ବଢିବ ଶୀତ

ଭୁବନେଶ୍ୱର,୧୮।୧୨-ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ବଢିବ ଶୀତ। ରାତିରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ଫଳରେ ସାରା ରାଜ୍ୟରେ ଶୀତର ପ୍ରକୋପ…

ସୁଇଜରଲାଣ୍ଡର ସଂସଦରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ଜେନେଭା, ୧୮।୧୨- ସମଲିଙ୍ଗୀ ଦମ୍ପତିଙ୍କ ବିବାହକୁ ମଞ୍ଜୁରୀ ଦେବା ପାଇଁ ସୁଇଜରଲ୍ୟାଣ୍ଡର ସଂସଦରେ ଶୁକ୍ରବାର ଦିନ ଏକ ବିଲ ପାରିତ ହୋଇଛି। ୟୁରୋପର ଏହି ଦେଶରେ ସମଲିଙ୍ଗୀ…

ମୁମ୍ବାଇରେ ନିଜ ପିତାଙ୍କ ସହ ନଜର ଆସିଲେ ଅନୁଷ୍କା

ମୁମ୍ବାଇ,୧୮।୧୨-ମୁମ୍ବାଇରେ ଗୁରୁବାର ନିଜ ପିତାଙ୍କ ସହ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଏହା ଉପରେ…

ହାଥରସ୍‌ ଗଣବଳାତ୍କାର: ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

ଲକ୍ଷ୍ନୌ, ୧୮।୧୨- ଉତ୍ତରପ୍ରଦେଶର ହାଥରସ ଜିଲାରେ ଘଟିଥିବା ଗଣବଳାତ୍କାର ଘଟଣା ଲୋକଲୋଚନକୁ ଆସିବାର ପ୍ରାୟ ୩ ମାସ ପରେ ଶୁକ୍ରବାର ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ…

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗୁ ହେଲା ଏନ୍‌ଏସଏ

ଭୁବନେଶ୍ୱର,୧୮।୧୨-ଗ୍ୟାଙ୍ଗଷ୍ଟର ସନ୍ଦିପ ଓରଫ୍‌ ରାଜା ଆଚାର୍ଯ୍ୟଙ୍କ ନାଁରେ ଜାତୀୟ ନିରାପତ୍ତା ଆଇନ୍‌ (ଏନ୍‌ଏସ୍‌ଏ) ଲାଗୁ ହୋଇଛି। ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ କମିଶନରେଟ…

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୮, ୨୦୨୦)

ଭୁବନେଶ୍ୱରରେ ଆଜିଠାରୁ ଖୋଲିଲା ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟ ଭୁବନେଶ୍ୱର ହଂସପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କଲାରଶିପ ପରୀକ୍ଷା ପାଇଁ ପିଲାମାନେ ଯାଉଛନ୍ତି   ବାଲିଅନ୍ତା…

ଏମ୍ସରେ ଭର୍ତ୍ତି ହେଲେ ଆଇସିଏମ୍‌ଆର ମୁଖ୍ୟ ବଳରାମ ଭାର୍ଗବ

ନୂଆଦିଲ୍ଲୀ,୧୮।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌)ର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ। ଶୁକ୍ରବାର ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।…

ପ୍ରଥମ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ, ୧୮।୧୨- ସ୍ଥାନୀୟ ଇଡେନ ପାର୍କଠାରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌କୁ ଅତି ସହଜରେ ୫ ଉଇକେଟରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଏହି ବିଜୟ…

କୃଷକଙ୍କ ସହ ଧାରଣାରେ ବସି ଚର୍ଚ୍ଚାକୁ ଆସିଲେ ସ୍ୱରା

ମୁମ୍ବାଇ: ବଲିଉଡ୍ ନାୟିକା ସ୍ୱରା ଭାସ୍କର ଏବେ କିଛି ନା କିଛି କାରଣକୁ ନେଇ ଆସୁଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଦେଶ ସହ ଜଡିତ ବିଷୟକୁ…

ଶୁଭେନ୍ଦୁଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେନି ବାଚସ୍ପତି

କୋଲକାତା,୧୮।୧୨-ଗତକାଲି ବିଧାୟକ ପଦରୁ ଇସ୍ତଫା ଦେଇଥିବା ଟିଏମ୍‌ସିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ବିଧାନସଭା…