ମହାରାଷ୍ଟ୍ରର ବୁଲ୍‌ଢ଼ାଣା ଜିଲା ଖାମଗାଁଓ ଅଞ୍ଚଳର ଜଣେ ୬୮ ବର୍ଷିୟା ବୃଦ୍ଧା…

ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିବା ପରେ ଶ୍ୱଶୁରକୁ ହତ୍ୟା କଲା ସାନ ବୋହୂ

ବାଗପତ୍‌, ୨୧।୧୦: ଉତ୍ତର ପ୍ରଦେଶ ବାଗପତ୍‌ ଜିଲାରେ ଅକ୍ଟୋବର ୯ରେ ଘଟିଥିବା ଜଣେ ବୃଦ୍ଧଙ୍କ ହତ୍ୟା ମାମଲାରେ ପୋଲିସ ଚଳିତ କଲା ଭଳି ଖୁଲାସା କରିଛି। ପୋଲିସର…

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଖଲ୍ଲିକୋଟ,୨୧ା୧୦(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ଗ୍ରାମ ନିକଟ ପୋଖରୀରେ ବୁଡ଼ି ବୁଧବାର ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର…

ମାଙ୍ଗାନିଜ ବୋଝେଇ ଟ୍ରକ ଜବତ: ୨ ଗିରଫ

ବଡବିଲ, ୨୧।୧୦(ସ୍ବ.ପ୍ର)-କେନ୍ଦୁଝର ଜିଲା ବଡବିଲ ପୋଲିସ ମଙ୍ଗଳବାର ରାତିରେ ରାତିରେ ଭଦ୍ରାସାହି ସ୍ଥିତ ୫୨ ନମ୍ବର ଜାତୀୟ ରାଜପଥରୁ ଏକ ଚୋରା ମାଙ୍ଗାନିଜ ବୋଝେଇ ଟ୍ରକ ଜବତ…

୧୩ ଦିନ ଜେଲ୍‌ ଦଣ୍ଡ; ୧୫୦୦ ଟଙ୍କା ଜରିମାନା

ଲକ୍ଷ୍ନୌ, ୨୧।୧୦: ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଯୁବକଙ୍କୁ କୋର୍ଟ ୧୩ ଦିନ ଜେଲ୍‌ ଦଣ୍ଡ ଦେଇଛନ୍ତି। ଏହି ଘଟଣାଟି ଉତ୍ତର ପ୍ରଦେଶ ମୁଜାଫରନଗର ଜିଲାର…

ଜୟପୁରର ଅଟୋମୋବାଇଲ କମ୍ପାନୀର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ଜୟପୁର, ୨୧।୧୦- ରାଜସ୍ଥାନର ରାଜଧାନୀ ଜୟପୁରର ଅମ୍ବରର କୁକସରେ ଅବସ୍ଥିତ ଏକ ଅଟୋମୋବାଇଲ କମ୍ପାନୀରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ୨୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

ଆଇପିଏଲ୍‌ରେ ଫ୍ଲପ୍‌ ହୋଇଥିବା ୫ କୋଟିପତି ଖେଳାଳି

ନୂଆଦିଲ୍ଲୀ, ୨୧।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ଅଧାରୁ ଅଧିକ ମ୍ୟାଚ୍‌ ଖେଳାଯାଇ ସାରିଛି। ଚଳିତ ଥର ଅନେକ କୋଟିପତି ଖେଳାଳି ସେମାନଙ୍କ ପ୍ରଦର୍ଶନରେ ନିଜ…

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ କେକେଆର୍‌; କୋହଲିଙ୍କ ଉପରେ ରହିବ ନଜର

ଆବୁଧାବି, ୨୧।୧୦: ଆଇପିଏଲ୍‌ ୧୩ତମ ସିଜନର ୩୯ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସହ…